• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Icc

BCCIର ପରବର୍ତ୍ତୀ BOSS !
ରୋଜର୍ ବିନି ହେବେ BCCIର ପରବର୍ତ୍ତୀ BOSS !

 ବର୍ତ୍ତମାନର ସଭାପତି ସୌରଭ ଗାଙ୍ଗୁଲି ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ କାଉନସିଲ୍-ICC ସଭାପତି ହୋଇପାରନ୍ତି।

କ୍ରିକେଟର  ସେନ ୱର୍ଣ୍ଣ
ବିଖ୍ୟାତ କ୍ରିକେଟର ସେନ ୱର୍ଣ୍ଣଙ୍କ ପରଲୋକ

ଯାଦୁକରୀ ସ୍ପିନ୍ ବୋଲିଂ ପାଇଁ ଲୋକପ୍ରିୟ ଥିଲେ ସେନ ଓ୍ବର୍ଣ୍ଣ।

Ind VS Pak
ଅକ୍ଟୋବର ୨୩ରେ ଭାରତ-ପାକିସ୍ତାନ ମୁକାବିଲା

ଅଷ୍ଟ୍ରେଲିଆରେ ହେବାକୁ ଥିବା ଏହି ବିଶ୍ୱକପ୍ ୧୬ ଅକ୍ଟୋବରରୁ ୧୩ ନଭେମ୍ବର ପର୍ଯ୍ୟନ୍ତ ଚାଲିବ।

ICC T20 World Cup 2021 Kickstarts Today
ଆଜିଠୁ ଆରମ୍ଭ ଫଟାଫଟ କ୍ରିକେଟ୍ ମହାକୁମ୍ଭ

ଆଜିଠୁ ଆରମ୍ଭ ହେଉଛି ଫଟାଫଟ କ୍ରିକେଟ ମହାକୁମ୍ଭ। କୋଭିଡ ଯୋଗୁଁ ଭାରତରୁ ସ୍ଥାନାନ୍ତରିତ ହୋଇ UAEରେ ଖେଳା ଯାଉଛି ଟି ୨୦ ବିଶ୍ୱକପ ।

Indian Audience
ଷ୍ଟାଡିୟମରେ ବସି ଦର୍ଶକ ଦେଖିବେ ଟି-୨୦ ବିଶ୍ୱକପ୍ ଫାଇନାଲ!

ଟି-୨୦ ବିଶ୍ୱକପ୍ ଫାଇନାଲ୍ ନଭେମ୍ବର ୧୪ ତାରିଖରେ ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯିବ। ବର୍ତ୍ତମାନ ୟୁଏଇରେ ମାତ୍ର ୧୦ ପ୍ରତିଶତ ଫ୍ୟାନଙ୍କୁ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇଛି। ମିଡିଆ ରିପୋର୍ଟ ମୁତାବକ, ବିସିସିଆଇ ଓ ଏମିରେଟ୍ସ ବୋର୍ଡ ଫାଇନାଲରେ ବଡ଼ ସଂଖ୍ୟାରେ ଦର୍ଶକଙ୍କୁ ଡକାଇବାକୁ ଚାହାନ୍ତି।

ICC announces a special award
କ୍ରିକେଟ ପଡିଆକୁ ଅନୁପ୍ରବେଶ କରିବା ପରେ ମିଳିଲା ସ୍ୱତନ୍ତ୍ର ପୁରସ୍କାର

ଖେଳ ପଡିଆରେ ଅଣ ଖେଳାଳିଙ୍କ ଅନୁପ୍ରବେଶ ନୂଆ ଘଟଣା ନୁହଁ।  ପଡିଆ ଭିତରକୁ ଅନୁପ୍ରବେଶ ନେଇ ଦଣ୍ଡିତ ହେବାର ନଜିର ମଧ୍ୟ ରହିଛି। ହେଲେ ଆୟର୍ଲାଣ୍ଡ  କ୍ରିକେଟ ପଡିଆରେ  ଅନୁପ୍ରବେଶକାରୀଙ୍କୁ ପୁରସ୍କୃତ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ। ତେବେ କିଏ ଏହି ଅନୁପ୍ରବେଶକାରୀ ?