Advertisment

Nikki Tamboli Opens Up On Marriage: ମୁସଲମାନ୍ ପ୍ରେମୀ ସହ ଲିଭ୍‌ଇନ୍‌ରେ ନିକି ତମ୍ବୋଲି; କହିଲେ ଆମେ ଭାରି ଖୁସି

ଟିଭି ଇଣ୍ଡଷ୍ଟ୍ରୀର ଜଣେ ଅଭିନେତ୍ରୀ ଅଛନ୍ତି ଯିଏ ରିଆଲିଟି ଶୋ 'ଦି ୫୦'ରେ ଦେଖାଦେବାକୁ ଯାଉଛନ୍ତି। ସେ ଜଣେ ମୁସଲିମ ଅଭିନେତାଙ୍କୁ ପ୍ରେମ କରୁଛନ୍ତି ଏବଂ ଏକାଠି ରହୁଛନ୍ତି, କିନ୍ତୁ ସେମାନେ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ସେ କିଏ ଆସନ୍ତୁ ଜାଣିବା।

author-image
Pramod Behera
Nikki Tamboli Opens Up On Marriage

ମୁସଲମାନ୍ ପ୍ରେମୀ ସହ ଲିଭ୍‌ଇନ୍‌ରେ ନିକି ତମ୍ବୋଲି Photograph: (OTV)

Live-in Relationship Nikki Tamboli TV Industry
Advertisment
Advertisment