• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Murder Case

Idol Immersion of Maa Durga
ଭସାଣିରେ ଅଘଟଣ: ଛୁରାମାଡ଼ରେ ନାବାଳକ ମୃତ, ୨ ସାହି ମଧ୍ୟରେ ପିଟାପିଟି

ଦଶହରା ଶେଷ ହେବା ପରେ ବିଭିନ୍ନ ସ୍ଥାନରେ ବେଶ୍ ଜାକଜମକରେ ଭସାଣ ଉତ୍ସବ କରାଯାଇଛି। ଭସାଣି ବେଳେ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ନବରଙ୍ଗପୁରରେ ଭସାଣି ବେଳେ ଛୁରାମାଡରେ ନାବାଳରର ମୃତ୍ୟୁ ହୋଇଥିବା ବେଳେ ଖଲ୍ଲିକୋଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।

murder case
ଓଡ଼ିଶାରେ କରିଥିଲା ହତ୍ୟା, ସୁରତରୁ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଗତ ୨୦୨୪ ମାର୍ଚ୍ଚ ୨୯ ତାରିଖରେ ହୋଇଥିବା ହତ୍ୟାକାଣ୍ଡ ମାମଲାରେ ନାରାୟଣର ସଂପୃକ୍ତି ଥିଲା । ନାରାୟଣ ଓ ତା’ର ଅନ୍ୟ ସହଯୋଗୀ ମିଶି ଜଣେ ଯୁବକଙ୍କୁ ହତ୍ୟା କରିଥିଲେ ।

Rourkela Crime
ରାଉରକେଲାରେ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା! ଅପରାଧୀଙ୍କ ପାଲଟିଛି ଚରାଭୂଇଁ

ଅସୁରକ୍ଷିତ ପାଲଟିଛି କି ରାଉରକେଲା? କ୍ରାଇମ ସିଟି ପାଲଟିଲାଣି କି ଷ୍ଟିଲସିଟି ?

Deadbody inside suitcase
ଘର ପାଖରେ ପଡ଼ିଥିଲା ବାକ୍ସ, ଭିତରେ ଥିଲା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶବ

ସୁଟକେସରେ ଯେଉଁ ମହିଳାଙ୍କ ମୃତଦେହ ମିଳିଥିଲା, ତାଙ୍କ ନାଁ ଦୀପା ବୋଲି ଜଣା ପଡ଼ିଛି ।

Student's Body Recovered
ନବରଙ୍ଗପୁରରେ ଚାଞ୍ଚଲ୍ୟ, ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ସ୍କୁଲ୍ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

Sanjay Roy
Special Story: ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବଡ଼ ସସ୍‌ପେନ୍ସ; ସଂଜୟ କହିଲା...

 ଗିରଫର ୨୫ ଦିନ ପରେ ନିଜକୁ ନିର୍ଦ୍ଦୋଷ କହୁଛି ଅଭିଯୁକ୍ତ ସଞ୍ଜୟ । ନିଜ ଓକିଲ ନିକଟରେ ସଞ୍ଜୟ ଡାକ୍ତରୀ ଛାତ୍ରୀଙ୍କୁ ନେଇ ବଡ଼ ବୟାନ ରଖିଛି । 

Sandip Ghosh
ସନ୍ଦୀପଙ୍କ ଠାରୁ ସତ ଉଗାରିବ CBI; ଦୁର୍ନୀତି ମାମଲାରେ ହେଲେ ଗିରଫ...

ଆରଜି କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ଠାରୁ ସତ ଉଗାରିବ ସିବିଆଇ। ଦୁର୍ନୀତି ମାମଲାରେ ଗତକାଲି ତାଙ୍କୁ ସିବିଆଇ ଗିରଫ କରିଥିଲ। 

CBI
ଅଭୟା କାଣ୍ଡକୁ ୨୩ଦିନ; କ୍ରାଇମ୍ ସ୍ପଟରେ ସିବିଆଇର ତନାଘନା

କୋଲକାତା ଆରଜି କର ମେଡିକାଲ୍ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲା। ତଦନ୍ତକୁ ଆହୁରି ବ୍ୟାପକ କରିଛି ସିବିଆଇ।

Khandagiri Murder case
ପ୍ରେମ ପାଇଁ ରକ୍ତରଞ୍ଜିତ ରାଜଧାନୀର ରାସ୍ତା

ପ୍ରେମ ପାଇଁ ପ୍ରେମିକାର ଦାଦାକୁ ମାରିଦେଲା ପାଗଳ ପ୍ରେମିକ । ଖଣ୍ଡଗିରି ଥାନା ଅଞ୍ଚଳରେ ସିନେମା ଷ୍ଟାଇଲର ଥ୍ରିଲର ମର୍ଡର କ୍ରାଇମ ।

murder
ରାଜଧାନୀରେ ଗଡ଼ିଲା ମୁଣ୍ଡ ,ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା

ଭୁବନେଶ୍ବର ଖଣ୍ଡଗିରିରେ ଯୁବକଙ୍କୁ ବିଭତ୍ସ ହତ୍ୟା । ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା । ଜଗନ୍ନାଥନଗର ନିକଟରେ ଖଣ୍ଡାରେ ହାଣି ହତ୍ୟା ।

President Droupadi Murmu
ବହୁତ ହୋଇଗଲା ମହିଳାଙ୍କ ପ୍ରତି ହିଂସା..କୋଲକାତା ଲଜ୍ଜାକୁ ଭୟାନକ କହିଲେ ରାଷ୍ଟ୍ରପତି

କୋଲକାତା ଆରଜି କର ମେଡିକାଲ କଲେଜରେ ଜୁନିୟର ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାକୁ ଉଦବେଗଜନକ ଓ ଭୟାନକ କହିଛନ୍ତି ରାଷ୍ଟ୍ରପତି ।

Shakib Al Hasan
ବାଂଲାଦେଶ କ୍ରିକେଟର ଶାକିବଙ୍କ ନାଁରେ ହତ୍ୟା ଅଭିଯୋଗ

FIRରେ ଦର୍ଶାଯାଇଛି ଯେ ଆନ୍ଦୋଳନ ସମୟରେ ଗୁଳି ବାଜିବାରୁ ରୁବେଲ ଗୁରୁତର ଆହତ ହୋଇଥିଲେ । ପରେ ଦୁଇ ଦିନ ପରେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Kolkata rape-murder case
କଲିଜା ଥରାଇ ଦେଇଛି କୋଲକାତା କାଣ୍ଡ; ଓଡ଼ିଶାରେ ବି ଅସୁରକ୍ଷିତ ମଣୁଛନ୍ତି ମହିଳା ଡାକ୍ତର

ନିଜ ଛାଇକୁ ଦେଖିଲେ ଛନକା ପଶୁଛି । ନିଛାଟିଆ ଜାଗାରେ ଅଣନିଶ୍ବାସୀ ଲାଗୁଛି। ମହିଳା ଡାକ୍ତର ଓ ଡାକ୍ତରୀ ଛାତ୍ରୀଙ୍କ କଲିଜା ଥରାଇ ଦେଇଛି କୋଲକାତା 'ଅଭୟା' କାଣ୍ଡ। 

Prithviraj Harichandan
ପୁଣି ଖୋଲିବ ନବ ଦାସ ହତ୍ୟା ମାମଲାର ଫାଇଲ୍

ପୁଣି ଥରେ ଖୋଲିବ ନବ ଦାସ ହତ୍ୟା ମାମଲା । ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର କେସ୍ ରିଓପନ କରିବ ବିଜେପି ସରକାର ।

Bhubaneswar Double Murder
ରାଜଧାନୀରେ ଚାଞ୍ଚଲ୍ୟ, ଗାଡ଼ି ପାର୍କିଂକୁ ନେଇ ଡବଲ ମର୍ଡର

ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ସାମାନ୍ୟ ଗାଡ଼ି ପାର୍କିଂକୁ ନେଇ ଭୁବନେଶ୍ୱରରେ ଘଟିଛି ଡବଲ ମର୍ଡର । 

Murder
ଭୁବନେଶ୍ୱରରେ ବିଭତ୍ସ ହତ୍ୟା, ବାପାକୁ ମାରିଲା ପ୍ରଫେସର ପୁଅ

ଭୁବନେଶ୍ୱର ମଞ୍ଚେଶ୍ବର ଥାନା ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । କୌଣସି କାରଣରୁ ବାପପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ବାପାଙ୍କୁ ହତ୍ୟା କରିଛି ପୁଅ ।

Crime
ଝିଅ ଜନ୍ମ ହେଲା ବୋଲି, ହସ୍ପିଟାଲ୍‌ରୁ ଘରକୁ ଆସିବା ପରେ ମାରିଦେଲା ବାପା

ତେବେ ଖୋଦ୍ ରାଜଧାନୀ ଦିଲ୍ଲୀରେ ଏପରି ଘଟଣା ଘଟିଛି ଯେ, ଆପଣଙ୍କ ହୋଶ୍ ଉଡ଼ିଯିବ । ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ଜଣେ ବ୍ୟକ୍ତି ନିଜର ଯାଆଁଳା ଝିଅଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ହତ୍ୟା କରି ପୋତି ଦେଇଥିବା ଅଭିଯୋଗ ହୋଇଛି ।

Bhadrak Murder
ନାବାଳକର ନାରକୀୟ କାଣ୍ଡ, ଦୁଇ ଦିନରେ ନେଲାଣି ତିନି ଜୀବନ !

ଭଦ୍ରକରେ ଜଣେ ନାବାଳକର ନାରକୀୟ କାଣ୍ଡ । ଗତକାଲି ରାଇମଣି ଗାଁ ବିଲରୁ ମା, ଝିଅଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା । ଆଜି ସେହି ପାଖରୁ ଅଟକ ନାବାଳକର ଆଈର ମୃତଦେହ ମିଳିଛି ।

Crime
ଟଙ୍କା କଲା ସାତ ପର; ଇହକାଳ ପରକାଳର ସାଥି… ପଠାଇଲା ଯମପୁର

କୁନି ପୁଅ ସାମ୍ନାରେ ପିଟି ପିଟି ମାରିଦେଲେ ମାଆକୁ । ପାରିବାରିକ କଳହର କରୁଣ ପରିଣତି । ଟଙ୍କା ପାଇଁ ବୋହୁକୁ ପିଟି ପିଟି ମାରିଦେଲେ ଶାଶୁ ଘର ଲୋକେ । ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଚମ୍ପତିପୁର ଗାଁରେ ଏଭଳି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

Chhota Rajan
ଜୟା ସେଟ୍ଟୀ ହତ୍ୟା ମାମଲା: ଅଣ୍ଡରୱାଲର୍ଡ ଡନ୍ ଛୋଟା ରାଜନକୁ ଆଜୀବନ କାରାଦଣ୍ଡ...

ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ୨୦୦୧ ମସିହାରେ ମୁମ୍ବାଇର ବ୍ୟବସାୟୀ ଜୟା ସେଟ୍ଟୀଙ୍କ ହତ୍ୟା ମାମଲାରେ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

Murder
ଝିଅର ବୟସ ମାତ୍ର ୧୫ ! ବାପାକୁ ମାରିଲା, ଭାଇକୁ ମାରିଲା.. ଖଣ୍ଡ ଖଣ୍ଡ କରି ଫ୍ରିଜ୍‌ରେ ରଖିଲା....

ହତ୍ୟା କରିବା ପରେ ଉଭୟ ତିନି ମାସ ପର୍ଯ୍ୟନ୍ତ ଫେରାର ରହିଥିଲେ । ତାପରେ ନାବାଳିକା ଜଣକ ହରିଦ୍ୱାରରୁ ଗିରପ ହେଲା । କିନ୍ତୁ ମୁକୁଲ ଏବେ ବି ଫେରାର ରହିଛି ।

Murder Case
କାର୍‌ ଭିତରେ ୩ ମୃତଦେହ; ସ୍ତ୍ରୀ-ଝିଅକୁ ଗୁଳି କରି ନିଜକୁ ବି ମାରିଦେଲା ସ୍ୱାମୀ !

ମୃତକଙ୍କ ଘର ବ୍ରଜରାଜନଗର ଓରିଏଣ୍ଟ ଥାନା କାଳୀନଗର ଅଞ୍ଚଳରେ। ସମସ୍ତଙ୍କ ମୁଣ୍ଡରେ ଗୁଳି ବାଜିଥିବା ସୂଚନା ମିଳିଛି ।

Crime
ଭଡ଼ାଟିଆଙ୍କ ପ୍ରେମ ପାଇଁ ଗଲା ଘର ମାଲିକ ଜୀବନ, ବାଲେଶ୍ୱର ନେଇ କଲେ ହତ୍ୟା

ମୟୂରଭଞ୍ଜରେ ମର୍ଡର ପ୍ଲାନ, ବାଲେଶ୍ୱରରେ ହତ୍ୟା । ଘର ଭଡ଼ାଟିଆ ହାତରେ ଗଲା ମାଲିକର ଜୀବନ । ନୀଳଗିରି ଅଞ୍ଚଳରେ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

man hacks woman technician
ଆସିଲା ଅଧିକ ଇଲେକ୍ଟ୍ରିକ୍ ବିଲ୍; ରାଗରେ ମହିଳା ଟେକ୍ନିସିଆନଙ୍କୁ ହାଣିଦେଲେ

ଅଫିସରେ ମହିଳା ଟେକ୍ନିସିଆନ ରିଙ୍କୁ ଥିଟେ ଥିଲେ। ଏନେଇ ପୂର୍ବରୁ ସେ ଅଭିଯୋଗ ମଧ୍ୟ କରିଥିଲେ। ମାତ୍ର ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ସେ କହିଥିଲେ।

Murder
ପାରିବାରିକ ବିବାଦ! ଭାଇବୋହୂ ଓ ପୁତୁରାକୁ ଟାଙ୍ଗିଆରେ ହାଣିଦେଲା ଦେଢଶୂର

ଗତକାଲି ରାତିରେ ପୂର୍ଣ୍ଣିମା ଓ ପୁଅ ୟେଂଶୁ ଘରେ ଶୋଇଥିଲେ। ଘରେ ପୂର୍ଣ୍ଣିମାଙ୍କ ସ୍ୱାମୀ ନଥିଲେ। ଦେଢଶୂର ଲୋଚନ କବାଟ ଭାଙ୍ଗି ଘରେ ପଶିଥିଲା। ପ୍ରଥମେ ପୂର୍ଣ୍ଣିମାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ।