• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kashi Vishwanath Dham

Dev Deepawali
ଦେବ ଦୀପାବଳିରେ ଝଲସିଲା ବାରାଣସୀର ବିଭିନ୍ନ ଘାଟ, ଏକାଠି ଜଳିଲା ହଜାର ହଜାର ଦୀପ

ମାଟିର ଦୀପ ପ୍ରଜ୍ଜ୍ୱଳନ ସହ ଏହି ଅବସରରେ ଚିତାକର୍ଷକ ଆତସବାଜି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି । ଏହାକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକ ଉତ୍ସବରେ ସାମିଲ ହୋଇଛନ୍ତି ।

PM Modi
ସାଧାରଣ ଲୋକଙ୍କ ଭଳି ରାଜରାସ୍ତାରେ ବୁଲିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସାଧାରଣ ଲୋକ ଭଳି ଲୋକଙ୍କ ଗହଣରେ ରାସ୍ତାରେ ବୁଲିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରାଣସୀ ଗସ୍ତବେଳେ ଗତକାଲି ଶିଶୁଙ୍କ ସହ ଖେଳୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଏମିତି କିଛି ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Kashi Vishwanath Dham
ଆଡମ୍ୱରରେ ବାରାଣସୀର କାଶୀ ବିଶ୍ୱନାଥ କରିଡର୍ ପ୍ରକଳ୍ପର ଲୋକାର୍ପଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁ ପ୍ରତିକ୍ଷୀତ ବାରାଣସୀର କାଶୀ ବିଶ୍ୱନାଥ କରିଡର୍ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ପ୍ରକଳ୍ପ ପାଇଁ ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି

Kashi Vishwanath Dham
ଦିବ୍ୟ ରୂପରେ ଚମକୁଛି କାଶୀରେ ଦେବଦେବଙ୍କ ମନ୍ଦିର

ବାସ୍ତବତାର ରୂପ ନେଇଛି ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନର କାଶୀ । ଦିବ୍ୟ ରୂପରେ ଝଟକୁଛି ଜୀର୍ଣ୍ଣପ୍ରାୟ ହୋଇଯାଇଥିବା କାଶୀ ବିଶ୍ୱନାଥ ମନ୍ଦିର । ଯେମିତି ବର୍ଣ୍ଣାଢ୍ୟ ଶୋଭା, ସେମିତି କମକୁଟ ଓ କଳାକୃତି ଦେଖିଲେ ଆଖି୍ ଘଡିଏ ଅଟକି ରହିଯିବ । ଏଭଳି ଅପରୂପ ସୌନ୍ଦର୍ଯ୍ୟମୟ ହୋଇ ଉଠିଛି ଦେବଦେବ ମହାଦେବଙ୍କ ପ୍ରାଙ୍ଗଣ ।

KashiVishwanathDham
କାଶୀ ବିଶ୍ୱନାଥଙ୍କ ଗର୍ଭଗୃହରେ ପ୍ରଧାନମନ୍ତ୍ରୀଙ୍କ ପୂଜା ଶେଷ : ବର୍ତ୍ତମାନ କରିଡରର ଲୋକାର୍ପଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ବିଶାଳ ସମାରୋହରେ କାଶୀ ବିଶ୍ୱନାଥ କରିଡର ପ୍ରକଳ୍ପର ଉଦଘାଟନ କରିବେ ।

PM Modi To Inaugurate Kashi Vishwanath Dham Corridor Today
ନୂଆ ରୂପରେ ବାରଣାସୀ

କାଶୀ ବିଶ୍ୱନାଥ ମନ୍ଦିରରୁ ଗଙ୍ଗା ନଦୀକୁ ଯୋଡ଼ି ହେବ ସଂପର୍କ... ୧୧ ଲକ୍ଷରୁ ଅଧିକ ଦୀପରେ ଆଲୋକିତ ହେବ ଗଙ୍ଗାଘାଟ... କାଶୀର ୭ ଲକ୍ଷ ଲୋକଙ୍କ ଘରେ ପହଞ୍ଚିବ କାଶୀ ବିଶ୍ୱନାଥଙ୍କ ପ୍ରସାଦ...