• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Govt

Subhadra Yojana
Subhadra Yojana Odisha: ‘ସୁଭଦ୍ରା’ ଟଙ୍କା ପାଇନଥିବା ମହିଳାଙ୍କୁ ମନ୍ତ୍ର ଦେଲେ ପ୍ରଭାତୀ; କହିଲେ...

ବ୍ୟାଙ୍କ ଆକାଉଣ୍ଟ, ଆଧାର ଓ ମୋବାଇଲ ନମ୍ବର ମଧ୍ୟରେ ସମନ୍ୱୟ ନଥିବାରୁ ସେମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେଉଛନ୍ତି। ତେବେ ସୁଭଦ୍ରା ଟଙ୍କା ପାଇନଥିବା ମହିଳା କିପରି ଟଙ୍କା ପାଇବେ ସେନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

Settlememt
Settlement Rules: ବଦଳିବ 'ଥଇଥାନ' ନିୟମ ! ଚାକିରି ନ ହେଲେ ମିଳିପାରେ ମୋଟା ଅଙ୍କର ଆର୍ଥିକ ସହାୟତା

ଚାକିରିଆଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ରାଜ୍ୟ ସରକାର। ଥଇଥାନମୂଳକ ଚାକିରି ନ ହେଲେ, ମିଳିପାରେ ଏକକାଳୀନ ମୋଟା ଅଙ୍କର ଆର୍ଥିକ ସହାୟତା।

Unnatural Deaths of Elephants
ଆଠଗଡ଼ ବନାଞ୍ଚଳରେ ପୁଣି ସକ୍ରିୟ ହେଲେଣି କି ହାତୀ ଶିକାରୀ ?

ଗଜରାଜଙ୍କ ଡେଞ୍ଜର୍ ଜୋନ୍ ଆଠଗଡ଼ ବନାଞ୍ଚଳ । ଆଠଗଡ଼ ବନାଞ୍ଚଳରେ ପୁଣି ସକ୍ରିୟ ହେଲେଣି କି ହାତୀ ଶିକାରୀ ? ୨ ଦିନ ପରେ କ୍ଷତାକ୍ତ ଦନ୍ତାକୁ ଉଦ୍ଧାର ପରେ ବଢ଼ିଲା ଚିନ୍ତା । ରାଜ୍ୟରେ ଏବର୍ଷ ୫୦ ହାତୀଙ୍କ ଅପମୃତ୍ୟୁକୁ ନେଇ ଉଦବେଗ । କେମିତି ମଲେ ୫୦ ହାତୀ, ତଦନ୍ତ ଆଦେଶ ଦେଲେ ବିଭାଗୀୟ ମନ୍ତ୍ରୀ ।

Subhadra Yojana
Subhadra Yojana: ନଭେମ୍ବର ଶେଷ ସୁଦ୍ଧା ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

ନଭେମ୍ବର ଶେଷ ସୁଦ୍ଧା ମିଳିବ ‘ସୁଭଦ୍ରା’ ତୃତୀୟ ପର୍ଯ୍ୟାୟ ଟଙ୍କା। ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା’ ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

Cyclone Dana emergency helpline
ମାଡ଼ି ଆସୁଛି ‘ଦାନ’; ଜରୁରୀକାଳୀନ ହେଲ୍ପଲାଇନ୍‌ ଓ କଣ୍ଟ୍ରୋଲ ରୁମ୍‌ ନମ୍ବର ଜାରି କଲେ ରାଜ୍ୟ ସରକାର...

ଓଡ଼ିଶା ଉପକୂଳ ମୁହାଁ ବାତ୍ୟା ଦାନା । ସମୁଦ୍ରରୁ ବଳ ଗୋଟାଇ ଆଗକୁ ଆଗକୁ ବଢୁଛି । ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ହେଲ୍ପଲାଇନ ଓ କଣ୍ଟ୍ରୋଲ ରୁମ ନମ୍ବର ଜାରି କରିଛନ୍ତି । 

Puri News
ସରକାର କଲେ ଛାନିଆ; ପୁରୀ ଛାଡ଼ି ଚାଲି ଯିବାକୁ ଦେଲେ ନିର୍ଦ୍ଦେଶ !

ପୁରୀକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ରାଜ୍ୟ ସରକାରଙ୍କ ବଡ଼ ପରାମର୍ଶ । ବାତ୍ୟା ପହଞ୍ଚିବା ପୂର୍ବରୁ ପୁରୀ ଛାଡ଼ିବାକୁ ପରାମର୍ଶ ଦେଲେ ରାଜ୍ୟ ସରକାର ।

Mohan Majhi
ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ଉପସ୍ଥିତ ରହିବେ ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ

ଆଜି ଅପରାହ୍ନ ୪ଟାରେ ବାତ୍ୟା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଲୋକସେବା ଭବନରେ ବାତ୍ୟା ମୁକାବିଲା ସଂପର୍କରେ ସେ ସମୀକ୍ଷା କରିବେ ।

Investor Meet
ମୁମ୍ବାଇରେ ଓଡ଼ିଶା ସରକାରଙ୍କ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ

ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟକୁ ଅଧିକ ପୁଞ୍ଜି ଆଣିବା ଲକ୍ଷ୍ୟରେ ଦିଲ୍ଲୀ ପରେ ମୁମ୍ବାଇରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯେଉଁଥିରେ ନିବେଶକଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର ।

Paddy Cultivation
ଧାନ କିଣା ହେବ ସ୍ୱଚ୍ଛ

ଧାନ କିଣା ହେବ ସ୍ୱଚ୍ଛ, ଚାଷୀ ହେବେନି ଅସନ୍ତୁଷ୍ଟ। ଏଥିପାଇଁ ଧାନକିଣାରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। 

Paddy Procurement
ସିଲ୍ ହେବ ପଡ଼ୋଶୀ ରାଜ୍ୟ ସୀମା, ଧାନ ବିକି ପାରିବେନି ବାହାର ରାଜ୍ୟର ଚାଷୀ

ଥରେ ହିଁ ଯାଞ୍ଚ ହେବ ଧାନର ମାନ । ମିଲରେ କଟନୀ ଛଟନୀର ଶିକାର ହେବେନି ଚାଷୀ ।

Subhadra Yojana
ଅପେକ୍ଷାର ଅନ୍ତ; ୩୫ ଲକ୍ଷରୁ ଅଧିକ ଖାତାକୁ ଗଲା ‘ସୁଭଦ୍ରା’ ଟଙ୍କା

ଖାତାକୁ ଆସିଲା ‘ସୁଭଦ୍ରା‘ ଟଙ୍କା। ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆକାଉଣ୍ଟକୁ ଆସିଛି। ବାରିପଦାର ଐତିହାସିକ ଛଉ ପଡିଆ ସଭାରୁ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

OSSSC
OSSSC ପରୀକ୍ଷା ବିଭ୍ରାଟ: ଆଜି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ

OSSSC ପରିଚାଳିତ RI, ଅମିନ ପରୀକ୍ଷା ବିଭ୍ରାଟ ପ୍ରସଙ୍ଗ । ଆଜି ସରକାର ଡାକିଛନ୍ତି ଉଚ୍ଚସ୍ତରୀୟ ବୈଠକ।

subhadra scheme
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର; ଆଜି ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା !

ସୁଭଦ୍ରା ଯୋଜନାରେ ଆଜି ଆସିବାର ଅଛି ଟଙ୍କାଏ । ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ 'ସୁଭଦ୍ରା'ର ଆଜି ଆସିବ ୧ ଟଙ୍କା । 

deputy cm
ଖରାପ ଛତୁଆକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଉଦବେଗ; ଏଣିକି ପିଲାଙ୍କୁ ମିଳିବ ମାଣ୍ଡିଆ !

କେବଳ ଛତୁଆ ନୁହେଁ, ଏଣିକି ଆଞ୍ଚଳିକତା ଅନୁଯାୟୀ ପିଲାଙ୍କୁ ସୁଷମ ଓ ପୁଷ୍ଟିକର ଖାଦ୍ୟ ଦିଆଯିବ। ଖରାପମାନର ଛତୁଆକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

maternity paternity leaves
ଖୁସି ଖବର ଦେଲେ ରାଜ୍ୟ ସରକାର; ଏଣିକି ସରୋଗାସୀ ପିତୃତ୍ବକୁ ମିଳିବ ୧୫ ଦିନର ଛୁଟି

ରାଜ୍ୟ ସରକାର ସରୋଗାସୀ ପିତୃତ୍ବ ଛୁଟି ବ୍ୟବସ୍ଥା କରିଛନ୍ତି। ଏନେଇ ଅର୍ଥ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।

Nursing Union
ନର୍ସିଂ ସଂଘ ସହ ସରକାରଙ୍କ ଆଲୋଚନା ବିଫଳ, ଚାଲୁ ରହିବ ଆନ୍ଦୋଳନ

ଆନ୍ଦୋଳନରତ ନର୍ସିଂ ସଂଘ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ । କଥାବାର୍ତ୍ତା ବିଫଳ ହୋଇଥିବା କହିଛନ୍ତି ନର୍ସିଂ ସଂଘର ସାଧାରଣ ସଂପାଦକ ।

Mohan Majhi
ବିଜେଡି ସୁପ୍ରିମୋଙ୍କୁ ସମାଲୋଚନା କଲେ ମୋହନ; କହିଲେ, ନିଜ ହୀନ ଚକ୍ରାନ୍ତରେ ନିଜେ ଫସିଲେ ନବୀନ

ଓଡ଼ିଆ ଅସ୍ମିତାକୁ ବିପଦରେ ପକାଇଦେଲେ । ଓଡ଼ିଆ ଯଦି କଷ୍ଟ ପାଇବ, ସରକାର ନିଶ୍ଚିତ ପରିବର୍ତ୍ତନ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

CM Mohan Majhi
ସରକାରକୁ ପୂରିଲା ୧୦୦ ଦିନ, ହିସାବ ଦେଲେ; ପୂର୍ବ ବିଜେଡି ସରକାରକୁ ଧୋଇଲେ CM 

ଶହେ ଦିନରେ ମୋହନ ସରକାର । ଶରଧାବାଲିରେ ହିସାବ ଦେଲେ । ପୂର୍ବ ବିଜେଡି ସରକାରକୁ ବି ଧୋଇଲେ ସିଏମ୍ ମୋହନ ମାଝୀ ।

Subhadra Yojana
ସୁଭଦ୍ରା ଯୋଜନାକୁ ନେଇ ବଡ଼ କଥା କହିଲେ ଉପମୁଖ୍ୟମନ୍ତ୍ରୀ...

 ହିତାଧିକାରୀଙ୍କ ମୋବାଇଲକୁ ଫେକ୍ ଲିଙ୍କ୍ ଆସୁଛି। ତେଣୁ ଏଭଳି ଲିଙ୍କରେ କ୍ଲିକ୍  ନକରିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । 

Subhadra Yojana
ରାଜ୍ୟବ୍ୟାପୀ ସୁଭଦ୍ରା ଯୋଜନାର କ୍ରେଜ୍, ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଖାତାକୁ ଗଲା ଟଙ୍କାଏ

ରାଜ୍ୟବ୍ୟାପୀ ସୁଭଦ୍ରା ଯୋଜନାର କ୍ରେଜ୍ । ଆୟୋଜିତ ହେଲା ୧୦ ହଜାରରୁ ଅଧିକ ସ୍ୱାଗତ ପଦଯାତ୍ରା । ସ୍ୱାଗତ ପଦଯାତ୍ରା'ରେ ସାମିଲ ହେଲେ ହଜାର ହଜାର ମହିଳା। ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଖାତାକୁ ଗଲା ଟଙ୍କାଏ ଲେଖାଏଁ ।

Construction Workers
ନିର୍ମାଣ ଶ୍ରମିକଙ୍କ ପାଇଁ ଖୁସି ଖବର; ବଢ଼ିଲା ସହାୟତା ରାଶି...

ବଢିଲା ନିର୍ମାଣ ଶ୍ରମିକଙ୍କ ପାଇଁ ସହାୟତା ରାଶି। ଦୁର୍ଘଟଣାରେ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ମିଳିବ ୬ ଲକ୍ଷର ସହାୟତା ରାଶି।

Odisha Bhawan
ମାଟିରେ ମିଶିବ ଓଡ଼ିଶା ଭବନ; ବିପଦପୂର୍ଣ୍ଣ ଦର୍ଶାଇ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ସରକାର

ଭଙ୍ଗାହେବ ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ । ଏହାକୁ ବିପଦପୂର୍ଣ୍ଣ ଘୋଷଣା କଲେ ରାଜ୍ୟ ସରକାର । ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ଯୋଗୁଁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Subhadra Awareness Rath
ଗଡ଼ିଲା ସୁଭଦ୍ରା ସଚେତନତା ରଥ, ଭୁବନେଶ୍ୱର ଗାନ୍ଧି ମାର୍ଗରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟବ୍ୟାପୀ ଗାଁରୁ ସହର ସବୁଠି ବୁଲିବ ସୁଭଦ୍ରା ସଚେତନତା ରଥ । ଭୁବନେଶ୍ୱର ଗାନ୍ଧି ମାର୍ଗରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

sub-collectors
ଉପଜିଲ୍ଲାପାଳ ହେଲେ ୬ ନବାଗତ ଆଇଏଏସ; ନିଯୁକ୍ତି ଦେଲେ ରାଜ୍ୟ ସରକାର

ନିଯୁକ୍ତ ହେଲେ ୬ ନୂଆ ଉପଜିଲ୍ଲାପାଳ। ୬ ଟ୍ରେନି IASଙ୍କୁ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

Pahandi Mishap
ଆଡ଼ପ ପହଣ୍ଡି ଅଘଟଣ: ପ୍ରତିକାର ପୂଜା କରିବେ ରାଜ୍ୟ ସରକାର 

ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଯାହା ଘଟିଗଲା ତାହା ଦୁର୍ଘଟଣ । ଅବହେଳା କାରଣରୁ ଏଭଳି ଦୁର୍ଘଟଣା ଘଟିଛି ।