Advertisment

ଲଢ଼େଇବେଳେ କାହିଁକି ଅସ୍ତ୍ର ଛାଡ଼ିଲେ ସେନାପତି ? ସମ୍ପାଦକ ପଦକୁ ନେଇ ପୁଣି ପ୍ରଶ୍ନ ଘେରରେ ସୌମ୍ୟ

ଲଗାତର ନିଜ ସଂପାଦକୀୟ ପ୍ରହାରରେ ସରକାର, ଫାଇଭ୍ଟି ସଚିବ ଓ ନିଜ ଦଳ ବିଜେଡିକୁ ଘାଇଲା କରିବା ପରେ ପ୍ରଥମେ ଗତ ୧୨ ତାରିଖରେ ବିଧାୟକ ସୌମ୍ୟରଞ୍ଜନଙ୍କୁ ଉପସଭାପତି ପଦରୁ ହଟାଇଥିଲା ବିଜେଡି । ଆଉ ଏହାର ୯ ଦିନ ପରେ ଲୋନ୍ ଦୁର୍ନୀତି ଭଳି ଜନବିରୋଧୀ ଷ୍ଟାମ୍ପ ମାରି ଦଳରୁ ତଡ଼ି ଦେଇଥିଲେ ସୁପ୍ରିମୋ ।

author-image
Tanmay Kumar Mahalik

‘ସମ୍ବାଦ’ ସଂପାଦକ ପଦ ଛାଡ଼ିବାକୁ ନେଇ ପୁଣି ଚର୍ଚ୍ଚାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଆସନ୍ତାକାଲି ସଂସ୍ଥାର ୪୦ତମ ପ୍ରତିଷ୍ଠା ଦିବସ ଉତ୍ସବ ପୂର୍ବରୁ ଆଜି ହଠାତ୍ ସଂପାଦକ ପଦରୁ ସୌମ୍ୟଙ୍କ ଅବ୍ୟାହତି ସଂପର୍କରେ ତାଙ୍କ ଖବରକାଗଜରେ ସୂଚନା ଦିଆଯାଇଛି । ତିନି ଦଶନ୍ଧିରୁ ଅଧିକ ସମୟ ଧରି ସୌମ୍ୟ ଯେଉଁ ଖବରକାଗଜକୁ ସଂପାଦକ ଭାବେ ଦିଶା ଦେଉଥିଲେ, ବ୍ୟବସ୍ଥା ବିରୋଧରେ ଲଢୁଥିଲେ, ଲୋନ୍ ସ୍କାମ୍ ଅଭିଯୋଗ ମାମଲାରେ ଛନ୍ଦି ହେବା ପରେ ହଠାତ୍ ସେହି ଦାୟିତ୍ୱରୁ ଓହରିଯିବାକୁ ନେଇ ନାନା ପ୍ରଶ୍ନବାଚୀ ଠିଆ କରିଛି ।

Advertisment
Sambad Loan Fraud Soumya Patnaik
Advertisment
Advertisment