ବାଜା ରୋଷଣୀ ଧରି ବର ଆସୁଥାଏ। ଆଉ କିଛି ସମୟ ପରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବ ଶୋଭାଯାତ୍ରା। ଠିକ୍ ଏତିକି ବେଳେ ଶୁଭିଲା ଗୁଳିଶବ୍ଦ।
ଭାଇରାଲ୍ ହେଉଛି କିଆରା ଆଡଭାନୀ ଏକ ଫଟୋ। ଏଥିରେ ସେ ବିନା ସିନ୍ଦୂର ଓ ମଙ୍ଗଳସୂତ୍ରରେ ନଜର ଆସିଛନ୍ତି। ଏହାକୁ ଦେଖି ଲୋକେ ରାଗିଯାଇଛନ୍ତି ଓ କହିଛନ୍ତି…
ବରର ପାଦ ଛୁଇଁବା ପାଇଁ ରୋକ୍ଠୋକ୍ ମନା କରିଦେଲେ କନ୍ୟାର ଭାଇ। କଥା ଏତେ ବଢ଼ି ଯାଇଥିଲା ଯେ, ଶେଷରେ ବାହାଘର ଭାଙ୍ଗି ଯାଇଥିଲା।
ପରିବାର ଲୋକଙ୍କ ସହମତି ପାଇଁ ସୋନିଆ ଦୀର୍ଘ ୨୨ ବର୍ଷ ଅପେକ୍ଷା କରିଥିଲେ। ଶେଷରେ ପରିବାର ଲୋକ ଅନ୍ୟ ଜାତିରେ ବିବାହ ପାଇଁ ତାଙ୍କୁ ଅନୁମତି ଦେଇଥିଲେ।
ସଞ୍ଜରେ ବିବାହ କରିବା ଏବେ ବଲିଉଡ୍ ଷ୍ଟାର୍ଙ୍କ ନୂଆ ଟ୍ରେଣ୍ଡ୍ ହୋଇଯାଇଛି। ହିନ୍ଦୁ ପ୍ରଥା ଅନୁସାରେ ଏହି ସମୟ ବିବାହ ଉପଯୋଗୀ ହୋଇ ନଥିଲେ ବି ଷ୍ଟାରମାନେ ଏହାକୁ ଆପଣେଇ ନେଇଛନ୍ତି। ଏହା ପଛରେ ରହିଛି ଏମିତି କାରଣ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।
ନାବାଳିକା ବିବାହ ରୋକିବାକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜଣେ ୧୭ ବର୍ଷର ନାବାଳିକା ଆତ୍ମହତ୍ୟା କରିଥିଲା । ପରେ ଜଣେ ମହିଳା ତାଙ୍କ ସ୍ୱାମୀ ଓ ବାପାଙ୍କୁ ପୋଲିସ ଗିରଫ କରିବାକୁ ନେଇ ଆତ୍ମହତ୍ୟାର ଧମକ ଦେଇଥିଲେ ।
ବାହାଘର...ଆଜିକା ସମୟରେ କେତେ ଟଙ୍କା ଯେ ଖର୍ଚ୍ଚ ହେଉଛି ତାହାର କୌଣସି ହିସାବ ନାହିଁ। ହେଲେ ଏଇ ବାହାଘର ବିନା ଯୌତୁକରେ ହେଉଛି। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏଇ ବାହାଘରରେ ରାଷ୍ଟ୍ରପତିଙ୍କ ଗାଁର ଝିଅ ବି ସାମିଲ ହୋଇଥିଲେ। କନିଆଁ ଲିଲିମତୀ ଆଉ ଭୁବନେଶ୍ବର ସାଲିହା ସାହିର ଗୋବିନ୍ଦଙ୍କ ମଧ୍ୟରେ ପଡିଥିଲା ହାତଗଣ୍ଠି ।
ବରକୁ ୬୫, କନ୍ୟାକୁ ୨୪ ବର୍ଷ । ଧୁମଧାମରେ ହେଲା ବିବାହ
ଜଣେ କନ୍ୟାଙ୍କ ସହ ଏମିତି କିଛି ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିବାହ ମଣ୍ଡପରେ ବରକୁ ଦେଖି କନ୍ୟା ବେହୋସ ହୋଇଯାଇଛି। ଏପରିକି ଯୁବତୀ ଜଣକ ନିଜ ବାହାଘର ମଧ୍ୟ ଭାଙ୍ଗି ଦେଇଛନ୍ତି।
ଧୁମଧାମରେ ବିବାହ ଚାଲିଥିବା ବେଳେ ପହଞ୍ଚିଗଲା ପ୍ରେମିକ । କନ୍ୟାକୁ ମାରିଲା ଗୁଳି . .
କରୋନାରେ ସ୍ୱାମୀ ଚାଲିଯିବା ପରେ ଅଳ୍ପ ବୟସରେ ଏକା ହୋଇଯାଇଥିଲେ ଲିଲି। ଉଚ୍ଛନ୍ନ ହୋଇଯାଇଥିଲା ତାଙ୍କ ଅଳ୍ପ ଦିନର ସଂସାର। ହେଲେ ତାଙ୍କର ଏହି ଦୁର୍ଦ୍ଦିନରେ, ଶାଶୂଘର ଲୋକ ଯାହା କଲେ, ତା ପାଇଁ ସେ ଆଜୀବନ ଋଣୀ ହେଇ ରହିବେ। ତାଙ୍କ ମଥାରେ ସିନ୍ଦୂର ଦେଇ, ପତ୍ନୀ ରୂପେ ଗ୍ରହଣ କରିଛନ୍ତି ତାଙ୍କ ଦିଅର। ଏହି ଭିଡିଓରେ ଦେଖନ୍ତୁ ତା ପରର ଦୃଶ୍ୟ।
ଛି ! ଛି ! ପୁଅ ପାଇଁ ଯାହାକୁ ବାଛିଥିଲେ । ଘରର ଲକ୍ଷ୍ମୀ କରି ଯାହାକୁ ଆଣିଥିଲେ । ଉପହାର ଦେଇ ଯାହାକୁ ଦୁହିତା ଭାବେ ଗ୍ରହଣ କରିଥିଲେ । ଶେଷରେ ତାକୁ ମନ୍ଦିରରେ ବିବାହ କରି ପତ୍ନୀର ମାନ୍ୟତା ଦେଇଛନ୍ତି ଜଣେ 70 ବର୍ଷୀୟ ବୃଦ୍ଧ ।
୨୮ ବର୍ଷୀୟା ବୋହୂକୁ ବାହା ହେଲେ ୭୦ ବର୍ଷୀୟ ଶ୍ୱଶୁର। ତା’ବି ପୁଣି ଉଭୟଙ୍କ ସହମତି କ୍ରମେ। ଏଥିରେ ବୋହୂ ମଧ୍ୟ ଖୁସି ଅଛନ୍ତି।
ନିଜ ବୋହୂର ବିବାହ କରାଇଲେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ। ବୋହୂ ମଧୁସ୍ମିତାଙ୍କୁ ଦ୍ୱିତୀୟ ବିବାହ କରାଇଛନ୍ତି ନବୀନ ନନ୍ଦ।
ଷ୍ଟେଜ୍ ଉପରେ ବର କନ୍ୟା ଆଡ଼କୁ ଚାହିଁ ହସୁଥିବା ବେଳେ କନ୍ୟା ଦୁଃଖୀ ଥିବା ନଜର ଆସୁଛି। ହେଲେ କନ୍ୟା ସେମିତି ଚୁପ୍ଚାପ୍ ଷ୍ଟେଜରେ ଛିଡ଼ା ହୋଇଛନ୍ତି।
ମୃତ୍ୟୁ ପରେ ବାହାଘର। କିନ୍ତୁ ଏହା କ’ଣ ସମ୍ଭବ ? ହଁ, ଏହା ସମ୍ଭବ । ଆମ କଥା ଆପଣଙ୍କୁ ଚଳଚ୍ଚିତ୍ରର କାହାଣୀ ଭଳି ଲାଗୁଥିବ। କିନ୍ତୁ ଏହା ଏକ ବାସ୍ତବ ପ୍ରେମ କାହାଣୀ।
୮୦ ଏବଂ ୯୦ ଦଶକର ଅନେକ ଅଭିନେତ୍ରୀ ବହୁତ କମ୍ ବୟସରେ ବିବାହ କରିଥିଲେ। ଯେତେବେଳେ ଏହି ଅଭିନେତ୍ରୀମାନେ ବିବାହ କରିଥିଲେ କେତେକଙ୍କୁ ୧୮ ବର୍ଷ ହୋଇଥିଲା ତ ଆଉ କେତେକଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା। ତେବେ ଆସନ୍ତୁ ଏହିସବୁ ବଲିଉଡ ଅଭିନେତ୍ରୀମାନଙ୍କ ବିଷୟରେ ଜାଣିବା, ଯେଉଁମାନେ ଅଳ୍ପ ବୟସରେ କନିଆ ସାଜିଥିଲେ।
ପୂରଣ ହେଲା ମା’ର ଶେଷ ଇଚ୍ଛା ! ଆଇସିୟୁରେ ହେଲା ବାହାଘର । ଝିଅକୁ ବୋହୂ ବେଶରେ ଦେଖିବା ପରେ ଆରପାରିକୁ ଚାଲିଗଲେ ମହିଳା । ଭିଡିଓ ଦେଖି ଭାବୁକ ହେଲେ ଲୋକେ ।
ଯେଉଁଠି ଦୁଲ୍ହନ ନିଜ ବାପାମା’ଙ୍କ ପାଇଁ ଷ୍ଟେଜ୍ ଉପରେ ଡ୍ୟାନ୍ସ କରୁଛନ୍ତି ଓ ଏହି ସମୟରେ ସେ ଭୋ ଭୋ ହୋଇ କାନ୍ଦୁଛନ୍ତି। ଯାହାର ଏକ ଝଲକ୍ ଏକ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି।
ବାହାଘରରେ ଦମ୍ପତି ଦୁଇ ଦଳର ଷ୍ଟାର ଖେଳାଳିଙ୍କ ଜର୍ସି ପିନ୍ଧି ବାହା ହେଉଛନ୍ତି । ଫିଲ୍ଡରେ ଯେପରି ଫ୍ୟାନ୍ସ ଦୁଇ ଦଳକୁ ସପୋର୍ଟ କରନ୍ତି, ସେହିପରି ବିବାହ ଦିନ ଦମ୍ପତି ଆର୍ଜେଣ୍ଟିନା ଓ ଫ୍ରାନ୍ସର ଜର୍ସି ପିନ୍ଧି ଦଳକୁ ସପୋର୍ଟ ବି କରୁଛନ୍ତି ।
ଡେକୋରେସନ୍, ସେଲିବ୍ରେସନ୍, ମ୍ୟୁଜିକ୍ ଓ ଡ୍ୟାନ୍ସ ବିନା ବିବାହ କାର୍ଯ୍ୟକ୍ରମ ପୁରା ଫିକା ଫିକା ଲାଗିଥାଏ। ଆଉ ବିନା ଡ୍ରାମାରେ ତ ବିବାହ କାର୍ଯ୍ୟକ୍ରମ ପୁରା ଅଧୁରା କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ବିବାହ ବେଳେ କିଛି ନା କିଛି ଡ୍ରାମା ତ ନିଶ୍ଚିତ ଭାବେ ଦେଖିବାକୁ ମିଳିଥାଏ।
ବିବାହ କାର୍ଯ୍ୟକ୍ରମରେ କେତେବେଳେ ପ୍ରୋସେସନକୁ ନେଇ ବରଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ତ ଆଉ କେତେବେଳେ ଖାଇବାକୁ ନେଇ ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। ଏମିତି ବି ପରିସ୍ଥିତି ସୃଷ୍ଟି ହୋଇଛି ବାହାଘର ମଝିରେ ବର ଓ କନ୍ୟାଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଛି।
ମା’ବାପା ଝିଅର ବାହାଘର କରାଉଥିବା କଥା ସମସ୍ତେ ଶୁଣିଥିବେ, ହେଲେ ଜଣେ ଝିଅ ଏବେ ନିଜ ମା’ର ବିବାହ କରାଇ ଚର୍ଚ୍ଚାରେ ।