• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Cm

Crop Loss
Crop Loss Assessment: ଚାଷୀଙ୍କ ଟେନସନ୍ ଦୂରକଲେ ସିଏମ୍; ଆସନ୍ତା ୩୦ ସୁଦ୍ଧା କ୍ଷତି ଆକଳନ, DBTରେ ମିଳିବ ସହାୟତା

ଉଜାଡ଼ିଥିଲା ଅଦିନିଆ ବର୍ଷା...ଜୀବିକାକୁ ନେଇ ବିକଳ ହେଉଥିଲେ ଚାଷୀ....ଶେଷରେ ସହାୟତାରେ ହାତ ବଢ଼ାଇଲେ ମୋହନ ସରକାର। ଚାଷୀଙ୍କୁ କ୍ଷତିପୂରଣ ପାଇଁ ଅଣ୍ଟା ଭିଡ଼ିଥିବା ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

Students Union Election
Students Union Election: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ‘ଆସନ୍ତା ଶିକ୍ଷା ବର୍ଷରେ ହେବ ଛାତ୍ର ସଂସଦ ନିର୍ବାଚନ’

ଆସନ୍ତା ଶିକ୍ଷା ବର୍ଷରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ। ଏବିଭିପି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

CM Mohan Majhi Criticizes BJD
CM Mohan Majhi Criticizes BJD: BJDକୁ ପୁଣି ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍; କହିଲେ-'୨୪ ବର୍ଷରେ ବେକାର ବଢ଼ିଛି, ଅନେକ ଗାଁକୁ ବିକାଶ ଛୁଇଁନି' 

ସେ କହିଛନ୍ତି, ଗତ ୨୪ ବର୍ଷର ଶାସନ ଭିତରେ ଆମେ ବିକାଶର ଚିହ୍ନ ଦେଖିପାରିଲୁ ନାହିଁ । ୨୪ ବର୍ଷରେ ବେକାରୀ ବଢ଼ିଛି, ଅନେକ ଗାଁକୁ ବିକାଶ ଛୁଇଁନି। ପ୍ରାଥମିକ ଶିକ୍ଷା ଭୁଶୁଡ଼ି ପଡ଼ିଛି, ବହୁ ସ୍କୁଲରେ ଶିକ୍ଷକ ନାହାନ୍ତି। 

Victim of chit fund scams
Victim of chit fund scams: ମୁଖ୍ୟମନ୍ତ୍ରୀ ବି ଚିଟ୍‌ଫଣ୍ଡ ଠକେଇର ଶିକାର; ତାଜା ହେଲା ପ୍ରସଙ୍ଗ , କେବେ ଫେରିବ ଟଙ୍କା

ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଚିଟ୍‌ଫଣ୍ଡ କାହାଣୀ ଫେରିବା ପରେ ରାଜ୍ୟରେ ପୁଣି ପ୍ରସଙ୍ଗକୁ ଫେରିଛି ଚିଟ୍‌ଫଣ୍ଡ । କାହିଁକି ନା ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତକୁ ଟଙ୍କା ଫେରସ୍ତ ଥିଲା ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ।

Odisha CM Mohan Majhi
National Consumers Day: ମୁଁ ବି ଚିଟଫଣ୍ଡ୍ ଠକେଇର ଶିକାର - ମୋହନ ମାଝୀ

ମୁଁ ବି ଚିଟଫଣ୍ଡ୍ ଠକେଇର ଶିକାର ହୋଇଥିଲି । ଜାତୀୟ ଉପଭୋକ୍ତା ଦିବସ କାର୍ଯ୍ୟକ୍ରମରେ ଆଜି ଏକଥା ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

PM Modi in Bhubaneswar
PM Modi in Bhubaneswar: ବିରୋଧୀଙ୍କୁ ନିଶାନା, ମୋହନଙ୍କୁ ପ୍ରଶଂସା; ରାଜଧାନୀରେ ପ୍ରଧାନମନ୍ତ୍ରୀ

ମନ୍ଦିର ନଗରୀରେ ମୋଦି ଉତ୍ସାହ... କୋହଲା ପାଗକୁ ଉଷୁମ କରୁଥିଲା ନାଚଗୀତ, ସାଂସ୍କୃତିକ ଆୟୋଜନ । କେଉଁଠି ଘୋଡ଼ାନାଚ-ଘଣ୍ଟନାଦ, ଆଉ କେଉଁଠି ଡାଲଖାଇ ଓ ଆଦିବାସୀ ନୃତ୍ୟ... ତାଳେ ତାଳେ ଝୁମୁଥିଲେ ଅଗଣିତ ମୋଦି ଫ୍ୟାନ୍...

Mohan-Niranjana
Mohan Majhi: ଅଟକାଇ ପାରିଲାନି ପଦବି-କ୍ଷମତା-ଦାୟିତ୍ୱ ଭାର, ବନ୍ଧୁଙ୍କ ଦେହାନ୍ତ ପରେ ଗସ୍ତ ବାତିଲ କଲେ ସିଏମ୍

ସାଧାରଣ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଶେଷ ଥର ପାଇଁ ଆଖି ପୂରେଇ ଦେଖି ନେବାକୁ, ଗତକାଲି ଜରୁରୀ ଦିଲ୍ଲୀ ଗସ୍ତ ବାତିଲ କରିବାକୁ ପଛାଇନଥିଲେ ମୋହନ ।

Subhadra
Subhadra Yojana: ୨୦ ଲକ୍ଷ ମହିଳାଙ୍କୁ ମିଳିଲା 'ସୁଭଦ୍ରା' ଟଙ୍କା।; ସଭା ମଞ୍ଚରୁ ବିଜେଡିକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ

ଆଶା ଆଶଙ୍କା ଭିତରେ ଥିଲେ, ମିଳିଲା ସୁଭଦ୍ରା ଟଙ୍କା। ଖୁସ୍ ୨୦ ଲକ୍ଷ ମହିଳା। ଆଜି ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ।

Subhadra Yojana
Subhadra Yojana: ଖାତାକୁ ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା। ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯାଇଛି 'ସୁଭଦ୍ରା' ଟଙ୍କା । ସୁନ୍ଦରଗଡ଼ରେ ଟଙ୍କା ରିଲିଜ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Mohan Majhi
କଟକ ଦହିବରା ଆଳୁଦମ୍ ଖାଇଲେ ମୁଖ୍ୟମନ୍ତ୍ରୀ

ମନ ଆନନ୍ଦରେ କଟକର ଦହିବରା ଆଲୁଦମ୍ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

PESA Act
PESA Act: ଲାଗୁ ହେବ ପେସା ଆଇନ୍, ପଲ୍ଲୀସଭାରେ ନିଆଯିବ ମତାମତା; ଆଦିବାସୀଙ୍କୁ ଅଧିକାର ଦେବେ ମୋହନ ସରକାର

ଆଦିବାସୀଙ୍କ ପାଇଁ ଖୁସି ଖବର । ବହୁ ପ୍ରତୀକ୍ଷିତ ପେସା ଆଇନ ପାଇଁ ଏଣିକି ସେମାନଙ୍କୁ ପ୍ରତିବାଦ କରିବାକୁ ପଡିବନି ।

ପ୍ରଗତିର ମୁଖଶାଳା ପାରାଦୀପ
Paradeep Boita Bandana Utsav 2024: ‘ପାରାଦୀପ ହେଉଛି ପ୍ରଗତିର ମୁଖଶାଳା, ଡବଲ ଇଞ୍ଜିନ ସରକାର ଓଡ଼ିଶାର ବିକାଶକୁ ଦୁଇଗୁଣା କରିବ’: Mohan Majhi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଯୋଗୁ ଏହା ଆଜି ଦେଶରେ ଏକ ନମ୍ବର ବନ୍ଦର ହୋଇପାରିଛି । ଆଗକୁ ଅସ୍ତରଙ୍ଗ ସମେତ ଓଡ଼ିଶାର ଅନେକ ସ୍ଥାନରେ ନୂଆ ବନ୍ଦର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Bali Jatra
Bali Yatra 2024: ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ, ସାମିଲ ହେବେ ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ-ହାଇକମିଶନର

ଆସନ୍ତାକାଲିଠୁ କଟକର ଐତିହାସିକ ବାଲିଯାତ୍ରା । ମହାନଦୀ ବାଲିପଠାରେ ୨୨ ତାରିଖ ଯାଏ ଚାଲିବ ।

Mohan Majhi
Odisha Paddy Procurement: ଧାନ ସଂଗ୍ରହକୁ ନେଇ କଥା କଟାକଟି, କେନ୍ଦ୍ର ଅନୁମତିରେ ମିଳୁନି ବୋନସ୍ !

ତେଜିଲା ଧାନକିଣା ରାଜନୀତି । ଧାନ ସଂଗ୍ରହକୁ ନେଇ ବିଜେଡି-ବିଜେପି ମଧ୍ୟରେ ବଢ଼ିଲା ଆରୋପ ପ୍ରତ୍ୟାରୋପ ।

Odisha CM Criticizes Previous BJD Govt
Odisha CM Mohan Majhi: ପୂର୍ବ ବିଜେଡି ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ; କହିଲେ-ଗତ ସରକାର ଚାଷୀଙ୍କୁ କଥା ଦେଇ କଥା ରଖିନଥିଲେ

ହଇରାଣ କରୁଥିବା ତତ୍ତ୍ବଙ୍କ ଉପରେ ସରକାରଙ୍କ ତୀକ୍ଷ୍ଣ ନଜର ରହିଛି । ସମବାୟ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏଭଳି କଡ଼ା ବୟାନ ଦେଇଛନ୍ତି । ପୂର୍ବ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି । 

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି
Odisha Cabinet: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି; ନିଯୁକ୍ତି ପରୀକ୍ଷାରେ ଗଫଲତି କଲେ ଜେଲ୍

ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଜେଲ୍ ଓ ଜରିମାନା ହେବ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି । 

Odisha CM Addresses Massive Rally in Jharkhand
ଝାଡ଼ଖଣ୍ଡରେ ସତ୍ତା ପରିବର୍ତ୍ତନ ପାଇଁ ବିଜେପିର ସମରସଜ୍ଜା

ଝାଡ଼ଖଣ୍ଡରେ ବଦଳିବ ସତ୍ତା । ହେବ ନୂତନ ସୂର୍ଯ୍ୟୋଦୟ । ଆଉ ୧୨ ଦିନ ପରେ ଝାଡ଼ଖଣ୍ଡର ଦୁର୍ନୀତିଯୁକ୍ତ ସରକାରକୁ କରିବା ଟାଟା ଟାଟା...ପଡ଼ୋଶୀ ଝାଡ଼ଖଣ୍ଡ ମାଟିରେ ସତ୍ତା ବଦଳାଇବାକୁ ଏଭଳି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Odisha CM Addresses Massive Rally in Jharkhand
Jharkhand Assembly Elections 2024: ଝାଡ଼ଖଣ୍ଡରେ ସତ୍ତା ପରିବର୍ତ୍ତନ ପାଇଁ ବିଜେପିର ସମରସଜ୍ଜା; ପ୍ରଚାର ମୈଦାନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଝାଡ଼ଖଣ୍ଡରେ ବଦଳିବ ସତ୍ତା । ହେବ ନୂତନ ସୂର୍ଯ୍ୟୋଦୟ । ଆଉ ୧୨ ଦିନ ପରେ ଝାଡ଼ଖଣ୍ଡର ଦୁର୍ନୀତିଯୁକ୍ତ ସରକାରକୁ କରିବା ଟାଟା ଟାଟା...ବାଏ ବାଏ.... ପଡ଼ୋଶୀ ଝାଡ଼ଖଣ୍ଡ ମାଟିରେ ସତ୍ତା ବଦଳାଇବାକୁ ଏଭଳି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। 

ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: Atanu Sabyasachi
Naveen Patnaik: ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : Atanu Sabyasachi Nayak

ପ୍ରଥମେ ଦେବାଶିଷ ପରେ ମୁନ୍ନା ଖାଁ ଆଉ ଏବେ ଅତନୁ । ପୁଣି ଥରେ ସରକାରକୁ ଫେରିବାକୁ ଦମ୍ଭୋକ୍ତି ଦେଖାଉଛନ୍ତି ବିଜେଡି ନେତା ।

Women To Offer Millet to Goddess Lakshmi
‘ମାଣବସା ଗୁରୁବାରରେ ଲାଗିହେଉ ମାଣ୍ଡିଆ ଭୋଗ’

ମାର୍ଗଶିର ମାସ ମାଣବସା ଗୁରୁବାରରେ ମାଆ ଲକ୍ଷ୍ମୀଙ୍କୁ ଲାଗି ହେଉ ମାଣ୍ଡିଆ ଭୋଗ। ମାଣ୍ଡିଆ ପ୍ରସାଦ ଅର୍ପଣ କରି ସମସ୍ତଙ୍କୁ ପରଷିବା ପାଇଁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ମାଣ୍ଡିଆ ଦିବସ ଅବସରରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ। ମାଣ୍ଡିଆ ଭଳି ପୁଷ୍ଟିଶସ୍ୟକୁ ଖାଇବା ଥାଳିକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି ଏହି ସମ୍ମିଳନୀ।..

Women To Offer Millet to Goddess Lakshmi
Women To Offer Millet to Goddess Lakshmi: ମାଣବସା ଗୁରୁବାରରେ ଲାଗିହେଉ ମାଣ୍ଡିଆ ଭୋଗ, ପୁଷ୍ଟିଶସ୍ୟ ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ପୁଣି ଥରେ ଖାଇବା ଥାଳିର ବୈଭବ ବଢ଼ାଇବ ବିସ୍ମୃତ ଖାଦ୍ୟ। ପାଟିକୁ ସୁଆଦ ଦେବ, ଶରୀରକୁ ସୁସ୍ଥ ରଖିବ ମିଲେଟ୍ ବା 'ପୁଷ୍ଟିଶସ୍ୟ'।

Odisha CM
ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଉତ୍କର୍ଷ ଓଡ଼ିଶା-ମେକଇନ୍ ଓଡ଼ିଶା ପାଇଁ ରୋଡ୍ ସୋ

ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ୩ ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Balangir
ମୁଖ୍ୟମନ୍ତ୍ରୀଙ୍କ ପ୍ରେସମିଟ୍; ବଲାଙ୍ଗୀରକୁ ଅବହେଳା ନେଇ ବିଜେଡି ଉପରେ ବର୍ଷିଲେ

ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗତକାଲି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ଆଜି ସର୍କିଟ ହାଉସଠାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବଲାଙ୍ଗୀରକୁ ଅବହେଳା କରାଯାଇଥିବା କହି ପୂର୍ବ ସରକାର ଉପରେ ବର୍ଷିଛନ୍ତି।

diwali cm
ବଜାର ଗଲେ, ଦୀପ କିଣିଲେ ମୁଖ୍ୟମନ୍ତ୍ରୀ; ଜଣାଇଲେ ଦୀପାବଳିର ଶୁଭେଚ୍ଛା

ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଟୁଇଟ୍‌ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।

 Odisha CM
‘ପୂର୍ବ ସରକାରରେ ୨୪ ବର୍ଷ ଧରି ଦୁର୍ନୀତି ଚାଲିଥିଲା, 5T ନାଁରେ ବ୍ୟାପକ ହେରଫେର ହୋଇଛି’

ଗତ ସରକାରରେ କୋଠା ବାଡ଼ି ଏତେ ନିମ୍ନମାନର ନିର୍ମାଣ ହେଉଥିଲା କି କେଉଁଠୁ ଚୂନ ଖସି ଯାଉଥିଲା ତ୍ ପୁଣି କେଉଁଠି ଗୋଟିଏ ବର୍ଷାରେ ରାସ୍ତା ଧୋଇ ହୋଇ ଯାଉଥିଲା।