• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Medical Studies

docter
ଡାକ୍ତର ହେବେ ବଣ୍ଡା ଛାତ୍ର

ଡାକ୍ତର ହେବେ ବଣ୍ଡା ଛାତ୍ର। ଡାକ୍ତରୀ ପଢ଼ିବେ ମାଲକାନଗିରି ବଣ୍ଡାଘାଟିର ଛାତ୍ର ମଙ୍ଗଳା ମୁଦୁଲି। ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ପରେ ଏମକେସିଜିରେ ପଢ଼ିବେ ଡାକ୍ତରୀ ପାଠ। ମୁଦୁଲିପଡ଼ା ବଡ଼ବେଲ ଗାଁର ହାଡୁ ମୁଦୁଲିଙ୍କ ପୁଅ ମଙ୍ଗଳା ମୁଦୁଲି ।

CM Naveen Patnaik to provide financial assistance
ଇଫୁକୁ ପାଠ ପଢେଇବେ ମୁଖ୍ୟମନ୍ତ୍ରୀ

ବଦଳିଗଲା ଭାଗ୍ୟ.. ଆଉ ମୂଲ ଲାଗିବେନି ଡାକ୍ତରୀ ପାଠ ପଢୁଥିବା ମେଧାବୀ ପୁଅ..ବିଲକୁ ଯାଇ ଧାନ କାଟିବନି..ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ଆସିଛି.. ପୁଅ ଯିବ ରାଜଧାନୀ.. ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ.. ସବୁ ଦୁଃଖ ଦୂର ହେବ..

Medical Commission Board Proposes To Replace Hippocratic Oath With 'Charak Shapath'
ଏଣିକି ‘ହିପୋକ୍ରାଟିକ୍’ ନୁହେଁ, ‘ଚରକ’ ଶପଥ ନେବେ ଡାକ୍ତରୀ ଛାତ୍ରଛାତ୍ରୀ

ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଏଣିକି ହିପୋକ୍ରାଟିକ୍ ଶପଥ ବଦଳରେ ନେବାକୁ ପଡିପାରେ ଚରକ ଶପଥ । ଫେବ୍ରୁଆରୀ ୧୪ରୁ ହେବାକୁ ଥିବା ନୂତନ ଶିକ୍ଷାବର୍ଷଠାରୁ ଏହି ନିୟମ ଲାଗୁ ହୋଇପାରେ ।