Naba Das Case
ଡ୍ରାମା କରୁଥିଲେ ଅରୁଣ ବୋଥ୍ରା ! ପୂର୍ବ ତଦନ୍ତ ଉପରେ ଉଠିଲାଣି ପ୍ରଶ୍ନ । ବଡ଼ ବଡ଼ିଆଙ୍କୁ ଦେଉଥିଲେ କି ସୁରକ୍ଷା ? ବୋଥ୍ରାଙ୍କୁ କାଠଗଡ଼ାକୁ ଟାଣିଲା ଜୟନାରାୟରଙ୍କ ମନ୍ତବ୍ୟ । ବହୁଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣାରେ ଅରୁଣ ବୋଥ୍ରା ଡ୍ରାମା କରିଥିଲେ । ଯେହେତୁ ଏ ଘଟଣାରେ ବହୁ ବଡ ବଡ଼ିଆଙ୍କ ସମ୍ପୃକ୍ତି ଅଛି, ପ୍ରକୃତ ତଦନ୍ତ ହେଲେ ସେମାନଙ୍କ ମୁଣ୍ଡ କଟିବ । ସେଥିପାଇଁ ତଦନ୍ତକୁ ଦିଗହରା କରାଯାଇଥିଲା । ଗୋଟେ ଚିଠିକୁ ଫ୍ଲସ୍ କରି ଦେଖିଲେ, କାଗଜ ମିଳିବ କି ! ବେକାର କଥା କହିଥିଲେ । ମୁଁ ଏବେବି ଏହି ଘଟଣାରେ ସିବିଆଇ ତଦନ୍ତ ହେଉ ବୋଲି ଦାବି କରୁଛି ବୋଲି କହିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)