Advertisment

Bomb Blast: ଝଗଡ଼ା କଲା ସ୍ତ୍ରୀ, ଘରକୁ ବୋମାରେ ଉଡାଇଦେଲା ସ୍ୱାମୀ

ରାତିରେ ଝଗଡ଼ା କଲା ସ୍ତ୍ରୀ । ଦିନରେ ଘରେ ବୋମା ପକାଇଦେଲା ସ୍ୱାମୀ । ଉଡ଼ିଗଲା ତିନୋଟି ଘରର ଟିଣ ଛପର । କାନ୍ଥ ବି ତଳେ ଭୁଶୁଡ଼ି ପଡ଼ିଲା । ଅଳ୍ପକେ ବର୍ତ୍ତିଲେ ପାଖ ପଡୋଶୀ । ଦିଗପହଣ୍ଡି ଥାନା କୁଶପଡାରେ ଘଟିଛି ଏଭଳି ଘଟଣା ।

author-image
Namita Biswal
ଅଦ୍ୟତନ ହୋଇଛି

ରାତିରେ ଝଗଡ଼ା କଲା ସ୍ତ୍ରୀ । ଦିନରେ ଘରେ ବୋମା ପକାଇଦେଲା ସ୍ୱାମୀ । ଉଡ଼ିଗଲା ତିନୋଟି ଘରର ଟିଣ ଛପର । କାନ୍ଥ ବି ତଳେ ଭୁଶୁଡ଼ି ପଡ଼ିଲା । ଅଳ୍ପକେ ବର୍ତ୍ତିଲେ ପାଖ ପଡୋଶୀ । ଦିଗପହଣ୍ଡି ଥାନା କୁଶପଡାରେ ଘଟିଛି ଏଭଳି ଘଟଣା । ସ୍ତ୍ରୀ ସହ କଳହ କରିବା ପରେ ଏପରି କାଣ୍ଡ ଭିଆଇଛି ସ୍ୱାମୀ । କୁଶପଡା ଗ୍ରାମରେ ସୁରେନ୍ଦ୍ର ଦୋରା ଏବଂ ତାଙ୍କ ସ୍ତ୍ରୀ ଭଡା ଘରେ ରହୁଥିଲେ । କୌଣସି କାରଣ ଯୋଗୁଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ରାତିରେ ଝଗଡ଼ା ହୋଇଥିଲା । 

Advertisment
Bomb Blast Marital Discord Ganjam
Advertisment
Advertisment