Mass Marriage
ଆଜିକା ଦୁନିଆରେ ଜାତି, ଜାତକ, ଯାନିଯୌତୁକ ବିନା ବିବାହ ଅସମ୍ପୂର୍ଣ୍ଣ କିନ୍ତୁ ପିତୃମାତୃହୀନ କନ୍ୟାକୁ ବିବାହସମ୍ପନ୍ନ କରାଯାଇ ସମାଜରେ ଏକ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ପଲ୍ଲୀଶ୍ରୀ ମହିଳାସମିତି କୋରୁଆ କନ୍ୟା ଆଶ୍ରମ । କନ୍ୟା ଆଶ୍ରମରେ ଆଶ୍ରୟ ନେଇଥିବା ତିନି ଜଣ ପିତୃମାତୃହୀନ କନ୍ୟାକୁ ବିବାହ ବନ୍ଧନରେ ଆବଦ୍ଧ କରାଯାଇଛି। ରସିଲାବାଦ ତିକନପୁର ସ୍ଥିତ ପର୍ଯ୍ୟଟନ ସ୍ଥଳୀ କାମେଶ୍ୱର୍ ମହାଦେବ ପରିସରରେ ଅନ୍ତେବାସିନୀ ବିବାହ ସମ୍ପନ୍ନ ହୋଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)