ଆମର ମସ୍ତିଷ୍କ ଏକ ମେମୋରୀ ଚିପ୍ ପରି, ଯେଉଁଥିରେ ଅନଲିମିଟେଡ ଡାଟା ସେଭ ହୋଇପାରିବ । ଏ ସବୁରେ ସାହାଯ୍ୟ କରେ ମସ୍ତିଷ୍କର ବ୍ଲାକ ବକ୍ସ । ଏଇଥି ପାଇଁ ଜୀବନଯାକର ସୁଖଦୁଃଖର ସ୍ମୃତିକୁ ସାଇତି ରଖିବାରେ ସକ୍ଷମ ମଣିଷର ମସ୍ତିଷ୍କ ।
ଏକାଠି ହୋଇଛନ୍ତି ୬ ଖଣ୍ତ ଗ୍ରାମବାସୀ । କରାଯାଇଛି ଭୋଜି ଭାତର ଆୟୋଜନ । ପିଲାଠୁ ବୁଢ଼ା ସମସ୍ତେ ବସି ଏକାଠି ଖାଉଛନ୍ତି । ଆଉ ଭୋଜିରୁ ବାଦ୍ ପଡ଼ିନାହାନ୍ତି ଗାଁର ମହିଳା । ଏ ଦୃଶ୍ୟ କୌଣସି ହସ ଖୁସିର ମାହଲ ନୁହେଁ, ବରଂ ଜଣକୁ ହରାଇବା ଦୁଃଖରେ କରାଯାଇଛି...