Advertisment

Sai and Nandu Dispute Resolved: ସମାଧାନ ହେଲା ସାଇ-ନାଣ୍ଡୁଙ୍କ ମଧ୍ୟରେ ଥିବା ବିବାଦ

ସମାଧାନ ହେଲା ସାଇ-ନାଣ୍ଡୁଙ୍କ ମଧ୍ୟରେ ଥିବା ବିବାଦ। ଭୁବନେଶ୍ବରର ଏକ ଘରୋଇ ହୋଟେଲ୍ ରେ ଆଲୋଚନା ପରେ ସମାଧାନ। ଉତ୍ସାହିତ ଅଛି, ଆଜି ମଞ୍ଚ ଚଢ଼ିବି କହିଲେ ଅଭିନେତା ସାଇ। ସାଇର ଦେହ ଭଲ ନଥିଲା, ମୋତେ ଦେଖା କରିବାକୁ ଆସିଥିଲା କହିଲେ ନାଣ୍ଡୁ।

author-image
Pramod Behera
Sai and Nandu Dispute Resolved

ସମାଧାନ ହେଲା ସାଇ-ନାଣ୍ଡୁଙ୍କ ମଧ୍ୟରେ ଥିବା ବିବାଦ Photograph: (OTV)

ତୁଟିଲା ସାଇ-ନାଣ୍ଡୁ କଳି। ସମାଧାନ ହେଲା ସାଇ-ନାଣ୍ଡୁଙ୍କ ମଧ୍ୟରେ ଥିବା ବିବାଦ। ଭୁବନେଶ୍ବରର ଏକ ଘରୋଇ ହୋଟେଲ୍ ରେ ଆଲୋଚନା ପରେ ସମାଧାନ ହୋଇଛି। ବିବାଦ ସମାଧାନ ପରେ ଉତ୍ସାହିତ ଅଛି ଆଜି ମଞ୍ଚ ଚଢ଼ିବି ବୋଲି କହିଛନ୍ତି ଅଭିନେତା ସାଇ। 

Advertisment

ସାଇର ଦେହ ଭଲ ନଥିଲା, ମୋତେ ଦେଖା କରିବାକୁ ଆସିଥିଲା କହିଲେ ତୁଳସୀ ଯାତ୍ରା ମାଲିକ ଅନନ୍ତନାରାୟଣ ଧଳ। ସାଇ ଆଜିଠୁ ତୁଳସୀରେ ଅଭିନୟ କରିବ ଓ ସବୁ ସମାଧାନ ହୋଇଛି ବୋଲି କହିଛନ୍ତି ଯାତ୍ରା ମାଲିକ ନାଣ୍ଡୁବାବୁ। ଆଲୋଚନା ବେଳେ ସାଇଙ୍କ ବାପା ମାଆ ଉପସ୍ଥିତ ଥିଲେ।...

  • ସମାଧାନ ହେଲା ସାଇ-ନାଣ୍ଡୁଙ୍କ ମଧ୍ୟରେ ଥିବା ବିବାଦ
  • ଭୁବନେଶ୍ବରର ଏକ ଘରୋଇ ହୋଟେଲ୍ ରେ ଆଲୋଚନା ପରେ ସମାଧାନ
  • ଉତ୍ସାହିତ ଅଛି, ଆଜି ମଞ୍ଚ ଚଢ଼ିବି କହିଲେ ଅଭିନେତା ସାଇ
  • ସାଇର ଦେହ ଭଲ ନଥିଲା, ମୋତେ ଦେଖା କରିବାକୁ ଆସିଥିଲା କହିଲେ ନାଣ୍ଡୁ
  • ସାଇ ଆଜିଠୁ ତୁଳସୀରେ ଅଭିନୟ କରିବ, ସବୁ ସମାଧାନ ହୋଇଛି- ନାଣ୍ଡୁ
  • ଆଲୋଚନା ବେଳେ ସାଇଙ୍କ ବାପା ମାଆ ଉପସ୍ଥିତ ଥିଲେ
Advertisment
Odia Jatra Odia Entertainment Odisha News
Advertisment
Advertisment