Advertisment

ମଞ୍ଚକୁ ଫେରିବାକୁ ପୀୟୂଷ ରାଜି, କ’ଣ ନିଷ୍ପତ୍ତି ନେବ ମାଲିକ ସଂଘ ?

ଯାତ୍ରା କରିବାକୁ ପୀୟୂଷ ରାଜି । କି ନିଷ୍ପତ୍ତି ନେବ ମାଲିକ ସଂଘ ? ମଞ୍ଚକୁ ଫେରିବେ, ନା ହେବେ ବର୍ଷକ ପାଇଁ ବିଦା ? ବିବାଦ ଛିଡ଼ୁନି, କଳହ ବି କମୁନି । ଦରମା ଯେମିତି, ଅଭିନୟ ବି ସେମିତି ।

author-image
Namita Biswal

ଯାତ୍ରା କରିବାକୁ ପୀୟୂଷ ରାଜି । କି ନିଷ୍ପତ୍ତି ନେବ ମାଲିକ ସଂଘ ? ମଞ୍ଚକୁ ଫେରିବେ, ନା ହେବେ ବର୍ଷକ ପାଇଁ ବିଦା ? ବିବାଦ ଛିଡ଼ୁନି, କଳହ ବି କମୁନି । ଦରମା ଯେମିତି, ଅଭିନୟ ବି ସେମିତି । ୨୦୨୪-୨୦୨୫ ଶେଷ ନାଟକ ସରିବା ପରେ ଗୋଟଏ ବର୍ଷ ପାଇଁ ଯାତ୍ରାରୁ ବିଦାୟ ନେବାବେଳେ ଏମିତି କାନ୍ଦିଥିଲେ ସାଥି କଳାକାର ।

Advertisment
Jatra Party Odia Jatra Actor Piyush Tripathy
Advertisment
Advertisment