Lover Arrested: Girlfriend Dumped in Tapang Mine After Quarrel
ଭରତପୁରରୁ ଅପହରଣ ତାପଙ୍ଗରେ ହତ୍ୟା ମାମଲାରେ ପ୍ରେମିକ ଗିରଫ। ଦେବାଶିଷ ବିଶୋଇକୁ ଗିରଫ କଲା ଭରତପୁର ଥାନା ପୋଲିସ । ଗତ ଜାନୁଆରି ୨୪ରେ ଭରତପୁରର ନିରୁପମା ପରିଡାଙ୍କୁ ପ୍ରେମିକ ଦେବାଶିଷ ଅପହରଣ କରିଥିଲା। ଅପହରଣ ପରେ ନୟାଗଡ଼ ଯାଇଥିଲେ। ସେଠାରେ ଉଭୟଙ୍କ ଭିତରେ ଝଗଡ଼ା ହେଉଥିଲା। ଝଗଡ଼ା ପରେ ବୁଲିବାକୁ ନେବା ପାଇଁ ତାପଙ୍ଗ ଖଣି ଅଞ୍ଚଳକୁ ନେଇଥିଲା। ସେଠାରେ ପ୍ରେମିକାକୁ ପାଣିକୁ ଠେଲି ଦେଇଥିଲା ଦେବାଶିଷ। ଘଟଣା ପରଠୁ ଫେରାରଥିଲା ଦେବାଶିଷ। ୮ ମାସ ପରେ ଜଲ୍ଲାଦ ପ୍ରେମିକକୁ ଗିରଫ କରିଛି ପୋଲିସ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)