• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lingaraj Temple

The Center has cracked down on the Orissa governments ordinance
ରାଜ୍ୟ ସରକାରଙ୍କୁ ବଡ଼ ଝଟ୍‌କା। ଶ୍ରୀ ଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନ ସଂକ୍ରାନ୍ତ ଅଧ୍ୟାଦେଶକୁ କେନ୍ଦ୍ରର ରୋକ୍

ଅଧ୍ୟାଦେଶ ଲାଗୁ କରିବା ରାଜ୍ୟ ବିଧାନସଭାର ପରିଧିରେ ଆସୁନି ଏବଂ ଏହା ଆମସାର ଆକ୍ଟର ବିରୁଦ୍ଧାଚରଣ କରୁଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି।

Ashok Panda - Samir Mohanty
ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ନେଇ କେନ୍ଦ୍ରର ରୋକ୍ ପରେ ତେଜିଲା ରାଜନୀତି ! ମନ୍ତ୍ରୀ କହିଲେ ପାତରଅନ୍ତର ହେଉଛି

ବିଜେପି କହିଛି, ବିକାଶକୁ ବିରୋଧ କରାଯାଉନି ଦେଶରେ ସମ୍ବିଧାନ ଅଛି, ଆଇନ୍ ଅନୁସାରେ କାମ ହେବା ଆବଶ୍ୟକ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । 

Rukuna Rath
ଦୁଇ ବର୍ଷ ପରେ ପୁଣି ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣାରଥ

ଏପ୍ରିଲ ୯ ତାରିଖ ଅପରାହ୍ନ ସାଢେ ୩ଟାରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣାରଥ । ପାଞ୍ଚ ଦିନର ଏହି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି ।

Lingaraj temple land
ଲିଙ୍ଗରାଜ ଟେମ୍ପୁଲ ଅଧ୍ୟାଦେଶ ରଦ୍ଦ କଲେ କେନ୍ଦ୍ର ସରକାର

ପ୍ରସ୍ତାବିତ ଅଧ୍ୟାଦେଶ ୧୯୫୮ AMASR ଆଇନର ଉଲ୍ଲଙ୍ଘନ କରୁଛି ବୋଲି କହିଲେ କେନ୍ଦ୍ର ସରକାର ।

Maha Shivaratri Celebrations At Lingaraj Temple
ଜାଗର ପାଇଁ ଗାଇଡଲାଇନ୍‌ ଜାରି, କୋଭିଡ୍‌ କଟକଣା ପାଳନ କରିବାକୁ ନିର୍ଦ୍ଦେଶ

ମହାଶିବରାତ୍ରୀ ଜାଗର ଲାଗି ସ୍ୱତନ୍ତ୍ର ରିଲିଫ କମିଶନର(SRC) ଗାଇଡଲାଇନ୍ ଜାରି କରିଛନ୍ତି। ମନ୍ଦିର, ମେଳା ଓ ଉତ୍ସବରେ ଏକାଠି ହେବା ବେଳେ କୋଭିଡ୍ ପ୍ରୋଟକଲ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

lingaraj temple
ଶିବରାତ୍ରୀରେ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ଉଠିବା ସମୟ ଧାର୍ଯ୍ୟ, ମନ୍ଦିରରେ ଭକ୍ତ ବି ଜାଳିପାରିବେ ଦୀପ

ଆଡ଼କାଠ ନିକଟରୁ ଭକ୍ତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ କରିପାରିବେ ଦର୍ଶନ । ବୈଠକ ଶେଷରେ ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

Naveen Patnaik
‘ନିର୍ବାଚନ ଆସିଲେ ଏମିତି ଗୁଜବ ହୁଏ, ମୁଁ ସୁସ୍ଥ ଅଛି ଖୁସି ଅଛି’: ନବୀନ ପଟ୍ଟନାୟକ

ଏକାମ୍ର କ୍ଷେତ୍ର ପ୍ରକଳ୍ପର ସମୀକ୍ଷା ସହ ପ୍ରଭୁ ଲିଙ୍ଗରାଜ ମନ୍ଦିର ଦର୍ଶନ ପାଇଁ ଆସି ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Maha Shivaratri Celebrations At Lingaraj Temple
ଏଥର ବି କୋଭିଡ୍ କଟକଣାରେ ପାଳନ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା

ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣା ମଧ୍ୟରେ ପାଳନ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା। ରାତି ୧୦ଟାରେ ମହାଦୀପ ଉଠିବା ଲାଗି ସମୟ ଧାର୍ଯ୍ୟ ହୋଇଛି। 

Lingaraj owns more than 1 acre of land
ହଡ଼ପ୍ ହେଉଛି ମହାପ୍ରଭୁ ଲିଙ୍ଗରାଜଙ୍କ କୋଟି କୋଟି ଟଙ୍କାର ଜମି !

ଲିଙ୍ଗରାଜଙ୍କ ୧ ଏକରରୁ ଅଧିକ ଜମି ଉପରେ ଘରୋଇ ମାଲିକାନା, ପଟ୍ଟା କରିଥିବାରୁ ଜମି ଛାଡିବାକୁ ନାରାଜ ସ୍ଥାନୀୟ ଲୋକେ ସରକାରଙ୍କ ଜାଣନ୍ତରେ ହଡ଼ପ୍ ହେଉଛି ମହାପ୍ରଭୁ ଲିଙ୍ଗରାଜଙ୍କ କୋଟି କୋଟି ଟଙ୍କାର ଜମି । ଜମି ଉପରେ ଅନେକ ଲୋକଙ୍କ କବଜା । ଆପତ୍ତି ଅଭିଯୋଗ ଏପରିକି କୋର୍ଟର ନିର୍ଦ୍ଦେଶକୁ ବି ଖାତିର କରୁନାହାଁନ୍ତି ପ୍ରଭାବଶାଳୀ ଜମି ମାଫିଆ ।

Odisha Wood Artisan Bhimsen
ତାଙ୍କ ହାତରେ କାଠ ପଡିଲେ ପାଲଟି ଯାଉଛି ମନ୍ଦିର

କେତେବେଳେ କାଠରେ ଦେବାଦେବୀଙ୍କ ମୂର୍ତ୍ତି, ତ ଆଉ କେତେବେଳେ ଲିଙ୍ଗରାଜ ମନ୍ଦିରର ଅବିକଳ ପ୍ରତିକୃତ୍ତି । ନିର୍ଜୀବ କାଠକୁ ନିଜର ଏପରି କଳାରେ ଜୀବନ୍ତ କରୁଥିବା ଯୁବଶିଳ୍ପୀ ହେଉଛନ୍ତି ନୟାଗଡର ଭାପୁର ବ୍ଲକ ଫତେଗଡର ଭୀମସେନ ଖୁଣ୍ଟିଆ ।

ଶ୍ରୀମନ୍ଦିର ଢାଞ୍ଚାରେ ଲିଙ୍ଗରାଜ ମନ୍ଦିରରେ ଲାଗିବ ରୂପା କବାଟ

ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ଲାଗିବ ରୂପା କବାଟ। ଦେଢ଼ ବର୍ଷ ଭିତରେ ଏ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି କହିଲା ଏଏସ୍ଆଇ।

Silver Cladding Of Lingaraj Temple Doors Soon
ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରର ହେବ ନବକଳେବର

ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରର ହେବ ନବକଳେବର; ଲିଙ୍ଗରାଜ ମନ୍ଦିରକୁ ASI ଟିମ୍, ବିଏମ୍‌ସି କମିଶନରଙ୍କ ଦ୍ୱାରା ଯାଂଚ କରାଯାଇଛି ।

Lingaraj Temple
ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରେ ଲାଗିବ ରୁପା କବାଟ

ମନ୍ଦିରରେ କଣ ସୁବିଧା ଅସୁବିଧା ଅଛି, ତାର ଅନୁଧ୍ୟାନ କରିଥିଲେ। ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର କାମର ଅଗ୍ରଗତି ନେଇ ଆଲୋଚନା କରାଯିବ ବୋଲି ବିଏମ୍‌ସି କମିଶନର କହିଛନ୍ତି। ସେ ସୂଚନା ଦେଇଛନ୍ତି, ମନ୍ଦିର ଓ ପ୍ରଭୁ ଲିଙ୍ଗରାଜଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ। ନାଟ ମଣ୍ଡପରେ ପାଣି ଗଳିବା ନେଇ ଚିନ୍ତାଜନକ ସ୍ଥିତି ନାହିଁ, କିନ୍ତୁ ମରାମତି ପାଇଁ ଅନୁମତି ମିଳିଛି।

vijay goel
ଫଟୋ ଭାଇରାଲ କରି ବିବାଦ ଘେରରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଭିତରେ ଥାଇ ଫଟୋ ଉଠାଇବା ସହ ଉତ୍କଳ ଦିବସରେ ଏହାକୁ ଟ୍ୱିଟ୍ କରି ବିବାଦ ଘେରରେ କେନ୍ଦ୍ର ମନ୍ତ୍ରୀ ବିଜୟ ଗୋଏଲ୍‌। ଗତକାଲି ଉତ୍କଳ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବିଜୟ ଗୋଏଲ୍ ଲିଙ୍ଗରାଜ ମନ୍ଦିରର ୩ଟି ଫଟୋ ସହ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ। ଗତବର୍ଷ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ସମୟର ଏହି ଫଟୋ ବୋଲି ଉଲ୍ଲେଖ ବି କରିଥିଲେ। Greetings of #UtkalaDibasa to our brothers, […]

lingaraj temple
ଆଜି ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ, ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା।  ଏଥିପାଇଁ  ଚଳଚଞ୍ଚଳ ଏକାମ୍ର କ୍ଷେତ୍ର।  ରୁକୁଣା ରଥଯାତ୍ରା ପାଇଁ ସ୍ୱତନ୍ତ୍ର ନୀତିକାନ୍ତ କରାଯାଉଛି। ଭୋର ୪ଟାରୁ  ମନ୍ଦିର ଦ୍ୱାର ଖୋଲାଯାଇ  ମଙ୍ଗଳ  ଆଳତୀ ଓ ଅବକାଶ କରାଯିବା ପରେ  ୫ଟାରୁ  ଶ୍ରଦ୍ଧାଳୁଙ୍କ  ଲାଗି ସାହାଣ ମେଲା ଦର୍ଶନ କରାଯାଇଥିଲା। ସକାଳ ୬ଟା୩୦ରୁ  ସାହାଣ ମେଲା ଦର୍ଶନ ବନ୍ଦ ହେବା ପରେ ଛାମୁ ପରିଷ୍କାର, ମାଘସ୍ନାନ, ବେଶ କରାଯାଇ  ମହାପ୍ରଭୁଙ୍କର ଧୂପ ହୋଇଛି। ଦିନ ୧୨ଟା ୩୦ରେ  […]