• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Jayanarayan Mishra

Jayanarayan Mishra
ଦିଲ୍ଲୀରେ ନଡ୍ଡା ଓ ଶାହାଙ୍କୁ ଭେଟି ଫେରିବା ପରେ ପ୍ରତିକ୍ରିୟା ରଖିଲେ ଜୟନାରାୟଣ

ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସାକ୍ଷାତ ପରେ ଓଡ଼ିଶା ଫେରି ବର୍ଷିଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

Jayanarayan Mishra
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ, ସମାଲୋଚନା କଲେ ଜୟନାରାୟଣ

ମୁମ୍ବାଇ ଇନଭେଷ୍ଟର୍ସ ମିଟ୍‌କୁ ନେଇ ବିଜେପିର ସମାଲୋଚନା । ଓଡିଶାବାସୀଙ୍କୁ ଭକୁଆ ବନାଉଛନ୍ତି ରାଜ୍ୟ ସରକାର ବୋଲି କହିଲେ ଜୟନାରାୟଣ ।

ramdas athawale
BJDକୁ NDAରେ ମିଶିବାକୁ ଅଠାୱାଲେଙ୍କ ଆହ୍ୱାନ ପରେ ସରଗରମ ରାଜନୀତି, ଦେବି ମିଶ୍ର କହିଲେ..

ରାମଦାସ ଯାହା କହିଛନ୍ତି ତାହା ତାଙ୍କ ବକ୍ତିଗତ, ଏହା ବିଜେପିର ଆଭିମୁଖ୍ୟ ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ତଥା ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।

Special story
‘ନୂଆ କୋଚ୍ ଷ୍ଟ୍ରାଟେଜି ତିଆରି କରିବେ, ସମୟ ଆସିଲେ ଗୋଲ୍ ଦେବୁ’

ଶେଷ ୧୫ ମିନିଟ ଲଢ଼େଇ ଜୋରଦାର ହୁଏ, ସେମିତି ହିଁ ହେବ

jayanarayana mishra
ଜୟନାରାୟଣଙ୍କ ଡାଇରେକ୍ଟ ଆଟାକ୍ ! ‘କାହିଁକି ପୋପ୍‌ଙ୍କୁ ଭେଟିଲେ ନବୀନ, କ’ଣ ଥିଲା ଆବଶ୍ୟକ ?’

କେଉଁ ପଇସାରେ ସେ ଇଟାଲୀ ଗସ୍ତ କରିଥିଲେ ? ଯଦି ସରକାରୀ ପଇସାରେ ଯାଇଥିଲେ, ତେବେ କଣ ଉପଲବ୍ଧି କଲେ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି ।

BJP MLAs Delhi Visit
ବିଜେପି ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା, ପ୍ରତିକ୍ରିୟା ରଖିଲେ ଜୟନାରାୟଣ

ବିଜେପି ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର୍ ଧରି ଥିବାବେଳେ ସେମାନେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଥିଲେ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି। 

Jayanarayan Mishra
’ସିନ୍ଦୂର ଫରୁଆରେ ମୁଖ୍ୟମନ୍ତ୍ରୀ’ : ମମିତା ହତ୍ୟା ମାମଲାରେ ସରକାରଙ୍କ ଉପରେ ବର୍ଷିଲେ ଜୟନାରାୟଣ

ମମିତା ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କଲେ ବିଜେପି ନେତା ଜୟନାରାୟଣ ମିଶ୍ର । ମୁଖ୍ୟମନ୍ତ୍ରୀ ସିନ୍ଦୂର ଫରୁଆରେ ରହିଛନ୍ତି । ସଚିବାଳୟ, ବିଧାନସଭା ଯାଉନାହାନ୍ତି । କେନ୍ଦ୍ରମନ୍ତ୍ରୀ ଆସିଲେ ଘରକୁ ଡାକୁଛନ୍ତି । ବାହାରକୁ ବାହାରୁ ନାହାନ୍ତି' । କିନ୍ତୁ ରାଜନୀତି ପାଇଁ ବାହାରକୁ ଯାଉଛନ୍ତି ବୋଲି କହି ସମାଲୋଚନା କରିଛନ୍ତି ଜୟନାରାୟଣ

AIIMS
ଦିଲ୍ଲୀ ଏମ୍‌ସ ଗଲେ ବିଜେପି ନେତା ଜୟ ନାରାୟଣ ମିଶ୍ର

କଟକ : ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଗିରଫ ବିଜେପି ନେତା ତଥା ପୂର୍ବତନ ବିଧାୟକ ଜୟ ନାରାୟଣ ମିଶ୍ର। କଟକ ଏସସିବିରୁ ତାଙ୍କୁ ରାଜଧାନୀ ଏକ୍ସପ୍ରେସସ୍‌ରେ ଦିଲ୍ଲୀ ଏମ୍‌ସ ଅଭିମୁଖେ ନିଆଯାଇଛି। କଡା ସୁରକ୍ଷା ବଳୟ ମଧ୍ୟରେ ପୋଲିସ ତାଙ୍କୁ ଦିଲ୍ଲୀ ନେଉଛି। ବରଗଡ଼ ଜିଲ୍ଲା ବନାବିରା ଗୁଳିକାଣ୍ଡ ମାମଲାରେ ଗିରଫ ଜୟନାରାୟଣ ମିଶ୍ର ଗତ ଏପ୍ରିଲ ୨୪ରେ ଏସସିବିରେ ଭର୍ତ୍ତି ହୋଇଥିଲେ। ଜୟ ନାରାୟଣଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାକୁ ତାଙ୍କୁ ଦିଲ୍ଲୀ ଏମ୍‌ସକୁ […]

jayanarayan
ମନ୍ତ୍ରୀଙ୍କ ଭାଇ ଉପରକୁ ଗୁଳିମାଡ଼ ଘଟଣା: ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଗିରଫ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ଗିରଫ। ବରଗଡ ସୋହେଲା ବନାବିରା ଗୁଳିକାଣ୍ଡ ମାମଲାରେ ପୋଲିସ ଜୟନାରାୟଣଙ୍କୁ ଗିରଫ କରିଥିବା ଜଣାପଡିଛି। ସେହିପରି ଜୟନାରାୟଣଙ୍କ ସହଯୋଗୀ ଶିବ ଦିୱାନଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଆଜି ସକାଳେ ପଦମପୁର SDPO ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ପୋଲିସ ଜୟନାରାୟଣଙ୍କ ସମ୍ବଲପୁର ନନ୍ଦପଡାସ୍ଥିତ ଘରେ ପହଞ୍ଚି ପଚରାଉଚରା କରିଥିଲା। ପରେ ତାଙ୍କୁ ଓ ତାଙ୍କ ସହଯୋଗୀ ଶିବୁ ଦିଓ୍ୱାନଙ୍କୁ ସୋହେଲା ଥାନାକୁ ନେଇଛି। ବିଜେପୁର ଉପନିର୍ବାଚନର ଠିକ୍ ପୂର୍ବରୁ […]