• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mohan Charan Majhi

BJP Govt in Action Mode
ଆକ୍ସନ୍ ମୋଡରେ ମୋହନ ସରକାର, ଆରମ୍ଭ ହେଲା ଗାଦିମଡା ଅଫିସର ନିଷ୍କାସନ ପର୍ବ

ଓଟିଭିର ବଡ଼ ପ୍ରଭାବ । ଗାଦିମଡ଼ା ଅଫିସରଙ୍କ ସଂପର୍କରେ ଖବର ପ୍ରସାରଣ ପରେ । ଆକ୍ସନ୍ ମୋଡରେ ମୋହନ ସରକାର । ଦୁଇ ଦିନରେ ହଟିଲେ ୬ ଅଧିକାରୀ ।

Laccmi Bus
ବଦଳିଲା ଲକ୍ଷ୍ମୀ ବସ୍‌ ରଙ୍ଗ, ସବୁଜରୁ ହେଲା ଗେରୁଆ

ଆଜି ଢେଙ୍କାନାଳ ବସ୍ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ଲକ୍ଷ୍ମୀ ବସ୍ ଗୁଡ଼ିକର ରଙ୍ଗ ବଦଳି ଯାଇଛି । ତେବେ କାହା ନିର୍ଦ୍ଦେଶରେ ରଙ୍ଗ ବଦଳିଛି ତାହା ଏବେ ଯାଏଁ ଜଣାପଡ଼ିନି ।

Ratna Bhandar
‘ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର, ହେବ ଗଣତି’

ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ରାଜ୍ୟରେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ କରାଯିବ ବୋଲି କହିଛନ୍ତି ମୋହନ ଚରଣ ମାଝୀ ।

Subhadra Yojana
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମୋଦିଙ୍କ ଜନ୍ମଦିନରେ ରିଲିଜ ହେବ ସୁଭଦ୍ରା ଟଙ୍କା

ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ । ସେପ୍ଟେମ୍ବର ୧୭ରେ ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା ।

CM Grievance Cell
ଜୁଲାଇ ୧ରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଆଜି ସିଏମଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ନେଇ ସ୍ଥିତି ଅନୁଧ୍ୟାନ କରିଛି ସାଧାରଣ ପ୍ରଶାସନ ବିଭାଗ । ଜୁଲାଇ ୧ ତାରିଖରୁ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶୁଣାଣି କରିବେ।

CM Mohan Majhi
ନୂଆ ସରକାର ଆଗରେ ଏକାଧିକ ଚାଲେଞ୍ଜ୍

ନୂଆ ସରକାର, ନୂଆ ମୁଖ୍ୟମନ୍ତ୍ରୀ। ଶପଥକୁ ୪ ଦିନ ପୂରିଥିବା ବେଳେ, ଆଗକୁ ରହିଛି ଅନେକ ବାଟ । ଅନେକ ଚାଲେଞ୍ଜ। ଫୋକସ୍‌ରେ ରତ୍ନଭଣ୍ଡାର ଖୋଲିବା, ଚିଟଫଣ୍ଡ ଟଙ୍କା ଫେରସ୍ତ...

CM Mohan Majhi Reviews Law & Order
'କଡ଼ା ମିଜାଜ୍ ନୁହେଁ, ଲୋକଙ୍କୁ ଦେଖାଅ ଉତ୍ତମ ବ୍ୟବହାର'

କଡ଼ା ମିଜାଜ୍ ନୁହେଁ, ଲୋକଙ୍କୁ ଉତ୍ତମ ବ୍ୟବହାର ଦେଖାଅ । ନ୍ୟାୟ ପାଇଁ ଆସୁଥିବା ଲୋକଙ୍କୁ ହଇରାଣ ହରକତ ନକରି, ତୁରନ୍ତ ନ୍ୟାୟ ଦିଅ । ରାଜ୍ୟ ଗୃହ ବିଭାଗର ସମୀକ୍ଷା ବେଳେ ଏଭଳି ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Leader of Opposition
କିଏ ହେବେ ବିରୋଧୀ ଦଳର ସେନାପତି ? ବିରୋଧୀ ଶିବିରରେ ଛିଡୁନି ଅଙ୍କ

ପଟ୍ଟ ପରିବର୍ତ୍ତନ ପରେ ରାଜ୍ୟରେ ଏଥର ସଶକ୍ତ ବିରୋଧୀଙ୍କ ଅଭ୍ୟୁଦୟ ହୋଇପାରେ । ଯାହାକୁ ନେଇ ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକମାନେ।

CM Mohan Majhi Reviews Law & Order
ପୋଲିସ୍‌ ବିଭାଗକୁ CMଙ୍କ ତାଗିଦ୍‌...କହିଲେ, ଲୋକଙ୍କୁ ଦେଖାଅ ଉତ୍ତମ ବ୍ୟବହାର

କଡ଼ା ମିଜାଜ୍ ନୁହେଁ, ଲୋକଙ୍କୁ ଉତ୍ତମ ବ୍ୟବହାର ଦେଖାଅ । ନ୍ୟାୟ ପାଇଁ ଆସୁଥିବା ଲୋକଙ୍କୁ ହଇରାଣ ହରକତ ନକରି, ତୁରନ୍ତ ନ୍ୟାୟ ଦିଅ । ରାଜ୍ୟ ଗୃହ ବିଭାଗର ସମୀକ୍ଷା ବେଳେ ଏଭଳି ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Mohan Charan Majhi
ମୋହନଙ୍କ ସଂଘର୍ଷମୟ ଯାତ୍ରା; ମୁଖ୍ୟମନ୍ତ୍ରୀ ବନିଲେ ସ୍କୁଲ୍ ପିଅନଙ୍କ ପୁଅ...

ସ୍ବର୍ଣ୍ଣିମ ଅଧ୍ୟାୟ ଲେଖିଲା କେନ୍ଦୁଝର ଜିଲ୍ଲାର ରାଇକଳା । ମୁଖ୍ୟମନ୍ତ୍ରୀ ସାଜି ସାଢ଼େ ୪ କୋଟି ଓଡ଼ିଆଙ୍କ ଭାଗ୍ୟ ବିଧାତା ମୋହନ । ଗୁରୁଜୀରୁ ସିଏମ୍ ଭଳି ଗୁରୁଦାୟିତ୍ବ ଯାଏଁ ମୋହନଙ୍କ ସଂଘର୍ଷମୟ ଯାତ୍ରା । 

Odisha CM Mohan Majhi
ଜନତାଙ୍କ ଗହଣରେ ନୂଆ CM; ଶପଥ ଗ୍ରହଣ ପୂର୍ବରୁ ଶୁଣିଲେ ଗୁହାରି...

କାହା ଆଖିର ଲୁହ ପଢ଼ିଲେ...କାହା ମନର କୋହ ଶୁଣିଲେ । କେଉଁଠି ଛୋଟ ପିଲାଙ୍କୁ କୋଳେଇ ନେଲେ...କେଉଁଠି ବସ୍ତିରେ ପଶି ଲୋକଙ୍କ ଦୁଃଖ ବୁଝିଲେ। ଲୋକଙ୍କ ସାଥିରେ, ଲୋକଙ୍କ ଗହଣରେ ନୂଆ ସିଏମ୍ ।

Want to do politics
ରାଜ୍ୟରେ ଚାଲିଛି କି ଅମଲା ଶାସନ ? ଅଫିସର୍ ରାଜରେ ପ୍ରଭାବିତ ମନ୍ତ୍ରୀ, ବିଧାୟକ !

ବିରୋଧୀଙ୍କ ଅଭିଯୋଗକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ମୁଖ୍ୟ ଶାସନ ସଚିବଙ୍କୁ ମନ୍ତ୍ରୀ ରୀତା ସାହୁ ଏକ ଚେକ୍ ଦେବା ସମୟର ଫଟୋକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

Mohan Majhi
ବିଧାୟକଙ୍କ ଗାଡ଼ିକୁ ବୋମା ମାଡ଼ରେ ଘଟଣାରେ କେବେ ଧରାପଡ଼ିବେ ଦୁର୍ବୃତ୍ତ?

କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ ଘଟଣାରେ ଏଯାଏଁ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନି ପୋଲିସ । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ତିନିଟି ଟିମ ଗଠନ କରି ଘଟଣାର ତଦନ୍ତ ଚଳାଇଛି

Mohan Majhi
କେନ୍ଦୁଝର ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼

ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼ ହୋଇଛି। କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ହୋଇଥିବା ନେଇ ସୂଚନା ମିଳିଛି। ମିଟିଂ ସାରି ଫେରୁଥିବା ବେଳେ ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼ ହେଲା