''ଦୟାକରି ମୋତେ ରାତିରେ ଏଠି ରହିବାକୁ ଦିଅନ୍ତୁ । ନହେଲେ ମୁଁ ଏବେ କୁଆଡେ ଯିବି'', ଇନଫୋସିସରୁ ଛଟେଇ ପରେ ଏମିତି କାନ୍ଦି କାନ୍ଦି ନେହୁରା ହେଲେ ମହିଳା କର୍ମଚାରୀ ।
ବର୍ଷ ୧୯୮୧ରେ ଭାରତୀୟ IT ସେକ୍ଟରରେ ଆରମ୍ଭ ହୋଇଥିଲା ଏକ ବିପ୍ଳବ । ଏହା କୌଣସି ପୁରୁଷଙ୍କ ଦ୍ୱାରା ନଥିଲା, ବରଂ ନିଜ ସ୍ୱାମୀଙ୍କ ସ୍ୱପ୍ନକୁ ବିଶ୍ୱାସ କରୁଥିବା ଜଣେ ମହିଳାଙ୍କ ଦ୍ୱାରା ଏହାର ମୂଳଦୁଆ ପଡ଼ିଥିଲା ।