ଷ୍ଟେଜ୍ ଉପରେ ବର-କନ୍ୟା ଚୁଟି ଝିଙ୍କାଝିଙ୍କି ଓ ପିଟାପିଟି। କେତେବେଳେ ବର, କନ୍ୟାକୁ ଠେଲି ଦେଲାଣି ତ ଆଉ କେତେବେଳେ କନ୍ୟା, ବରକୁ ଠେଲି ଦେଲାଣି। ପରିସ୍ଥିତି ଏପରି ହୋଇଥିଲା ଯେ, ଚୁଟି ଝିଙ୍କାଝିଙ୍କ ପର୍ଯ୍ୟନ୍ତ କଥା ଯାଇଥିଲା।
ଏପରି ଏକ ବିବାହ, ଯେଉଁଠି ଖୁବ୍ ଧୁମଧାମରେ ଶୁଭକାର୍ଯ୍ୟ ସମ୍ପନ୍ନ ହୋଇଛି କିନ୍ତୁ କନ୍ୟାଦାନ ପରମ୍ପରା ହୋଇନି ।
ଯାଆଁଳା ଭଉଣୀଙ୍କ ଇଛା ପୂରଣ ହେଲା। ବିବାହକୁ ନେଇ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ବାସ୍ତବ ହେଲା। ଗୋଟିଏ ଘରେ ବିବାହ କରିବାକୁ ଚାହୁଁଥିଲେ, ହେଲେ ମିଳିଗଲେ ଯାଆଁଳା ଭାଇ। ଖବର ଏବେ ଚର୍ଚ୍ଚାରେ…
ଦେଖାଯାଇଛି ଏକ ନିଆରା ବିବାହ ଶୋଭାଯାତ୍ରା। ଝିଅକୁ ବର ବେଶରେ ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ସେ ଘୋଡାରେ ବସିଛି ଆଉ ଶାଶୁଘରକୁ ଯାଇଛି। ଆସନ୍ତୁ ଜାଣିବା ଭାରତରେ କେଉଁଠି ଦେଖିବାକୁ ମିଳିଛି ଏହି ନିଆରା ଦୃଶ୍ୟ…
ବାଧକ ସାଜିଲାନି ବୟସ...ଧାନ ବିଲରେ ଏଇମାନଙ୍କର ଗଢି ଉଠିଥିଲା ପ୍ରେମ। ବର ୬୩କୁ କନିଆ ୬୫। ଏବେ ମଣ୍ଡପରେ ହେଲା ବାହାଘର...
ଯେଉଁ ହାତ ଦିନେ ବନ୍ଧୁକ ଧରୁଥିଲା ଆଜି ସେହି ହାତରେ ଲାଗିଲା ମେହେନ୍ଦୀ। ଜଙ୍ଗଲରେ ରହୁଥିବା ମଣିଷର ମଣ୍ଡପରେ ହେଲା ବାହାଘର। ଏସପିଙ୍କୁ ବାପା ସମ୍ବୋଧନ କଲେ ମାଓବାଦୀ...ବାହାଘର ପାଇଁ ବଡ଼ ଆୟୋଜନ କରିଥିଲା ପୋଲିସ୍
ସବୁ ସ୍ୱପ୍ନକୁ ଚୁରମାର କରିଦେଲା ନିଆଁ। ଧାନ ବିକିଥିଲେ ଝିଅ ବାହାଘର କରିଥାଆନ୍ତେ...ହେଲେ ଅଧ ରାତିରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ। ସକାଳୁ ପୋଡିଲା ଧାନକୁ ଧରି ବିଲରେ ମୁଣ୍ଡ ବାଡେଇ କାନ୍ଦୁଛି ମାଆ। ଏବେ ଝିଅ ବାହାଘର ହେବ କେମିତି?
ଯେଉଁ ହାତ ଦିନେ ବନ୍ଧୁକ ଧରୁଥିଲା ଆଜି ସେହି ହାତରେ ଲାଗିଲା ମେହେନ୍ଦୀ। ଜଙ୍ଗଲରେ ରହୁଥିବା ମଣିଷର ମଣ୍ଡପରେ ହେଲା ବାହାଘର। ଏସପିଙ୍କୁ ବାପା ସମ୍ବୋଧନ କଲେ ମାଓବାଦୀ...ବାହାଘର ପାଇଁ ବଡ଼ ଆୟୋଜନ କରିଥିଲା ପୋଲିସ୍
ନିମନ୍ତ୍ରଣ ହୋଇନଥିଲା କି କାହାକୁ ଡକାଯାଇନଥିଲା। ହେଲେ ବାହାଘରରେ ହଠାତ୍ ପହଞ୍ଚିଲେ ହଷ୍ଟେଲ୍ ପିଲା...ବର କହିଲେ ନିଜ ଖାଇକି ଯାଅ, ପିଲାଙ୍କ ପାଇଁ ବି ନେଇକି ଯାଅ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ...
ବିବାହର ୧୨ ବର୍ଷ ପରେ ଭଣଜାକୁ ଭଲ ପାଇ ବସିଲେ ମାଇଁ। କାମ ପାଇଁ ସ୍ୱାମୀ ସବୁବେଳେ ବାହାରେ ରହୁଥିବାରୁ ଏହାର ଫାଇଦା ଉଠାଇଥିଲେ ଭଣଜା ଓ ସବୁବେଳେ ମାଇଁଙ୍କ ଘରକୁ ଯା’ଆସ କରୁଥିଲେ। ହେଲେ ସେମାନଙ୍କର ଲୁଚାଛପା ପ୍ରେମ ବେଶୀ ଦିନ ତିଷ୍ଠି ପାରି ନଥିଲା।
ବିବାହ ପୂର୍ବରୁ କିମ୍ବା ସ୍ୱାମୀ-ସ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କାହାସହ ଶାରୀରିକ ସମ୍ପର୍କ ରଖିଲେ ହୋଇପାରେ ଜେଲ୍। ଖୁବ୍ଶୀଘ୍ର ଇଣ୍ଡୋନେସିଆରେ ଏନେଇ ଏକ ନୂଆ ଆଇନ୍ ଲାଗୁ ହେବାକୁ ଯାଉଛି।
ସାତ ଜନ୍ମର ସାଥୀ ହେବା ପାଇଁ ବେଦୀ ଉପରେ ବାହାଘର ଚାଲିଥିଲା । ବାହାଘର ବେଳେ ହଠାତ୍ ବର ବେଦୀ ମଝିରେ କନ୍ୟାକୁ କିସ୍ କରିଥିଲା । ଏହାପରେ ଯାହା ଘଟିଲା, ବୋଧହୁଏ ପୁଅ କେବେ ଆଶା କରିନଥିଲା ।
ଧରାପଡ଼ିଲା ସ୍ୱାମୀ ୪୨୦। ୪ ରାଜ୍ୟରେ ୬ ଜଣ ଯୁବତୀଙ୍କୁ ବିବାହ କରିଥିଲେ। ପତ୍ନୀଙ୍କ ଅଜାଣତରେ ବ୍ୟକ୍ତି ଜଣକ ସେମାନଙ୍କୁ ଧୋକା ଦେଉଥିଲେ। ହେଲେ କେହିବି ଏସମ୍ପର୍କରେ ଜାଣିପାରି ନ ଥିଲେ।
‘ମୋତେ ବାହା ନହେଲେ ପିସ୍ ପିସ୍ କରିଦେବି’। ଯୁବତୀ ଜଣକ ସମ୍ପୃକ୍ତ ଯୁବକଙ୍କୁ ବାହା ହେବାକୁ ମନା କରିଦେବାରୁ ଯୁବକ ଜଣକ ଏଭଳି ଧମକ ଦେଇଛନ୍ତି।
ବିବାହ ଏକ ପବିତ୍ର ବନ୍ଧନ ହୋଇଥିବା ବେଳେ ଏନେଇ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ହୃଦୟ ମିଶିଥାଏ। କିନ୍ତୁ ୨ ନାମକରା ସୁନ୍ଦରୀ ପରସ୍ପରଙ୍କୁ ବିବାହ କରିବା ନିଶ୍ଚିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ। ଆସନ୍ତୁ ଜାଣିବା କିଏ ସେମାନେ…
ପୋଲିସ ସଂଗୀତାଙ୍କ ମୋବାଇଲକୁ ଜବତ କରିବା ସହ ଏନେଇ ଖୋଳତାଡ଼ ଜାରି ରଖିଛି।
ଯିଏ ଚାଲିଗଲେ ଘର ଅଗଣାରେ ଫୁଲ ଉଠିଯାଏ ସେ ହେଉଛି ଝିଅ। ଯିଏ ହସି ଦେଲେ ସାରା ଘର ମହ ମହା ବାସ୍ନାରେ ପୂରି ଉଠେ ସେ ଝିଅ। ଘରର ମାନ, ମର୍ଯ୍ୟଦା, ସମ୍ମାନ ହେଉଛି ଝିଅ। ସେଇ ଅଲିଅଳି ଝିଅ ଯେତେବେଳେ ବିଦାୟ ନେଇ ଶାଶୂଘରକୁ ଯାଏ କେମିତି ଲାଗେ ସେଇ ଘର ? ଶୂନା ଶୂନା.. ଖାଁ..ଖାଁ...। ଆଜି ଠିକ ସେମିତି ଲାଗୁଛି ରାଜସ୍ଥାନର ରୋହିତାଶ୍ୱଙ୍କ ଘର। ଏଇ ଘର ଅଗଣାରୁ ଏକ ସାଙ୍ଗରେ ବିଦାୟ ନେଇ ଶାଶୂ ଘର ଯାଇଛନ୍ତି ୬ ଝିଅ।
ବିବାହ ନାଁରେ ଅନେକ ଠକେଇ ବିଷୟରେ ଆପଣ ଶୁଣିଥିବେ। ମନ ପସନ୍ଦର ଜୀବନସାଥୀଟିଏ ପାଇବା ପାଇଁ କିଏ କେତେ ପ୍ରକାର ମିଛ କହିଥାଏ। କିଏ ମିଛରେ ଦରମା ବଢାଇଥାଏ ତ କିଏ ଶିକ୍ଷାଗତ ଯୋଗ୍ୟତାର ମିଛ ତାଲିକା ଦେଇଥାଏ। କିଏ ପୁଣି ଜମିବାଡ଼ି ଘର ଦ୍ୱାର ଏପରିକି ପରିବାର ସମ୍ପର୍କରେ ମଧ୍ୟ ମିଛ ବିବରଣୀ ଦେଇଥାଏ। ହେଲେ ବିବାହ କରିବା ପାଇଁ କେହି ନିଜର ଲିଙ୍ଗକୁ ନେଇ ମିଛ କହିପାରେ ଏକଥା ବିଶ୍ୱାସ କରିପାରିବେ କି ? ହେଲେ ଏମିତି ଘଟଣା ଘଟିଛି ଗୁଜରାଟର ଭଦୋଦରାରେ।
ବିବାହ ଉତ୍ସବରେ ଯେଉଁ ଅତିଥିମାନେ ଆସନ୍ତି ସେମାନେ ଉପହାର ଯାହା ବି ଦିଅନ୍ତୁ, କିନ୍ତୁ ସେମାନଙ୍କ ପାଇଁ ଭଲ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଥାଏ । ଏମିତି ବ୍ୟବସ୍ଥା ନଥାଏ ଯେ, ଯିଏ ଭଲ ଉପହାର ଦେବ ତାଙ୍କୁ ଭଲ ଖାଇବା, ଆଉ ଯିଏ କମ୍ ଉପହାର ଦେବ ତାଙ୍କୁ ସାଧା ସିଧା ଖାଇବା ।
ଯେଉଁ ସରକାରୀ କର୍ମଚାରୀ ଦ୍ୱିତୀୟ ବିବାହ କରିବାକୁ ଚାହୁଁଛନ୍ତି, ତା’ପୂର୍ବରୁ ସେ ଚାକିରି କରିଥିବା ସମ୍ପୃକ୍ତ ବିଭାଗକୁ ଜଣାଇବେ। ଏହାପରେ ବିଭାଗ ପକ୍ଷରୁ ଆବଶ୍ୟକୀୟ ଅନୁମତି ମିଳିଲେ ହିଁ ବ୍ୟକ୍ତି ଜଣକ ଦ୍ୱିତୀୟ ବିବାହ କରିପାରିବେ।
ବେଦୀରୁ ଉଠି ଚାଲିଗଲା କନ୍ୟା, କହିଲା କିଛି ଏମିତି...
କୁମ୍ଭୀରକୁ ବାହା ହେଲେ ମେୟର...ହେଲେ କାହିଁକି ?
ଆହୁରି ୬୦ ଦିନ ବାକି ଅଛି, ଭଲ ସମୟ ଦେଖି ବାହା ହେବାକୁ ତାଙ୍କୁ କହିଥିଲେ ବିଜୟଶଙ୍କର ।
ଜସ୍ମିନ୍ ଭସିନ୍ ଓ ଅଲୀ ଗୋନି ଅନ୍-ପଏଣ୍ଟ କେମେଷ୍ଟ୍ରିରେ ଲଭ୍ ଗୋଲ୍ ମାରିଛନ୍ତି। ନିକଟରେ ଜସ୍ମିନ ତାଙ୍କ ବିବାହକୁ ନେଇ ଖୁଲାସା କରିଛନ୍ତି।
ରୀତିନୀତି ଅନୁସାରେ ରାତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା, ହେଲେ ସକାଳ ହେଲା ବେଳକୁ ସବୁକିଛି ଓଲଟପାଲଟ ହୋଇଗଲା। ବିବାହର କିଛି ଘଣ୍ଟା ପରେ ନବବିବାହିତା ନିଜ ନୂଆ ଜୀନବସାଥୀ ସହ ସମ୍ପର୍କ ତୁଟାଇ ଦେଇଥିଲେ।