Advertisment

Odisha Police: ଅକ୍ଟୋବର ୪ ଓ ୫ରେ ହେବ ପୋଲିସ SI ପରୀକ୍ଷା

ଅକ୍ଟୋବର ୪ ଓ ୫ରେ ହେବ ପୋଲିସ SI ପରୀକ୍ଷା। ପୂର୍ବରୁ ଦୁଇ ଦୁଇଥର ଘୁଂଚିଥିଲା

author-image
Ramakrushna Dakua
ଅଦ୍ୟତନ ହୋଇଛି
Odisha Police SI recruitment

Odisha Police SI recruitment: Exam dates to admit card, check schedule here

ଅକ୍ଟୋବର ୪ ଓ ୫ରେ ହେବ ପୋଲିସ SI ପରୀକ୍ଷା। ପୂର୍ବରୁ ଦୁଇ ଦୁଇଥର ଘୁଂଚିବା ପରେ ଅକ୍ଟୋବର ୪ ଓ ୫କୁ ଏହା ଧାର୍ଯ୍ୟ କରାଯାଇଛି। ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସେପ୍ଟେମ୍ବର ୨୦ ପରଠୁ ଡାଉନ୍ ଲୋଡ୍ କରିପାରିବେ ଆଡମିଟ୍ କାର୍ଡ। odishapolice.gov.inରୁ ଆଡମିଟ୍ କାର୍ଡ ଡାଉନ୍ ଲୋଡ୍ କରିପାରିବେ । ପୂର୍ବରୁ ସେପ୍ଟେମ୍ବର ୨୧ ଓ ୨୨ ଦୁଇଦିନ ଧରି ଏହି ପରୀକ୍ଷା ହେବ ବୋଲି ସ୍ଥିର ହୋଇଥିଲା।

Advertisment

ତେବେ ସେହିଦିନ OPSCର ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର୍ ବା ଏଏସଓ ପରୀକ୍ଷା ମଧ୍ୟ ଥିଲା। ଗୋଟିଏ ତାରିଖରେ ଦୁଇଟି ପରୀକ୍ଷା ପଡ଼ୁଥିବାରୁ କେଉଁଟି ଦେବେ ଓ କେଉଁଟା ଛାଡ଼ିବେ ତାକୁ ନେଇ ଅଶାୟୀଙ୍କ ମନରେ ଆଶଙ୍କା ରହିଥିଲା।

Odisha News Odisha Odisha Police
Advertisment
Advertisment