ପାଖଉଛି ନିର୍ବାଚନ, ଦୁଲୁକୁଛି ପ୍ରଚାର ମଇଦାନ। ଚତୁର୍ଥ ପର୍ଯ୍ୟାୟରେ ହେବ ବାଲେଶ୍ୱର ସଦର ପାଇଁ ମତଦାନ। ରାଜନୈତିକ ଦଳ ମାନେ ଆରମ୍ଭ କଲେଣି କସରତ।
ଗଣତନ୍ତ୍ରରେ ସମସ୍ତେ ନିର୍ବାଚନ ଲଢ଼ିବା ଅଧକାର ରହିଛି, ତେଣୁ ସେ ବି ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ମୃଦୁଳା।
ଦଳୀୟ କର୍ମକର୍ତ୍ତା ବୈଠକରେ ଯୋଗଦେଲେ ସୋଫିଆ ଫିର୍ଦ୍ଦୋସ । ସୋଫିଆଙ୍କ ପ୍ରାର୍ଥୀତ୍ବ ପ୍ରସ୍ତାବକୁ ସର୍ବସମ୍ମତି: ମହମ୍ମଦ ମୋକିମ ।
୧୩ ରାଜ୍ୟର ୧୨ ଶହ ୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ରାହୁଲ ଗାନ୍ଧୀ, ଅରୁଣ ଗୋବିଲ୍, ଶଶି ଥରୁର, ହେମାମାଳିନୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ ।
ଓଡ଼ିଶାରେ ଶାସନ ପରିବର୍ତ୍ତନର ମୂଳଦୁଆ ପକାଇବେ। ଲଢେଇ ପାଇଁ ବିଗୁଲ ବଜାଇବେ ଶାହ।
କାହିଁକି ପ୍ରାର୍ଥୀ ବଦଳାଇଥିଲା କଂଗ୍ରେସ, ସେନେଇ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
ଯାହାକୁ ନେଇ ଗତକାଲି ଝାରସୁଗୁଡ଼ା ଜିଲ୍ଲା ଲଇକେରାଠାରେ ଆୟୋଜିତ ବିଜେପିର ମିଶ୍ରଣ ପର୍ବରେ ନିଶାନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଦୁର୍ନୀତି, ଅନ୍ୟାୟ, ପିସି କାରବାରକୁ ନେଇ ୬୦ ପୃଷ୍ଠାର ଚାର୍ଜସିଟ୍ ପ୍ରସ୍ତୁତ କରିଛି ଦଳ।
ସୋଫିଆଙ୍କ କଂଗ୍ରେସ ପ୍ରାର୍ଥୀତ୍ୱକୁ ନେଇ ଆରମ୍ଭ ହେଲାଣି କସରତ ।
ଶେରଗଡ଼ରେ ନବୀନଙ୍କ 5T ରୂପାନ୍ତରଣ ଗ୍ୟାରେଣ୍ଟି ନାଁରେ ଜନସଭା କରି ନିଜ ପାଇଁ ଓ ଦଳ ପାଇଁ ଭୋଟ୍ ମାଗିଛନ୍ତି।
ଧର୍ମଶାଳା ବିଜେପି ନେତ୍ରୀ ତଥା ବିଧାୟକ ପ୍ରାର୍ଥୀ ସ୍ମୃତିରେଖା ପହିଙ୍କ ସହ ଯାଜପୁର ଲୋକସଭା ପ୍ରାର୍ଥୀ ଡ଼.ରବୀନ୍ଦ୍ର ନାରାୟଣ ବେହେରା, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ।
ବୁଥ ଗହଳି ତଥା ବୁଥ ସମ୍ବନ୍ଧୀୟ ଅନ୍ୟ ତଥ୍ୟ ଜାଣିବା ପାଇଁ ଆପ୍ ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି। ଭୁବନେଶ୍ୱରର ସମସ୍ତ ବୁଥରେ ସକ୍ଷୀ ବୁଥ ବାହ ମହିଳା ବୁଥ କରାଯାଇଛି।
ବିରୋଧୀ ବିକାଶ ବିରୋଧୀ ବୋଲି କହିଲେ ମୁଖ୍ୟମନ୍ତ୍ରୀ । ବିଧାନସଭା ସହ ଲୋକସଭାରେ ବି ଭଲ ରେଜଲଟ ନେଇ ନବୀନଙ୍କ ଦୃଢ଼ୋକ୍ତି ।
ବିଜେଡି ସରକାର ବିରୋଧରେ ବିଜେପିର ୬୦ ପୃଷ୍ଠିଆ ଚାର୍ଜସିଟ୍ । ଓଡ଼ିଆ ଅସ୍ମିତାକୁ ମୁଖ୍ୟ ମୁଦ୍ଦା କଲା ରାଜ୍ୟ ବିଜେପି ।
କଂଗ୍ରେସ ଗୋପାଲ ଦାସ ପ୍ରାର୍ଥୀ ହୋଇଥିବା ବେଳେ ନିଜ ସମର୍ଥକଙ୍କ ସହିତ କରୁଛନ୍ତି ପ୍ରଚାର ।
ସାଧାରଣ ନିର୍ବାଚନ ପାଇଁ ପ୍ରଥମଥର ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବେ । ମୋଦିଙ୍କ ଗ୍ୟାରେଣ୍ଟି ଏବଂ ଓଡ଼ିଆ ଅସ୍ମିତା ତଥା ସ୍ବାଭିମାନକୁ ନେଇ ବିଜେପି ପକ୍ଷରୁ ଅମିତ ଶାହା ପ୍ରଚାର ଆରମ୍ଭ କରିବେ ବୋଲି ବିଜେପି କହିଛି।
ପର୍ଯ୍ୟାପ୍ତ ପାଣି ପିଉଛନ୍ତି, ପଇଡ଼ ପିଇ ପ୍ରଚାର କରୁଛନ୍ତି ନେତା । ଭୋଟ୍ ପାଖେଇ ଆସୁଥିବାରୁ ଏଭଳି ଉପାୟ ଆପଣାଇ ଜନତାଙ୍କ ପାଖରେ ପହଞ୍ଚୁଛନ୍ତି ନେତା ।
ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଯାଜପୁର ସାଂସଦଙ୍କ ଉପସ୍ଥିତିରେ ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ଦାବିଦାର ଥିବା ଆଶାୟୀ ରାଜନାରାୟଣ ମହାପାତ୍ର, ଜନ୍ମେଜୟ ଲେଙ୍କାଙ୍କୁ ଗୋଟିଏ ମଂଚରେ ବସାଇ ଆଲୋଚନା ହୋଇଛି।
ହିନ୍ଦୋଳରୁ ସୀମାରାଣୀ ନାୟକଙ୍କ ଟିକେଟ କାଟି ମହେଶ ସାହୁଙ୍କୁ ଦେବା ମହଙ୍ଗା ପଡ଼ିଛି। ଅସନ୍ତୋଷ ପ୍ରକାଶ କରି ଦଳକୁ ବାଏ ବାଏ କରିଛନ୍ତି ସୀମାରାଣୀ।
ଜେଜେ ସଚ୍ଚିଦାନନ୍ଦ ଦେବ ଓ ମାଆ ତଥା ୬ଥରର ବିଧାୟିକା ଉଷା ଦେବୀଙ୍କ ପରେ ରାଜନୀତିରେ ଭାଗ୍ୟ ପରୀକ୍ଷା କରୁଛନ୍ତି ଶ୍ରୀରୂପ।
ବଡଖେମୁଣ୍ଡି ରାଜ ପରିବାରର ସଦସ୍ୟ ଶ୍ରୀଧର ଦେବ କଂଗ୍ରେସ ଟିକେଟରେ ଦିଗପହଣ୍ଡିରୁ ଲଢୁଛନ୍ତି ନିର୍ବାଚନ।
ପ୍ରାର୍ଥୀ ଘୋଷଣା ପରଠୁ ଦଳ ଛାଡିଲେଣି ୫ ବିଧାୟକ । ୨ ସାଂସଦ ଓ ପୂର୍ବତନ ବିଧାୟକ ବି ଛାଡିଲେଣି ବିଜେଡି ।
ଟିକେଟକୁ ନେଇ ନେତାଙ୍କ ଭିତରେ ତେଜିଲା ଅସନ୍ତୋଷ । ଦଳ ଛାଡ଼ି ପ୍ରବଳ ବର୍ଷିଲେ ରାସେଶ୍ବରୀ ପାଣିଗ୍ରାହୀ ।
ବିଜେଡି ଭିତରେ କନ୍ଦଳ ଏବେ ଉଗ୍ର ରୂପ ନେଲାଣି । ଚରମ ସୀମାରେ ପହଞ୍ଚିଛି ଗୋଷ୍ଠୀ କନ୍ଦଳ । ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ବିଜେଡି କଳି । କେବଳ ବିଜେପୁର ନୁହେଁ ପୂର୍ବରୁ ଅନେକ ଏଭଳି ଉଦାହରଣ ରହିଛି ।
ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ସମସ୍ୟା ପାଇଁ ଇସ୍ତଫା ଦେଉଥିବା ଲେଖିଛନ୍ତି ସୀମାରାଣୀ।