ନିଆରା ବାହାଘର । ଅତିଥିଙ୍କ ଠାରୁ ଉପହାର ନେବା ବଦଳରେ ଦେଉଛନ୍ତି ଉପହାର । ଆଉ ସେହି ଉପହାର ଭିତରେ ରହିଛି ବୃକ୍ଷ ଓ ରକ୍ତଦାନ। ଏହି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକର ରାଣୀତାଲ ଅଞ୍ଚଳର ରାହାଞ୍ଜ ଗ୍ରାମର ରତ୍ନାକର ସାହୁଙ୍କ ବିବାହ ଭୋଜିରେ..
ଆପଣ ବାହାଘର ତ ଦେଖିଥିବେ..କିନ୍ତୁ ଏଠି ଟିକେ ଭିନ୍ନ ଏହି ବାହାଘର। ଭଦ୍ରକ ରାଣୀତାଲ ଅଂଚଳର ରତ୍ନାକର ଓ ବନଲତା ନିଜ ବିବାହ ଭୋଜିରେ ସମାଜକୁ ଦେଇଛନ୍ତି ଏକ ନିଆରା ସନ୍ଦେଶ। ଲୋକଙ୍କ ପାଇଁ ରକ୍ତଦାନ ଶିବିର ଆୟୋଜନ କରିବା ସହ ଭୋଜିକୁ ଆସିଥିବା ଅତିଥିଙ୍କୁ ଉପହାରରେ ଦେଇଛନ୍ତି ବୃକ୍ଷଚାରା।
ହୋମ ଯଜ୍ଞ ଚାଲିଛି...ମଙ୍ଗଳ ଧ୍ବନି ବାଜୁଛି,,, ବର କନ୍ୟା ମନ୍ତ୍ର ପାଠ ସହ ପରସ୍ପରକୁ ବାହା ହେଉଛନ୍ତି। ସାଧାରଣ ଭାବେ ଗଣ ବିବାହ ଏଇଭଳି ହିଁ ହୁଏ। ତେବେ ଏଠିକାର ବିଶେଷତ୍ବ ଏୟା ଯେ... ଏଠି କେବଳ ୬୦ ବର୍ଷରୁ ଉର୍ଦ୍ଧ୍ବ ଦଂପତି ହିଁ ପୁନର୍ବାର ବାହା ହେଉଛନ୍ତି । ତା ବି ସେମାନଙ୍କ ପିଲାମାନେ ହିଁ ବାହାଘର କରାଉଛନ୍ତି ।
ପାରମ୍ପରିକ ବାଦ୍ୟ ଓ ବେଦମନ୍ତ୍ରରେ କମ୍ପୁଛି ପରିବେଶ.. ପବିତ୍ର ଅଗ୍ନିଙ୍କୁ ସାକ୍ଷୀ ରଖି ହେଉଛି ବାହାଘର.. ବେଦୀ ଚାରିପଟେ ଘେରି ରହିଛନ୍ତି ବରପକ୍ଷ ଆଉ କନ୍ୟାପକ୍ଷ.. ଏ ବାହାଘର ଦେଖି ବର କନିଆଁଙ୍କୁ ଆପଣ ଖୋଜୁଛନ୍ତି କି!
ବିବାହ କଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସନ୍ଦୀପ ଓରଫ କାଲା ଜାଥେଡି । ଆଜି ରାଜସ୍ଥାନର ଲେଡି ଡନ୍ ଅନୁରାଧା ଚୌଧୁରୀକୁ ବିବାହ କରିଛି ।
ଦୁର୍ଘଟଣାରେ ପ୍ରେମିକ ଦିବ୍ୟାଙ୍ଗ ହେବା ପରେ ବି ବିବାହ । ବିବାହ ପାଇଁ ଜିଦ୍ ଧରି ସଫଳ ହେଲେ ପ୍ରେମିକା ।
ଭାରତରେ ଚାଲିଛି ବିବାହ ଋତୁ। ଯଦି ଆପଣ ମଧ୍ୟ ବିବାହ କରିବାକୁ ଯୋଜନା କରୁଛନ୍ତି ତେବେ ନିଶ୍ଚିତ ଭାବରେ ନିଜ ଭାବି ପତି/ପତ୍ନି ସହିତ କିଛି କଥାକୁ ନେଇ ଆଲୋଚନା କରିନେବା ଜରୁରୀ। ଏହା ଦ୍ୱାରା ଆପଣ ନିଜ ବୈବାହୀକ ଜୀବନକୁ ଖୁସିରେ ବିତାଇବେ।
ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏକ ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥିରେ ଜଣେ ଯୁବକ ଚାରିଜଣ ଝିଅଙ୍କୁ ବିବାହ କରୁଥିବା ଦେଖାଯାଉଛି। ଏହି ଭିଡିଓ ଦେଖି ଲୋକେ ଯାହା ଇଛା ତାହା କହୁଛନ୍ତି।
କଥାରେ ଅଛି ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଆଉ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ଅଞ୍ଚଳରେ । ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇବା ପରେ ବି ଝିଅ ଘର ଲୋକଙ୍କ ହାତ ଛାଡ଼ିନାହାନ୍ତି ପୁଅ ଘର ଲୋକେ ।
ଭାରତରେ ଯୌତୁକ ନେବା ଓ ଦେବା ଏକ ଅପରାଧ । କିନ୍ତୁ ଏବେ ଜଣେ ବର ଓ କନ୍ୟାଙ୍କୁ ଉପହାର ସ୍ୱରୂପ ଏତେ ଗୁଡ଼ିଏ ଆଇଟମ୍ ପାଇଛନ୍ତି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ପରିବାର ଲୋକ ଆଲେଖ୍ୟାଙ୍କ ବିବାହ ଅନ୍ୟତ୍ର ଠିକ କରିଦେଇଥିଲେ। ଏହାପରେ ଆଲେଖ୍ୟା ସେହି ଶ୍ରୀକାନ୍ତଙ୍କୁ ଅଣଦେଖା କରିଥିଲେ।
ପ୍ରେମ କେତେବେଳେ କାହାକୁ ହୁଏ କହି ହୁଏନା । ସେମିତି ଏକ ପ୍ରେମ ହୋଇଛି ଜଣେ ମହିଳାଙ୍କୁ । ହାତ ତିଆରି କଣ୍ଢେଇକୁ ବାହା ହେଲେ ମହିଳା; ପାଇଲେ ଯାଆଁଳା ଶିଶୁ !
ଡିଜେ ତାଳରେ ନାଚିଲେ ବରଯାତ୍ରୀ। ବାହାଘର ବିଜେଡି ଓ ବିଜେପି ଭିତରେ ଥିଲା । ନିମନ୍ତ୍ରଣ କାର୍ଡ ବି ଛପା ଯାଇଛି। ବିଜେପି ବର ସାଜିଥିବା ବେଳେ କନିଆଁ ସାଜିଥିଲା ବିଜେଡି।
ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି ମଧ୍ୟରେ ଭିତିରିଆ ମଧୁର ସଂପର୍କ ଥିବା ଅଭିଯୋଗ କରି ଏପରି ଢଙ୍ଗରେ କଟାକ୍ଷ କରିଛି କଂଗ୍ରେସ ଏବଂ ବିଜେଡି ସହିତ ବିଜେପିର ବାହାଘର କରାଯାଉଛି।
ବିବାହ ଉତ୍ସବ ଚାଲିଥିଲା । ଖୁସିରେ ମସଗୁଲ ଥିଲେ ସମସ୍ତେ । ନାଚ, ଗୀତରେ ମାତିଥିଲେ ଅତିଥି । ଠିକ ଏହି ସମୟରେ ଘଟିଲା ଅଘଟଣ । ଭୁଶୁଡ଼ିଗଲା ଷ୍ଟେଜ ।
ସଜା ହୋଇଛି ବାହା ବେଦୀ...ବାଜୁଛି ସାହାନାଇ । ବରଯାତ୍ରୀ ବସିଛନ୍ତି ଆଉ ଢୋଲ ମହୁରୀ ବି ଖଣ୍ଡମଣ୍ଡଳ ଦୁଲୁକାଉଛି ।
ଷ୍ଟାର୍ ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କଠାରୁ ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକ ଅଲଗା ହେବାର ଖବର ମଧ୍ୟରେ ଶୋଏବ ତୃତୀୟ ବିବାହ କରିନେଇଛନ୍ତି। ସେ ଅଭିନେତ୍ରୀ ସାନା ଜାଭେଦଙ୍କୁ ତାଙ୍କର ସାଥୀ କରିଛନ୍ତି। ଆସନ୍ତୁ ଜାଣିବା କିଏ ଏହି ସାନା…
ଅଭିନେତ୍ରୀ ସନା ଜାଭେଦ୍ ମଧ୍ୟ ବିବାହର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପୂର୍ବରୁ ବହୁଥର ସୋଏବ ସନାଙ୍କୁ ଡେଟ୍ କରୁଥିବାର ଶୁଣିବାକୁ ମିଳିଥିଲା ।
ମୁକେଶ କୁମାର ନାମକ ଜଣେ ଶିକ୍ଷକଙ୍କୁ ସମାନ ଢଙ୍ଗରେ ଅପହରଣ କରାଯାଇ ବାହା କରିଦିଆଯାଇଛି ।
ବଲିଉଡ ଅଭିନେତା ଅମୀର ଖାନଙ୍କ ଝିଅ ଆୟରାଙ୍କର ଗତକାଲି ବିବାହ ହୋଇ ଯାଇଛି । ଆୟରା ଖାନ, ଫିଟନେସ ଟ୍ରେନର ନୁପୁର ଶିଖରେଙ୍କୁ ବିବାହ କରିଛନ୍ତି ।
୧୦ ଜଣ ଅତିଥି କଥା ଦେଇ ଶେଷ ମୁହୂର୍ତ୍ତରେ ନଆସିବାରୁ ସେମାନଙ୍କ ପାଇଁ ହୋଇଥିବା ଖର୍ଚ୍ଚକୁ ସେମାନଙ୍କଠାରୁ ଆଦାୟ କରିବାକୁ ଯୋଜନା କରିଛନ୍ତି ଅଷ୍ଟ୍ରେଲିଆର ଜଣେ ତରୁଣୀ ।
ଥାନାରେ ଏହି ମାମଲାର ଆପୋଷ ବୁଝାମଣା ହେବା ସହ ପଞ୍ଚାୟତର ନିଷ୍ପତ୍ତି କ୍ରମେ ସୁରେନ୍ଦ୍ର ତାଙ୍କ ପ୍ରେମିକାକୁ ବିବାହ କରିବେ। ଏବଂ ସୁରେନ୍ଦ୍ରଙ୍କ ସାନ ଭାଇ ତାଙ୍କ ପାଇଁ ସ୍ଥିର ହୋଇଥିବା ଯୁବତୀଙ୍କୁ ବିବାହ କରିଥିଲେ ।
ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ କଲେ କଟକ ବିବାହ ପଞ୍ଜୀକରଣ ଅଧିକାରୀ ।
ଘର କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା । ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିଲା । କାରଣ ଘରର କର୍ତ୍ତା ମରି ସାରିଥିଲେ । ସ୍ତ୍ରୀଙ୍କ ମୁଣ୍ତରୁ ସିନ୍ଦୁର ଲିଭି ସାରିଥିଲା, ଚୁଡ଼ି ଭାଙ୍ଗି ସାରିଥିଲା ।
ଏହି ଭିଡିଓ ଇଣ୍ଟରନେଟ୍ରେ ଏବେ ଆଲୋଡନ ସୃଷ୍ଟି କରିଛି। କାରଣ ଟ୍ରେନରେ ବିବାହକୁ କେହି ଦେଖି ନଥିବେ। ଭାଇରାଲ ହେଉଥିବା ଏହି କ୍ଲିପ୍ରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି କି ଟ୍ରେନ୍ରେ ଯୁବକ ପ୍ରଥମେ ଯୁବତୀଙ୍କ ମଥାରେ ସିନ୍ଦୂର ପିନ୍ଧାଉଛନ୍ତି।