ହୋମ୍ ଗାର୍ଡଙ୍କ ସଚ୍ଚୋଟପଣିଆ । ଫେରାଇଦେଲେ ଷ୍ଟେସନ କଡ଼ରୁ ପାଇଥିବା ୨୦ ଲକ୍ଷର ସୁନା ଯାତ୍ରୀଙ୍କ ସହ ସୁଟ୍କେସ୍ ।
ମତ୍ସ୍ୟଜୀବୀଙ୍କୁ ମିଳିଲା ୭୦୦ ବର୍ଷର ପୁରୁଣା ଖଜାନା । ଇଣ୍ଡୋନେସିଆର ସୁମାତ୍ର ଦ୍ୱୀପ ପାଖ ସମୁଦ୍ରରୁ ମତ୍ସ୍ୟଜୀବୀମାନେ ଏହି ଖଜାନାକୁ ପାଇଛନ୍ତି । ଖଜାନାରେ ବହୁମୂଲ୍ୟ ପୁରାତନ ସୁନାଗହଣା ସହ ବିବିନ୍ନ ମୂର୍ତ୍ତି ତଥା ଅଳଙ୍କାରମାନ ରହିଛି ।
ପ୍ରଭୁ ଗଣେଶଙ୍କୁ ୧୦କେଜି ସୁନାରେ ନିର୍ମିତ ଏକ ମୁକୁଟ ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ। ଯାହାର ମୂଲ୍ୟ ୫ କୋଟି ଟଙ୍କା।
ଆପଣମାନେ ସୁନା କିଣିବାକୁ ଚାହୁଁଛନ୍ତି କି? ତେବେ ବିଳମ୍ବ କରନ୍ତୁ ନାହିଁ। ଏବେ ଆପଣଙ୍କ ପାଖରେ ଏକ ସୁବର୍ଣ୍ଣ ସୁଯୋଗ ଅଛି। ବର୍ତ୍ତମାନ ସୁନା କିଣିବା ବିନିଯୋଗ କ୍ଷେତ୍ରରେ ମଧ୍ୟ ଲାଭ ଦେଇପାରେ। ପୁଣି ଥରେ ସୁନାରେ ଉତ୍ସାହ ବଢୁଥିବା ପରି ମନେ ହେଉଛି। ଜୁଲାଇର ଶେଷ ବାଣିଜ୍ୟ ଦିନ ଶୁକ୍ରବାର (ଜୁଲାଇ ୩୦) ସୁନା-ରୂପା ମୂଲ୍ୟରେ ବୃଦ୍ଧି ଘଟିଥିଲା।
ଭାରତୀୟ ସୁନାରୂପା ବଜାରରେ ଆଜି ଅର୍ଥାତ୍ ଜୁଲାଇ ୨୬, ୨୦୨୧ରେ ସୁନା ମୂଲ୍ୟରେ ଏକ ତୀବ୍ର ବୃଦ୍ଧି ଦେଖାଦେଇଛି। ଏହା ଦ୍ୱାରା ସୁନା ୧୦ ଗ୍ରାମ ପ୍ରତି ୪୬,୭୫୩ ଟଙ୍କାରେ ପହଞ୍ଚିଛି। ସେହିପରି ରୂପା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।
ନୂଆଦିଲ୍ଲୀ: ଆଜିଠାରୁ ସୁନା ଅଳଙ୍କାର ପାଇଁ ଶୁଦ୍ଧତାର ଗ୍ୟାରେଣ୍ଟି ଦେଉଥିବା ହଲମାର୍କିଂକୁ ବାଧ୍ୟତାମୂଳକ କରାଯାଇଛି । ପର୍ଯ୍ୟାୟକ୍ରମେ ଏହାକୁ ଲାଗୁ କରାଯିବ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ପ୍ରଥମେ ଏହି ନିୟମକୁ ଦେଶର ୨୫୬ ଜିଲ୍ଲାରେ…