କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲେ ପୋଲିସ୍ ASI ଗୋପଳ ଦାସ ? ଷଡ଼ଯନ୍ତ୍ର ନା ମାନସିକ ଦୁଃଚିନ୍ତା, କାରଣ କ’ଣ ? ସମୟ ଯେତେ ଗଡ଼ୁଛି ମାମଲାକୁ ନେଇ ବଢ଼ିବାରେ ଲାଗିଛି ସେତେ ସନ୍ଦେହ।
ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଗୋପାଳ ଦାସଙ୍କୁ ଝାରସୁଗୁଡ଼ା JMFCଙ୍କ ଆବାସିକ କୋର୍ଟରେ ହାଜର ପରେ ଝାରସୁଗୁଡ଼ା ଉପକାରାଗାରକୁ ପଠାଯାଇଛି।
ଝାରସୁଗୁଡ଼ା ଜିଲ୍ଲା ଖେରୁଆଲ ଶ୍ମଶାନରେ ଆଜି ମନ୍ତ୍ରୀ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ନବ ଦାସଙ୍କ ପୁଅ ବିଶାଲ ଦାସ ମୁଖାଗ୍ନି ଦେଇଥିଲେ।
ଅନ୍ତିମ ଦର୍ଶନ ପାଇଁ ବିଭିନ୍ନ ଦଳର ରାଜନେତା ତଥା ସାଧାରଣ ଜନତା ସରବାହାଲ ସ୍ଥିତ ବାସଭବନରେ ପହଞ୍ଚିଛନ୍ତି
ହେଲେ ପ୍ରଶ୍ନ ଉଠୁଛି, ଜଣେ ମାନସିକ ରୋଗୀଙ୍କୁ କେମିତି ଦିଆଯାଇଥିଲା ଫାଣ୍ଡି ଦାୟିତ୍ୱ ?
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଝାରସୁଗୁଡ଼ା ଜିଲ୍ଲା ଗାନ୍ଧି ଛକରେ ଦୁର୍ବୃତ୍ତ ଆଜି ଗୁଳିମାଡ଼ କରିଛନ୍ତି। ତାଙ୍କ ଛାତିରେ ଗୁଳି ବାଜିଥିବା ସୂଚନା ମିଳିଛି।
ଗୁଳିମାଡ଼ରେ ମନ୍ତ୍ରୀ ନବ ଦାସଙ୍କ ସମେତ ଆଉ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି। ଗୁଳିମାଡ଼ ବେଳର ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିଛି।
ମନ୍ତ୍ରୀ ନବ ଦାସଙ୍କୁ କିଏ ଗୁଳିମାଡ଼ କରିଛି ତାହା ଜଣାପଡ଼ିଛି। ଜଣେ ପୋଲିସ ମନ୍ତ୍ରୀଙ୍କୁ ଗୁଳି କରିଛନ୍ତି।
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଝାରସୁଗୁଡ଼ା ଜିଲ୍ଲା ଗାନ୍ଧି ଛକରେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ।
କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ର ଆଗରେ ଡହ ଡହ ଖରାରେ ସିଝୁଛନ୍ତି ରୋଗୀ ଓ ସଂପର୍କୀୟ। ଯେଉଁମାନଙ୍କ ଦୁର୍ଦ୍ଦଶାକୁ ଲୋକଲୋଚନକୁ ଆଣିବାକୁ ଉଦ୍ୟମ ଚାଲିଛି।
ରୋଷେୟା ଲଳିତ ସାହୁ ପାଖକୁ ଏତେ ଟଙ୍କା କିଏ ଓ କାହିଁକି ପଠାଇଥିଲା? କେଉଁ ଆକାଉଣ୍ଟରୁ ଆସିଥିଲା ଟଙ୍କା? ଲଳିତଙ୍କ ଫୋନ କିଏ କଲା ଲକ୍? ଏସବୁ ପ୍ରଶ୍ନର ଉତ୍ତର କହିବ ମୃତ୍ୟୁର ରହସ୍ୟ...
ରୋଷେୟା ମୃତ୍ୟୁକୁ ୪ ଦିନ ବିତିଯାଇଥିଲେ ବି ସମସ୍ତେ ନୀରବ ରହୁଥିବାରୁ ଘଟଣା ଆହୁରି ରହସ୍ୟମୟ ଲାଗୁଛି ।