ଯଦି ଦମ୍ପତିଙ୍କ ମଧ୍ୟରେ ବୈବାହିକ ସମ୍ପର୍କ ପୂରା ଭାଙ୍ଗି ଯାଇଛି, କୌଣସି ପ୍ରକାରରେ ତାକୁ ଆଉ ଯୋଡ଼ି ହେବନାହିଁ, ସେଭଳି କ୍ଷେତ୍ରରେ ପୂର୍ବଭଳି ଅତିକମରେ ୬ ମାସ ଅପେକ୍ଷା କରିବା ବାଧ୍ୟତାମୂଳକ ହେବନି । ସମ୍ବିଧାନର ଧାରା ୧୪୨ ଉପଯୋଗ କରି ବିଶେଷ ଅଧିକାର ବଳରେ ସୁପ୍ରିମକୋର୍ଟ ଛାଡ଼ପତ୍ର ରାୟ ଦେଇପାରିବେ ।
ବିବାହର ପ୍ରଲୋଭନ ଦେଖାଇ ଯୁବକ ଜଣକ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲା। ହେଲେ ପରେ ତାଙ୍କୁ ଧୋକା ଦେଇ ଅନ୍ୟତ୍ର ବିବାହ ପାଇଁ ନିଷ୍ପତ୍ତି ନେଇଥିଲା।
ବାଟବରଣୀ ମଧ୍ୟ ସରିଥିଲା। ଆଉ ମାତ୍ର କିଛି ସମୟ ପରେ ବାହାଘର ହୋଇଥାନ୍ତା। ହେଲେ ତା’ପୂର୍ବରୁ ସବୁକିଛି ଓଲଟପାଲଟ ହୋଇଗଲା। ବାହାଘର ପୂର୍ବରୁ ବରକୁ ଉଠାଇ ନେଲା ପୋଲିସ୍।
ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଠି ଯୌତୁକକୁ ନେଇ ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ ମାର୍ପିଟ୍ ହୋଇଛି। ପଞ୍ଜାବର ଫଜିଲ୍କା ଜିଲ୍ଲାରେ ଏହି ଘଟଣା ଘଟିଛି।
ଏହି ମାଡ଼ କନ୍ୟା ଘର ପକ୍ଷରୁ ନୁହେଁ, ବରଂ ବରଘର ପକ୍ଷରୁ ମରାଯାଏ । ବାଡ଼ି ଓ ଜୋତାରେ ମାଡ଼ ମାରିଥାନ୍ତି ବରର ସମ୍ପର୍କୀୟ ଓ ପରିବାର ।
ବାଣ, ବାଜା ରୋଷଣୀର ତାଳେ ତାଳେ ଫୁଲ୍ ଜୋସ୍ରେ ନାଚୁଛନ୍ତି ବରଯାତ୍ରୀ । ନାଚଗୀତରେ ମସଗୁଲ୍ ବରଘର ଲୋକେ । କିନ୍ତୁ ଏଠି ଖୋଦ୍ ବର ବରଯାତ୍ରୀଙ୍କ ପାଇଁ ଗୀତ ଗାଇ ଖୁସି ହେଉଛନ୍ତି ।
ୟୁପିର ରିଭଲଭର୍ ରାଣୀ । ବାହା ମଣ୍ଡପରେ ଏମିତି ଗୁଳି ଫୁଟାଇଲେ, ବର ମୁହଁରେ ବାର୍ ବାଜିଗଲା ।
କନ୍ୟାକୁ ଛାଡ଼ି ସୁନାଗହଣା ଥିବା ବ୍ୟାଗ୍ ନେଇ ଫେରାର୍ ମାରିଲେ ବରପକ୍ଷ । ଏବେ ଥାନାର ଦ୍ୱାରସ୍ଥ ହେଲେ ପୀଡ଼ିତା ।
ପଞ୍ଚାୟତର ନିଆରା ନିଷ୍ପତ୍ତି..ଲଟେରୀ ପଡ଼ିବ, ଝିଅ ପାଇଁ ବର ବଛାଯିବ । ଜାଣନ୍ତୁ ପୂରା ଘଟଣା..
ବିବାହ ଉପହାରରେ ମିଳିଥିବା ହୋମ୍ ଥିଏଟର ମ୍ୟୁଜିକ୍ ସିଷ୍ଟମ ବିସ୍ଫୋରଣ ଯୋଗୁ ୨ ଜଣଙ୍କ ଜୀବନ ଚାଲି ଯାଇଛି। ମୃତକଙ୍କ ମଧ୍ୟରେ ନବବିବାହିତ ଯୁବକ ଓ ତାଙ୍କ ଭାଇ ଅଛନ୍ତି।
ବିବାହରେ ବେଳେବେଳେ ମଜା ସଜା ପାଲଟିଯାଏ । ଖୁସିବାସି ଦିନରେ ଘଟିଯାଏ ଅଘଟଣ । ତାହାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗେ ।
ଯୁବକ ଜଣକ ଏମିତି ଜଣେ ଯୁବତୀଙ୍କ ପ୍ରେମରେ ପଡ଼ି ଯାଇଥିଲେ, ଯିଏକି ମାତ୍ର କିଛି ଦିନ ପାଇଁ ତାଙ୍କ ସ୍ତ୍ରୀ ଥିଲେ। ହେଲେ ଯୁବକ ଜଣକ ସବୁଦିନ ପାଇଁ ସମ୍ପୃକ୍ତ ଯୁବତୀଙ୍କୁ ନିଜର ସ୍ତ୍ରୀ କରିବାକୁ ମନେ ମନେ ଭାବି ନେଇଥିଲେ।
ଆପଣମାନେ ଏମିତି ଅନେକ ଭିଡିଓ ଦେଖିଥିବେ ଯେଉଁଥିରେ ବରର ସାଙ୍ଗମାନେ ବିବାହ ବେଦିରେ ବର-କନ୍ୟା ଉଭୟଙ୍କୁ ହଇରାଣ କରିଥାନ୍ତି । ବେଳେବେଳେ ଏହି ମଜାଳିଆ ଖେଳଗୁଡିକ ବିପଦରେ ପରିଣତ ହୁଏ ।
‘ମୋର ୮ ଜଣ ଯାକ ସ୍ତ୍ରୀ ମୋ ଶରୀରର ଅଙ୍ଗ ଅଙ୍ଗକୁ ଖାଇ ଖୋଳ କରିସାରିଲେଣି । ଏଥିପାଇଁ ମୋର ପତ୍ନୀଙ୍କ ପ୍ରତି ଆଉ ମୋହ ମାୟା ନାହିଁ ।’
ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ନୂଆ ଗର୍ଲଫ୍ରଣ୍ଡ୍ ଗିଫ୍ଟ କରିଛନ୍ତି। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ।
ଲୁଚିଛପି ତୃତୀୟ ବିବାହ କରୁଥିଲେ ସ୍ୱାମୀ, ହଠାତ୍ ଯାଇ ୱେଡିଂ ଭେନ୍ୟୁରେ ପହଞ୍ଚିଗଲେ ପ୍ରଥମ ସ୍ତ୍ରୀ। ଆଉ ତା’ପରେ ଆରମ୍ଭ ହୋଇଯାଇଥିଲା ହାଇଭୋଲ୍ଟେଜ୍ ଡ୍ରାମା।
ଅଭିନେତ୍ରୀ ପରିଣୀତି ଚୋପ୍ରା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ପରିଣୀତି ସବୁବେଳେ ଚର୍ଚ୍ଚାରୁ ଦୂରେଇ ରହୁଥିବା ବେଳେ ସେ AAP ସାଂସଦ ରାଘବ ଚଡ୍ଢାଙ୍କ ସହ ଦେଖାହେବା ପରଠାରୁ ତାଙ୍କ ଡେଟିଂ ଗୁଜବ ଉଡିବାରେ ଲାଗିଛି।
ବାହାଘରକୁ ନେଇ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଯୁବତୀଙ୍କ ବାହାଘର ହେଉଛି । ସାଧାରଣତଃ ଯେପରି ବିବାହ ହୋଇଥାଏ ସେହିପରି ସମସ୍ତ ପ୍ରସ୍ତୁତି ମଧ୍ୟ କରାଯାଇଛି ।
୨୦୦୬ ରେ ରିଲିଜ୍ ହୋଇଥିବା ବ୍ଲକ୍ବଷ୍ଟର ଫିଲ୍ମ ‘ବିବାହ’ ଆପଣମାନେ ନିଶ୍ଚୟ ଦେଖିଥିବେ । ତାହା ଥିଲା ରିଲ୍ ଲାଇଫ୍ । କିନ୍ତୁ ରିଅଲ୍ ଲାଇଫ୍ରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଜାଣନ୍ତୁ ପୂରା କାହାଣୀ..
ଜାତିପ୍ରଥା ଓ କିଛି ଅନ୍ଧ ବିଶ୍ୱାସକୁ ଦୃଷ୍ଟିରେ ରଖି ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଲୋକଙ୍କ ମନରୁ ଏହା ଦୂରକରିବାକୁ ଏକ ଭିନ୍ନ ପ୍ରୟାସ କରିଛନ୍ତି ରାଜସ୍ଥାନ ସରକାର । ଯଦି ଜଣେ ବ୍ୟକ୍ତି ଅନ୍ୟ ଏକ ଜାତିରେ ବିବାହ କରେ ତେବେ ସେଥିପାଇଁ ସରକାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ।
କୁହାଯାଏ ଏହି ଚାରୋଟି ଜିନିଷ ଦେଲେ ଝିଅ ପାଇଁ ଅଶୁଭ ହୋଇଥାଏ । ସିହୋରିର ପଣ୍ଡିତ ପ୍ରଦୀପ ମିଶ୍ରା ନିଜ ପ୍ରବଚନ ବେଳେ ଏହି ଚାରୋଟି ଜିନିଷ କଥା କହିଛନ୍ତି ।
ଆପଣ ଏହାର ଜରିଆରେ ଋଣ ନେଇପାରିବେ ଏବଂ ପରେ ସେହି ଟଙ୍କାକୁ ସ୍ୱଳ୍ପ ଆକାରରେ ପରିଶୋଧ କରିପାରିବେ ବୋଲି କୁହାଯାଇଛି । ଟ୍ରାଭେଲ୍ ଫିନଟେଚ୍ ପ୍ଲାଟଫର୍ମ ‘ସାନକଶ’ ଗ୍ରହକମାନଙ୍କ ପାଇଁ MNPL ଯୋଜନା ନେଇଆସିଛି ।
ଚଳିତ ଆର୍ଥିକ ବର୍ଷ ପାଇଁ ସରକାର ୮.୧% ସୁଧହାର ସ୍ଥିର କରିଛନ୍ତି । ଏମିତିକି ଅପଣଙ୍କ ଆବଶ୍ୟକ ସମୟରେ ଏହି ଟଙ୍କା ମଧ୍ୟ ଉଠାଇପାରିବେ ବୋଲି କୁହାଯାଇଛି । EPFOରେ ଟଙ୍କା ରଖୁଥିବା ବ୍ୟକ୍ତି ବିବାହ ପାଇଁ ଅଗ୍ରୀମ ଭାବେ ଟଙ୍କା ଉଠାଇପାରିବେ ବୋଲି ସୂଚନା ଦିଆଯାଇଛି ।
ବରଯାତ୍ରୀ ନୁହଁନ୍ତି, ବରଂ ନିଜେ ବର ଏତେ ପିଇଦେଲାଯେ, ଭୁଲିଗଲା ନିଜ ବାହାଘର । ଆଉ ବରର ମଦ ପିଇବାକୁ ନେଇ ବିବାହ ନକରିବାକୁ ରୋକ୍ଠୋକ୍ ମନା କରିଦେଇଛି କନ୍ୟା ।
ଆମେ ଯେଉଁ ବିବାହ ଉତ୍ସବ ବିଷୟରେ କହୁଛୁ ସେଥିରେ କନ୍ୟାକୁ ୩ କୋଟି ଟଙ୍କାର ଉପହାର ଦିଆଯାଇଛି । ଆଉ ଏଭଳି ଉପହାର ଏବେ ରେକର୍ଡ ସୃଷ୍ଟି କରିଛି ।