• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: General Election 2024

Puri BJD
ସଂସଦୀୟ କ୍ଷେତ୍ର ୱାରି ସମୀକ୍ଷା କରି ଟିକେଟ୍ ଦେବ କି ବିଜେଡି ? 

ନବୀନ ନିବାସରେ ପୁରୀ ନେତାଙ୍କୁ ଡାକି ପ୍ରାର୍ଥୀଙ୍କୁ ଗ୍ରୀନ୍ ସିଗନାଲ । ପୁରୀ ନେତାଙ୍କୁ ଡାକି ଟାସ୍କ ଦେଇଛି ବିଜେଡି । 

Odisha Politics
ମେଣ୍ଟ ଦ୍ୱନ୍ଦ୍ୱ ଭିତରେ ବିଜେପିର ଏକାକୀ ନିର୍ବାଚନ କସରତ

ବଡ଼ ମିଶ୍ରଣ ପର୍ବ ଓ କୋର କମିଟି ବୈଠକ ପରେ ଦିଲ୍ଲୀରେ ମନମୋହନ ।

DGP
'ବେଆଇନ୍ ଅସ୍ତ୍ରଶସ୍ତ୍ର-ନିଶା ଦ୍ରବ୍ୟ ଚାଲାଣ-ଟଙ୍କା କାରବାର ରୋକିବାକୁ ଗୁରୁତ୍ୱ'

ନିର୍ବାଚନ ପ୍ରସ୍ତୁତି ନେଇ ଡିଜିପିଙ୍କ ଅଧ୍ୟକ୍ଷତାରେ ବୈଠକ । ବରିଷ୍ଠ ଅଧିକାରୀଙ୍କ ସହ ମିଟିଂ ପରେ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ।

Counting Date Change
ବଦଳିଲା ବିଧାନସଭା ଭୋଟ୍‌ ଗଣତି ତାରିଖ, ଅରୁଣାଚଳ ପ୍ରଦେଶ ଓ ସିକ୍କିମ୍‌ରେ ଏହି ଦିନ ଆସିବ ରେଜଲ୍ଟ...

ସିକ୍କିମ୍‌ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଅପ୍ରେଲ୍‌ ୧୯ରେ ଭୋଟ୍‌ ଗ୍ରହଣ ହେବ। ଲୋକସଭା ନିର୍ବାଚନ ପାଇଁ ମଧ୍ୟ ସେହି ଦିନ ଭୋଟ୍‌ ଗ୍ରହଣ ହେବ।

Odisha Politics
ସୋସିଆଲ୍ ମିଡିଆରେ ବବିଙ୍କ ପାଇଁ ସସ୍ମିତ ପାତ୍ରଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା

ଅରିନ୍ଦମ ରାୟଙ୍କ ଇସ୍ତଫା ପରେ ନେତାମାନେ ଏମିତି ମତ ଦେଇଥିବା ଚର୍ଚ୍ଚା । ଗତକାଲି ବବିଙ୍କ ଭିଣୋଇ ଅରିନ୍ଦମ ବିଜେଡି ଛାଡ଼ି ବିଜେପି ଯାଇଥିଲେ । କିଛି ଦିନ ତଳେ ବବିଙ୍କ ମାମୁ ଭବାନୀ ଜଗଦ୍ଦେବ ବି ପଦ୍ମ ଧରିଥିଲେ । ତେବେ ନେତାମାନଙ୍କ ଏଭଳି ମନ୍ତବ୍ୟ ନେଇ ବିଜେଡିର ପ୍ରତିକ୍ରିୟା ମିଳିନି । 

Congress
‘କଂଗ୍ରେସ ଜିତିଲେ ୫୦୦ ଟଙ୍କାରେ ଗ୍ୟାସ, ଧାନ କ୍ୱିଣ୍ଟାଲ ୩୦୦୦’

ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ବ୍ୟାଙ୍କ ଋଣ ଛାଡ଼ କରିବାକୁ ମଧ୍ୟ ଘୋଷଣା କରିଛି ଦଳ ।

Prashant Jagdev
BJDରେ ୧୦୦୦୦ ଆଶାୟୀ ! ପ୍ରଣବଙ୍କ କଥାକୁ କାଉଣ୍ଟର କଲେ ପ୍ରଶାନ୍ତ

ନିର୍ବାଚନ ପାଇଁ ବିଜେଡି ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ବିଜେଡି ବିଧାୟକ ସୁଧୀର ସାମଲ ।

Samiti Sabhya Protest
ରାଜଧାନୀରେ ଗର୍ଜିଲେ ୩୦ ଜିଲ୍ଲାର ସବୁ ସମିତିସଭ୍ୟ

ପଞ୍ଚାୟତ ଓ ପଞ୍ଚାୟତ ସମିତିକୁ ଆସୁଥିବା ଅନୁଦାନ କାର୍ଯ୍ୟରେ ସମିତିସଭ୍ୟ ବା ସଭ୍ୟାଙ୍କର ସ୍ବାକ୍ଷର ରଖିବାକୁ ସେମାନେ ଦାବି କରିଛନ୍ତି।

Black Rose Ship
ପୁଣି ହାଇକୋର୍ଟରେ ଉଠିଲା ବ୍ଲାକ୍‌ରୋଜ ବୁଡ଼ି ଘଟଣା

ମାମଲାର ପ୍ରାରମ୍ଭିକ ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦୀପଙ୍କ ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ ଆଡ଼ଭୋକେଟ ଜେନେରାଲ।

Manmohan Samal
ହଟୁନି ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ସସପେନ୍ସ

ଦିଲ୍ଲୀରୁ ଫେରି ଭିନ୍ନ ଭିନ୍ନ ମନ୍ତବ୍ୟରେ ଦ୍ବନ୍ଦ୍ବକୁ ଆହୁରି ବଢ଼ାଇଲେ ମନମୋହନ ।

BJP
ମେଣ୍ଟ ଚର୍ଚ୍ଚା ବେଳେ ରାଜ୍ୟ ବିଜେପିର ନିର୍ବାଚନ କମିଟି ବୈଠକ, ବାହାରିବ କି ନିଷ୍କର୍ଷ !

ଆସନ୍ତାକାଲି ରାଜ୍ୟ ବିଜେପିର ନିର୍ବାଚନ କମିଟି ବୈଠକ । କାଲି ଅପରାହ୍ନରେ ବୈଠକ ହେବ ବୋଲି କହିଲେ ସଭାପତି ମନମୋହନ ସାମଲ । ନିର୍ବାଚନ କମିଟି ମିଟିଂରେ ସମସ୍ତ ସିଟ୍‌ ପାଇଁ ପରୀକ୍ଷା ନିରୀକ୍ଷା କରାଯିବ ବୋଲି କହିଲେ ମନମୋହନ ।

Odisha Politics
ପଞ୍ଚାୟତିରାଜ ପ୍ରତିନିଧିଙ୍କ ପରେ ମହାନଗର, ପୌର ଓ NAC ପ୍ରତିନିଧିଙ୍କ ପାଳି

ସରପଞ୍ଚଙ୍କ ପାରିତୋଷିକକୁ ୨ ହଜାର ୩୫୦ରୁ ଏକାବେଳକେ ୪ ଗୁଣ ବଢ଼ାଇ ୧୦ ହଜାର କରିବା ପରେ ଆଜି ମେୟରଙ୍କ ଦରମାକୁ ବି ୫୦ ହଜାର ଛୁଆଁଇ ଦେଇଛନ୍ତି ସରକାର।

Odisha Politics
ଖୁବ ଶୀଘ୍ର ଫିଟିବ ବିଜେପି-ବିଜେଡି ମେଣ୍ଟ ଗଣ୍ଠି

ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସଂପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ଆଲୋଚନା କରିଛନ୍ତି ଶାହ। 

Odisha Politics
ଭୋଟ୍ ପୂର୍ବରୁ ଫ୍ରି ସ୍କିମ୍ ପରେ ଦରମା ବଢ଼ା ପର୍ବ

୫୦ ହଜାରକୁ ବଢ଼ିଲା ମେୟରଙ୍କ ଦରମା । କନିଷ୍ଠ ଶିକ୍ଷକଙ୍କ ଦରମା ୨୦ ହଜାରକୁ ବୃଦ୍ଧି ।

Odisha Politics
ଖୁବଶୀଘ୍ର ଫିଟିବ ବିଜେପି-ବିଜେଡି ମେଣ୍ଟ ଗଣ୍ଠି ! ଶାହଙ୍କ ଘରେ ଜରୁରୀ ବୈଠକ

ଶାହଙ୍କୁ ଭେଟିଲେ ରାଜ୍ୟ ବିଜେପି ନେତୃତ୍ୱ । କାଲି ନବୀନ ନିବାସରେ ବିଜେଡିର ବଡ଼ ବୈଠକ ।

Modi is going to be PM again
‘ବହୁତ ଲୋକପ୍ରିୟ PM ମୋଦି, ପୁଣି ହେବେ ପ୍ରଧାନମନ୍ତ୍ରୀ ’

ପୁଣି ଥରେ ଭାରତର ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ବହୁତ ଲୋକପ୍ରିୟ । ଏମିତି କିଛି କହିଛନ୍ତି ଆମେରିକାର ଜଣେ ସାଂସଦ...

Conflict in BJD
ବିଦ୍ରୋହୀଙ୍କ ବାରୁଦ ଗଦାରେ ବସିଛି କି ବିଜେଡି ?

ମେଣ୍ଟ ଚର୍ଚ୍ଚା ଭିତରେ ବି ଥମୁନି ବିଜେଡି ବିଦ୍ରୋହ। ନିର୍ବାଚନ ମଣ୍ଡଳୀ ବିଦ୍ରୋହ ଏବେ ପହଞ୍ଚିଲାଣି ନବୀନ ନିବାସ ରେ। ଆଶାୟୀ ଓ ବିଦ୍ରୋହୀ ନବୀନ ନିବାସରେ ପ୍ରତିଦିନ ଭିଡ଼ ଜମାଉଛନ୍ତି। ବାୟୋଡାଟା ଦେଇ ସିଟିଂ ଏମ୍ଏଲ୍ଏଙ୍କ ବିରୋଧରେ ବର୍ଷୁଛନ୍ତି। ଯାହାକୁ ନେଇ ଟେନସନ୍ ରେ ଦଳ ନେତୃତ୍ବ।

BJD-BJP Alliance
ମେଣ୍ଟକୁ ନେଇ ଡିଲ୍ ସରୁନି ନା ଭାଗ ଛିଣ୍ଡୁନି ?

କେତେବାଟ ଆଗେଇଲା ମେଣ୍ଟ । ଏ ନେଇ ବିଜେଡି କିଛି ବି ସ୍ପଷ୍ଟ କରୁନି। ଗତ ୬ ତାରିଖ ନବୀନ ନିବାସ ବୈଠକ ପରେ ଦଳ ଏକଦମ୍ ନିରବ। ଯାହା କସରତ କରୁଛି ଭିତରେ ଭିତରେ। ଏପଟେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରି ବି ତିନି ଦିନ ହେଲା ଦିଲ୍ଲୀରେ ରାଜ୍ୟ ବିଜେପି ନେତୃତ୍ବ। ଘନ ଘନ ହେଉଛି ବୈଠକ। ହେଲେ ଏ ଯାଏଁ ବି ଡିଲ୍ ଫାଇନାଲ୍ ହୋଇପାରୁନି। ପ୍ରଧାନମନ୍ତ୍ରୀଙ୍କ ଚଣ୍ଡୀଖୋଲ ସଭା ପରଠୁ ହିଁ ମେଣ୍ଟ ଚର୍ଚ୍ଚା ଲାଗି ରହିଥିବା ବେଳେ ଏହା ଉପରୁ କେବେ ପରଦାହଟିବ ସମସ୍ତେ ଚାହିଁ ବସିଛନ୍ତି।

Sambalpur
ସମ୍ବଲପୁରରେ ନାହିଁ ଜୟଙ୍କ ବିକଳ୍ପ ! ରାସେଶ୍ୱରୀଙ୍କ ରାସ୍ତାର କଣ୍ଟା ଦଳୀୟ ନେତା

ଜୟନାରାୟଣଙ୍କୁ ମାତ୍ର ୯ ହଜାର ୯୫୮ ଭୋଟରେ ହରାଇ ଇତିହାସ ରଚିଥିଲେ ରାସେଶ୍ୱରୀ ।

Haryana Politics
ହରିୟାଣାରେ ଜେଜେପି ସହ ମେଣ୍ଟ ଭାଙ୍ଗି ନୂଆ ସରକାର କରିବ ବିଜେପି !

ହରିୟାଣା ମନ୍ତ୍ରିମଣ୍ଡଳରୁ ବିଜେପି ମନ୍ତ୍ରୀମାନେ ଆଜି ସାମୁହିକ ଇସ୍ତଫା ଦେବା ପରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇପାରେ।

Ranendra Pratap Swain
ଆଠଗଡ଼ରେ ୧୯୯୦ରୁ ଜିତି ଆସୁଛନ୍ତି ରଣେନ୍ଦ୍ର ପ୍ରତାପ, ହେଲେ ଏବେ...?

ଟିକେଟ୍ ନାକଚକୁ ଚାଲେଞ୍ଜ କରି ନ୍ୟାୟିକ ଲଢେଇ ଜିତିବା ପରେ ରଣେନ୍ଦ୍ର ୨୦୧୨ ଉପନିର୍ବାଚନରେ ପୁଣି ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

BJP Complain
ଗାଦିମଡ଼ା ସରକାରୀ ବାବୁଙ୍କ ବିରୋଧରେ ପୁଣି ଅଭିଯୋଗ

ବର୍ଷ ବର୍ଷ ଧରି ବିଭିନ୍ନ ଜିଲ୍ଲାରେ ଥିବା ସରକାରୀ ବାବୁଙ୍କ ବଦଳି ଦାବି । ଅନ୍ୟତ୍ର ବଦଳି ଦାବି କଲା ରାଜ୍ୟ ବିଜେପିର ୪ ଜଣିଆ ଟିମ୍ ।

Andhra Politics
୨୫ ଆସନରୁ ଟିଡିପି ୧୭- ବିଜେପି ୬- ଜନସେନା ୨ଟି ସିଟରେ ଲଢ଼ିବ

ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ଏବଂ ଅଭିନେତା ପୱନ୍ କଲ୍ୟାଣଙ୍କ ଜନସେନା ପାର୍ଟି ଏନଡିଏରେ ସାମିଲ ହେବା ପରେ, ସିଟ୍ ବୁଝାମଣା ପାଇଁ ଦୁଇ ଦିନିଆ ବିଜୟୱାଡ଼ା ଗସ୍ତରେ ଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ।

Odisha Politics
ଦିଲ୍ଲୀରେ କେନ୍ଦ୍ରୀଭୂତ ଓଡିଶା ରାଜନୀତି ! ଖୁବ୍ ଶୀଘ୍ର ଆସିପାରେ ମେଣ୍ଟକୁ ନେଇ ସ୍ପଷ୍ଟ ଚିତ୍ର

ଶୀର୍ଷ ନେତୃତ୍ବଙ୍କ ଘରେ ରାଜ୍ୟ ବିଜେପି ନେତୃତ୍ବଙ୍କ ମାନସମନ୍ଥନ ଚର୍ଚ୍ଚା । ବିଜେଡି ଶିବରରେ ବି ନିରବ କସରତ୍ ।

Central Force
ଓଡ଼ିଶାରେ ନିର୍ବାଚନ ଜଗିବାକୁ ଆସିବେ ଅଧିକ ୭୫ କମ୍ପାନୀ କେନ୍ଦ୍ରୀୟ ଫୋର୍ସ

ରାଜ୍ୟରେ ନକ୍ସଲ କାର୍ଯ୍ୟକଳାପକୁ ରୋକିବା ପାଇଁ CRPFର ସ୍ପେଶାଲ କମାଣ୍ଡୋ ୟୁନିଟ୍ 'COBRA' ମଧ୍ୟ ଏହି ଶିବିରରେ ନିୟୋଜିତ କରାଯାଇଛି |