• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mother

Mother, father serioulsy injured in son's attack
ଏମିତି ପୁଅକୁ ଧିକ୍... ମାଡ଼ ଖାଇ ମେଡିକାଲ ବେଡ଼ରେ ବାପା, କଇଁ କଇଁ କାନ୍ଦୁଛି ମାଆ

ଏମିତି ପୁଅ କାହାକୁ ନ ଦିଅ ଭଗବାନ। ଯେଉଁ ବୟସରେ ବାପା-ମାଆ ସେବା ଟିକେ ପାଇବା ପାଇଁ ପୁଅ-ବୋହୂ ପାଖରେ ରହିଥାନ୍ତି, ସେହି ବୟସରେ ପୁଅ-ବୋହୂ ହାତରୁ ମାଡ଼ ଖାଇ ଲହୁଲୁହାଣ ହୋଇ ମେଡିକାଲ୍ ବେଡରେ ପଡି କଲବଲ ହେଉଛନ୍ତି ବାପା-ମାଆ। ଆଉ ଶେଷରେ ଭାଗ୍ୟକୁ ନିନ୍ଦା କରି କହୁଛନ୍ତି ଏମିତି ପୁଅକୁ ଧିକ୍...

A Russian Soldier\'s Last Letter To His Mother
ଋଷିଆ ସୈନ୍ୟ ମାଆଙ୍କୁ ଦେଲେ ଶେଷ ମେସେଜ୍‌। କହିଲେ, ମାଆ ଭାରି କଷ୍ଟ ଲାଗୁଛି...ଆଉ ବଞ୍ଚିବିନି...

ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ସାମ୍ନାକୁ ଆସିଲା ହୃଦୟ ଫାଟିଯିବା ପରି ଦୃଶ୍ୟ। ନିଜ ମାଆଙ୍କୁ ମେସେଜ୍‌ ଦେଲେ ଋଷିଆ ସୈନ୍ୟ। କହିଲେ, ମାଆ...ୟୁକ୍ରେନ ଆକ୍ରମଣ ମତେ ଭାରି କଷ୍ଟ ଦେଉଛି। ଆମ ବୋମାରେ ନିରୀହ ଲୋକଙ୍କର ଯାଉଛି ପ୍ରାଣ...ମୁଁ ଆଉ ବଂଚିପାରିବିନି....

Pihu Missing Case – Mother Targets Police Efficiency
ପିହୁ ନିଖୋଜରେ କାହାର ହାତ ଅଛି ?

୧୬ ମାସ ହୋଇଗଲା ପିହୁ ନିଖୋଜ ହେବାର । କିନ୍ତୁ ଆଜି ପର୍ଯ୍ୟନ୍ତ ଉଚ୍ଚସ୍ତରୀୟ ତଦନ୍ତ ହୋଇ ପାରିନାହିଁ । ଏପରି ଅଭିଯୋଗ କରିଛନ୍ତି ପିହୁର ମା । ଶୁଣନ୍ତୁ ତାଙ୍କର ପୁରା ଅଭିଯୋଗ ।

Apana Eka Nuhanti | Kendrapara Boy Begs To Perform Funeral Rituals Of Mother, Seeks Govt Help
ବାପମାଆ ଆଗ ପଛ ହୋଇ ଚାଲିଗଲେ, ଭିକ ମାଗୁଛି ପୁଅ

ଆଗ ବାପା ଆରପାରିକୁ ଚାଲିଗଲେ। ପରେ ରୋଗୀଣା ମାଆକୁ ବଂଚାଇ ହେଲାଣି। ଆଗପଛ ହୋଇ ଦୁହେଁ ଚାଲିଯିବା ପରେ ଶୁଦ୍ଧି ହେବା ପାଇଁ ଏ ଦୁଆରୁ ସେ ଦୁଆର ଘୁରି ବୁଲୁଛି ପୁଅ..

Mother murders 16 month old daughter with lesbian partner
ମା’ ନା ପିଶାଚୀ : ରୋମାନ୍ସରେ ବାଧା ହେବାରୁ ମାରିଦେଲା ନିରୀହ ଶିଶୁକୁ

ମା ଓ ପିଲାର ସଂପର୍କ ଦୁନିଆର ସବୁଠାରୁ ମିଠା ସଂପର୍କ। ଏହା ଏତେ ଦୃଢ ହୋଇଥାଏ ଯେ ଦୁନିଆର କୌଣସି ଶକ୍ତି ସେମାନଙ୍କୁ ସହଜରେ ଅଲଗା କରି ନ ଥାଏ। ନିଜ ପିଲାର ସୁରକ୍ଷା ପାଇଁ ମା’ଟିଏ ସବୁକିଛି କରିପାରେ। ସେଥିପାଇଁ କୁହାଯାଏ ‘ବିପଦ ବେଳେ ରକ୍ଷା କରିବା ନେଇ ଭଗବାନ ସବୁବେଳେ ଆସିପାରନ୍ତି ନାହିଁ, ସେଥିପାଇଁ ପାଖରେ ମା’ ଦେଇଥାନ୍ତି।’ ପୁଣି କୁହାଯାଏ ଯେ ପୁଅ ପଛେ କୁପୁତ୍ର ହୋଇପାରେ କିନ୍ତୁ ମା’ କୁମାତା ହୋଇପାରେ ନାହିଁ। କିନ୍ତୁ ଏମିତି ଜଣେ ମା’ ସେ ଏତେ ନିଚ୍ଚ କାମ କରିଛନ୍ତି ଯେ ଏ କଥା କହିବାକୁ ମଧ୍ୟ ସଂକୋଚ ଲାଗୁଛି।

Social viral 24 years russian woman welcomed 21 surrogate babies with millionaire husband
୨୪ ବର୍ଷରେ ୨୧ ଛୁଆଙ୍କ ମା' ହେଲେ ମହିଳା, କେମିତି ସମ୍ଭାଳୁଛନ୍ତି ପରିବାର...

୨୪ ବର୍ଷରେ ୨୧ ଛୁଆଙ୍କ ମାଆ ହେଲେ ମହିଳା । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଜର୍ଜିଆରେ ରହୁଥିବା କ୍ରିଷ୍ଟିନା ଓଜଟୁର୍କ ୨୧ ଟି ସନ୍ତାନ ମାଆ ହୋଇ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ହତ୍ୟାକାଣ୍ଡ ଘଟିଥିବା ସ୍ଥାନ
ପ୍ରେମର ଆକ୍ରୋଶରେ ବଳି ପଡ଼ିଗଲେ ମା' !

ପୁଅଙ୍କୁ ବଞ୍ଚାଇବାକୁ ତାଙ୍କ ମାଆ ସମ୍ମୁଖରେ ଆସିବାରୁ ତାଙ୍କୁ ବି ଛାଡ଼ିନଥିଲେ ଏମାନେ। ମାରଣାସ୍ତ୍ରରେ ହାଣିଥିଲେ ୫ ଜଣ। ପ୍ରୀତମ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଛି।