• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Health Awareness

କାହିଁକି ଦୂଷିତ ହେଉଛି ପବିତ୍ର ସଙ୍ଗମ ?
Mahakumbh Mela 2025: କ’ଣ ଏହି ଫିକଲ କୋଲିଫର୍ମ ବ୍ୟାକ୍ଟେରିଆ ? କାହିଁକି ଦୂଷିତ ହେଉଛି ସଙ୍ଗମ ଘାଟର ପାଣି ?

ବର୍ତ୍ତମାନ ମହାକୁମ୍ଭ ସମୟରେ ପାଣିରେ ଥିବା ଫିକଲ କୋଲିଫର୍ମ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ । ଏହି ବ୍ୟାକ୍ଟେରିଆ ଯୋଗୁ ଦେହ ଉକଚେଇ ହେବା, ଝାଡ଼ା, ବାନ୍ତି ହେବା ସହ ଅନେକ ଗୁରୁତର ସଂକ୍ରମଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ । ଏପରି ପରିସ୍ଥିତିରେ ପ୍ରୟାଗରାଜ ସଙ୍ଗମରେ ସ୍ନାନ କରୁଥିବା ଲୋକଙ୍କ ପାଇଁ ଅଧିକ ସଚେତନତା ଅବଲମ୍ବନ କରିବା ଜରୁରୀ ।

କର୍କଟକୁ ବାଏ ବାଏ
Bye Bye Cancer: ଗଡ଼ି ଗଲାଣି ବୟସ... ହେଲେ ପେଟ ପାଇଁ ଚା’ ଦୋକାନଟିଏ କରି କର୍କଟକୁ କରୁଛନ୍ତି ବାଏ ବାଏ

ଗୟାଧର ସୁସ୍ଥ ହେବା ବେଳକୁ ସସସ୍ତ ଟଙ୍କା ଗୟାଧରଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଯାଇଥିଲା। ଏମିତିକି ଗୟାଧରଙ୍କୁ ମିଠା ଦୋକାନ ବି ହରେଇବାକୁ ପଡିଥିଲା। ଶେଷରେ ନିରୁପାୟ ହୋଇ ବୟସର ଅପରାହ୍ନରେ ବି ହାର ମାନି ନଥିଲେ ଗୟାଧର। ବାସୁଦେବପୁର ବଜାର ଘର ସାମ୍ନାରେ ଏକ ଚା" ଦୋକାନ କରିବାକୁ ନିଷ୍ପତ୍ତି ନେଇଥିଲେ ଗୟାଧର। ଏକ ଚା' ଦୋକାନ ବି କରିଥିଲେ।

health awareness
ଜୟପୁରରେ ପାହାଡ଼ ଚଢ଼ା କାର୍ଯ୍ୟକ୍ରମ

ପାହାଡ଼ ଚଢ଼ନ୍ତୁ..ସୁସ୍ଥ ରୁହନ୍ତୁ..ଏଭଳି ବାର୍ତ୍ତା ନେଇ ଚାଲିଛି କାର୍ଯ୍ୟକ୍ରମ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୟପୁର ସହରରେ ଅନୁଷ୍ଠିତ ହୋଇଛି ପାହାଡ଼ ଚଢ଼ା କାର୍ଯ୍ୟକ୍ରମ । ଛୋଟ ପିଲା, ଯୁବକ ଯୁବତୀ ସମସ୍ତେ ହୋଇଛନ୍ତି ସାମିଲ୍ ।