/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644637191.jpg)
Medical Commission Board Proposes To Replace Hippocratic Oath With 'Charak Shapath'
ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଏଣିକି ହିପୋକ୍ରାଟିକ୍ ଶପଥ ବଦଳରେ ନେବାକୁ ପଡିପାରେ ଚରକ ଶପଥ । ଫେବ୍ରୁଆରୀ ୧୪ରୁ ହେବାକୁ ଥିବା ନୂତନ ଶିକ୍ଷାବର୍ଷଠାରୁ ଏହି ନିୟମ ଲାଗୁ ହୋଇପାରେ ।
Advertisment
ନ୍ୟାସନାଲ ମେଡିକାଲ କମିଶନ NMC ଏହି ନିଷ୍ପତ୍ତି ହୋଇଛି । ମେଡିକାଲ କଲେଜର ପ୍ରତିନିଧିଙ୍କୁ ନେଇ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଏହାସହ ଆଞ୍ଚଳିକ ଭାଷାରେ ମଧ୍ୟ ଏହି ଶପଥ ଗ୍ରହଣ କରାଯାଇପାରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।
/odishatv-khabar/media/post_attachments/uploadimage/library/16_9/16_9_5/IMAGE_1644636479.jpg)
ସେହିପରି, ପୂର୍ବରୁ ମଧ୍ୟ ଗ୍ରୀକ ଚିକିତ୍ସକଙ୍କ ନାମ ଅନୁଯାୟୀ ହିପୋକ୍ରାଟିକ ଓଥ୍ ବା ଶପଥ ନେବାର ପରମ୍ପରା ରହିଆସିଥିଲା । ତେବେ ଭାରତୀୟ ଚିକିତ୍ସା ବିଜ୍ଞାନର ଜନକ ଭାବେ ବିବେଚିତ ହେଉଥିବା ମହର୍ଷି ଚରକଙ୍କ ନାମରେ ଶପଥ ନେବାକୁ ନିଷ୍ପତ୍ତି ହୋଇଛି । NMC ପକ୍ଷରୁ ସବୁ ମେଡିକାଲ କଲେଜକୁ ଏନେଇ ଅବଗତ କରାଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)