• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: General Election 2024

group-clash-in-Khandapada
ସାଇଲେଣ୍ଟ ଆୱାର ପରେ ଗୁଣ୍ଡାଗର୍ଦ୍ଦି; ଖଣ୍ଡା ଓ ମାରଣାସ୍ତ୍ର ଧରି ଆତଙ୍କରାଜ, ଏକାଧିକ ଆହତ

ଭାପୁର ବ୍ଲକ ଭଗବାନପୁର ଓ ଖଣ୍ଡପଡା ବ୍ଲକର ବିରିଡି ଗାଁରେ ଏହି ଘଟଣା ଘଟିଛି। ଖଣ୍ଡା ଓ ଠେଙ୍ଗା ଧରି ଆତଙ୍କରାଜ ଖେଳାଇଥିଲେ ଦୁର୍ବୃତ୍ତ। ଘର ବାହାରେ ରହି ଲୋକଙ୍କୁ ଧମକଚମକ ଦିଆଯାଉଛି। ବିଜେଡିକୁ ଭୋଟ୍ ନଦେଲେ ସଂଘବଦ୍ଧ ହତ୍ୟା ପାଇଁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି।

No vote
ପୂରଣ ହେଲାନି ପ୍ରତିଶ୍ରୁତି, ଭୋଟ୍‌ ଦେଲେନି ଗ୍ରାମବାସୀ

ବସୁଧା ଯୋଜନା କାହାପାଇଁ ? ଡ୍ରିଙ୍କ ଫ୍ରମ୍‌ ଟ୍ୟପ୍‌ କାହାପାଇଁ ? ସରକାରଙ୍କ ମାଳମାଳ ଯୋଜନା କହାପାଇଁ ? ଗାଁକୁ ପାଣି ଟୋପାଏ ନମିଳିବାରୁ ଭୋଟ୍‌ ଦେଲେନି ଗ୍ରାମବାସୀ ।

 LS candidate Pitambar Naik
ସରପଞ୍ଚରୁ ସାଂସଦ ପ୍ରାର୍ଥୀ

ଦିନେ ଥିଲେ ଗାଁର ସରପଞ୍ଚ । ଏବେ ସାଂସଦ ପ୍ରାର୍ଥୀ ହୋଇ ଲଢ଼ୁଛନ୍ତି ନିର୍ବାଚନ । ସରପଞ୍ଚ ହେବା ପୂର୍ବରୁ ଯେମିତି ଥିଲେ, ସରପଞ୍ଚ ହେବା ପରେ ବି ଠିକ୍‌ ସେଇଆ । ଦେଖୁ ନାହାନ୍ତି କେମତି କାନ୍ଧରେ କଦାଳ ଧରି ବାହାରିଛନ୍ତି କ୍ଷେତକୁ ।

Yogi Adityananth
‘ବିଜେଡି ତ ସରକାର କରିପାରିବନି, ଏମାନଙ୍କୁ କାହିଁକି ଜିତାଇବା’

ଓଡ଼ିଶାରେ ନବୀନ ସରକାର ବାବୁମାନଙ୍କ ଘେରାବନ୍ଦୀରେ ରହିଛି । ନବୀନ ସରକାର ଏଠାରେ ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି ।

Assam CM Himanta Biswa Sarma
‘ଏଠି ମୁଖ୍ୟମନ୍ତ୍ରୀ ନାହାଁନ୍ତି, ପାଣ୍ଡିଆନ ସବୁ କବ୍‌ଜା କରି ନେଇଛନ୍ତି’

ନିର୍ବାଚନ ପ୍ରଚାର ପୂର୍ବରୁ ସମ୍ବଲପୁରରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ ଭି. କେ. ପାଣ୍ଡିଆନଙ୍କୁ କଡ଼ା ନିଶାନା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । 

Naveen Patnaik  Road Show
ନବୀନଙ୍କ ରୋଡ୍ ସୋ’ ଦେଖିବାକୁ ଆସୁନାହାନ୍ତି ଲୋକ, ଆଉ ସେଇ ମ୍ୟାଜିକ୍ ନାହିଁ କହିଲେ ବୈଜୟନ୍ତ

ସୋସିଆଲ ମିଡିଆରେ ବୈଜୟନ୍ତ କହିଲେ, ମୁଖ୍ୟମନ୍ତ୍ରୀଙ୍କ ଆଉ ସେହି ମ୍ୟାଜିକ ନାହିଁ ।

Third Phase Election Rich Candidate
ସନ୍ଧ୍ୟାରେ ସରିବ ପ୍ରଚାର, ଦିନକ ପରେ ୬ ଲୋକସଭା ୪୨ ବିଧାନସଭାରେ ଭୋଟ

ଏଥର ମଇଦାନରେ ବହୁ ହେଭିୱେଟ୍ । ୬ ସଂସଦୀୟ କ୍ଷେତ୍ର, ୪୨ ବିଧାନସଭା ଆସନରେ ହେବ ଭୋଟିଂ ।

Odisha Visit
ଓଡ଼ିଶାରେ ବିଜେପିର ଧୂଆଁଧାର ପ୍ରଚାର; ଆଜି ଆସିବେ ଯୋଗୀ-ନଡ୍ଡା-ହିମନ୍ତ

ଯୋଗୀ ଆଦିତ୍ୟନାଥ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଲେପୁର ନିର୍ବାଚନ ମଣ୍ଡଳୀ ଓ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ। ପ୍ରଥମେ ସାଲେପୁରର କୁଳିଆରେ ଜନସଭାକୁ ଉଦବୋଧନ ଦେବେ ଯୋଗୀ ।

BJP target Naveen Patnaik
କୁଆଡ଼େ ଗଲା ରତ୍ନଭଣ୍ଡାର ଚାବି ?

ଓଡ଼ିଶାବାସୀଙ୍କ ଉପରେ ନବୀନ କାହିଁକି ତାମିଲ ବାବୁଙ୍କ ଶାସନ ଥୋପିବାକୁ ଚେଷ୍ଟା କରୁଛନ୍ତି ? ପିଏମ୍ ମୋଦି ଓ ଶାହଙ୍କ ଏଭଳି ପ୍ରଶ୍ନବାଣରେ ଏବେ ଘାଇଲା ନବୀନ।

Arun Govil
ଓଡ଼ିଶାରେ ରିଲ୍ ରାମଙ୍କ ମାରାଥନ୍ ପ୍ରଚାର, କହିଲେ ବିଜେପିକୁ ଭୋଟ ଦିଅ...

ଚମ୍ପୁଆରେ ଜନସଭାରେ କେନ୍ଦୁଝର ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଓ ବିଧାୟକ ପ୍ରାର୍ଥୀ ମୂରଲୀ ମନୋହର ଶର୍ମାଙ୍କ ପାଇଁ ସେ ଭୋଟ୍  ମାଗିଛନ୍ତି। ଏହାପରେ ଚମ୍ପୁଆ ସ୍ଥିତ ରାମ ମନ୍ଦିରରେ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। 

Narendra Modi
୨୯ରେ ପୁଣି ଆସିବେ ମୋଦି, କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ କରିବେ ଜନସଭା

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୂଚନା ଦେଇଛନ୍ତି ଓଡ଼ିଶା ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର । ମୋଦି କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।

Odisha Election
ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଭୋଟ୍, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ରାଜଧାନୀରେ ଫ୍ଲାଗ ମାର୍ଚ୍ଚ

ଦୁଇ ଦିନ ପରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ଭୁବନେଶ୍ୱର ଲୋକସଭା କ୍ଷେତ୍ର ପାଇଁ ପଡ଼ିବ ଭୋଟ୍ । ଏଥିପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।

Odisha Politics
ସର୍ଟ ଭିଡିଓରେ ନବୀନ ବାବୁ କହୁଛନ୍ତି ନା AI: ସମୀର ମହାନ୍ତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି ବିଜେପି । ସର୍ଟ ଭିଡିଓରେ ନବୀନ ବାବୁ ନିଜେ କହୁଛନ୍ତି ନା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI, ପଚାରିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ।

Ysr Congress Party MLA
ପୋଲିଂ ବୁଥରେ ବିଧାୟକଙ୍କ ଦାଦାଗିରି; କଚାଡ଼ି ଭାଙ୍ଗିଦେଲେ EVM..ଭିଡିଓ ଭାଇରାଲ

ଭାଇରାଲ ଭିଡିଓରେ ଜଗନ୍ନ ରେଡ୍ଡୀଙ୍କ ବିଧାୟକ ପୋଲିଂ ଅଫିସରଙ୍କ ଉପରେ ଚିଲାଉଛନ୍ତି। ପୋଲିଂ କର୍ମଚାରୀଙ୍କୁ ଧମକ ଦେବା ସହ EVM ମେସିନ୍‌କୁ ଫିଙ୍ଗି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି।

Jyoti Prakash Panigrahi
BJD କୁ ପୁଣି ଏକ ଝଟକା; ଦଳ ଛାଡ଼ିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ବିଜେଡି ସଭାପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି ଜ୍ୟୋତି ପାଣିଗ୍ରାହୀ। ଏନେଇ ଭିଡିଓ ବାର୍ତ୍ତାରେ ସେ ସୂଚନା ଦେଇଛନ୍ତି।

Odisha Election
ନିର୍ବାଚନ ବେଳେ ହିଂସା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ଦଳ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଅନେକ ସ୍ଥାନରେ ସଂଘଟିତ ହିଂସା ଏବଂ ବିଶୃଙ୍ଖଳାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେପି । ଦଳ ଅଭିଯୋଗ କରିଛି ଯେ, ଲୋଇସିଂହା ୧୦୮ ନମ୍ବର ବୁଥରେ ସବୁ ସୀମା ଟପିଯାଇଥିଲା ବିଶୃଙ୍ଖଳା ।

Aparajita Sarangi
ନବୀନଙ୍କ ଅଭିଯୋଗ, ଅପରାଜିତାଙ୍କ ସିଧା ଜବାବ

ରାଜନୀତିରେ ଏନେଇ ଭୁଲ୍ ବ୍ୟାଖ୍ୟା ତିଆରି ହେଉଛି। ଲିଙ୍ଗରାଜ ମନ୍ଦିର କାମକୁ ମୁଁ କେବେବି ବିରୋଧ କରିନାହିଁ।

Amit Shah
ମାରାଥନ୍ ସଭା...ମାରାଥନ୍ ପ୍ରହାର । ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ, ନୟାଗଡ଼.. ସବୁଠି ହମ୍‌ଲା

ଏକା ଦିନରେ ଚାରି ଚାରିଟି ନିର୍ବାଚନୀ ସଭା କରି ବିଜେପି ପାଇଁ ଭୋଟ୍ ମାଗିଲେ, ନବୀନ ସରକାର ଉପରେ ଏକୁ ବଳି ଆରେକ ପ୍ରଚଣ୍ଡ ହମଲା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ।

Amit Shah
ସମ୍ବଲପୁର ସଭାରେ ଶାହଙ୍କ ଦମ୍ଭୋକ୍ତି । ଲକ୍ଷ୍ୟ ଥିବା ୪୦୦ରୁ ୩୧୦ ସିଟ୍ ବିଜେପି ଖାତାକୁ ଗଲାଣି

ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଆରମ୍ଭ ହୋଇଗଲାଣି ରାଜନୈତିକ ବୟାନବାଜି ।

Controversy
ଭୁଲ୍ ମାଗିଲେ, କ୍ଷମା ପ୍ରାର୍ଥନା କଲେ, ପଶ୍ଚାତାପ କରିବେ ବୋଲି କହିଲେ; ତାପରେ ବି...

ଗତକାଲି ସକାଳେ ପୁରୀରେ ମୋଦିଙ୍କ ରୋଡ୍ ଶୋ’ପରେ ପ୍ରଧାନମନ୍ତ୍ରୀ ମୋଦି ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ ବଦଳରେ ଭୁଲବଶତଃ ଜଗନ୍ନାଥ ମୋଦିଙ୍କ ଭକ୍ତ ବୋଲି ଏକ ଘରୋଇ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲକୁ କହିଦେବା ପରେ ସୃଷ୍ଟି ହୋଇଥିଲା ବିସ୍ଫୋରକ ସ୍ଥିତି ।

Ashwini Vaishnaw
ରେମୁଣାରେ ଅଶ୍ୱିନୀଙ୍କ ପ୍ରଚାର, କହିଲେ ଦେଢ଼ ଲକ୍ଷ ଯୁବକଙ୍କୁ ମିଳିବ ଚାକିରି

ରେମୁଣା ବାଲିପାଳ ହାଟ ପଡ଼ିଆରେ ମହିଳା ସମାବେଶକୁ ସମ୍ବୋଧନ । ମହିଳାଙ୍କୁ ସୁଭଦ୍ରା ଯୋଜନାରେ ମିଳିବ ୫୦ ହଜାର ଟଙ୍କା କହିଲେ ଅଶ୍ବିନୀ ବୈଷ୍ଣବ ।

Arjun Munda
କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପ୍ରଚାର, କହିଲେ ଓଡ଼ିଶାକୁ ଦରକାର ଡବଲ ଇଞ୍ଜିନ ସରକାର

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା । ବିଜେପି କର୍ମୀଙ୍କ ସମେତ ଜନତାଙ୍କ ମଧ୍ୟରେ ଉତ୍ସାହ ।

Amit Shah
ଓଡ଼ିଆ ଅସ୍ମିତା ଅସ୍ତ୍ରରେ ରାଜ୍ୟ ସରକାରଙ୍କୁ ଶାହଙ୍କ ଘନ ଘନ ଆଟାକ୍

ବୟସ ହୋଇଯାଇଥିବା ନବୀନଙ୍କୁ ରିଟାୟର୍ଡ କରାଇବାକୁ ଆହ୍ୱାନ । ଚିଟ୍‌ଫଣ୍ଡ, ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ବି ଟାର୍ଗେଟ୍ ।

Aparajita Sarangi
ଭୋଟ୍ ପୂର୍ବରୁ ମୁହାଁମୁହିଁ ! ୭୨ ଘଣ୍ଟାରେ ପ୍ରମାଣ ଦେବାକୁ CMଙ୍କୁ ଚ୍ୟାଲେଞ୍ଜ କଲେ ଅପରାଜିତା

ରାଜଧାନୀରେ ୫ ବର୍ଷରେ କେତେ ବିକାଶ ହୋଇଛି, ସେନେଇ ବିତର୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ଅପରାଜିତା

Aparajita Sarangi
‘ମୁଁ ଲିଙ୍ଗରାଜ ଆକ୍ଟକୁ ବିରୋଧ କରିନି, ଯଦି ମୁଖ୍ୟମନ୍ତ୍ରୀ କହୁଛନ୍ତି ୭୨ ଘଣ୍ଟାରେ ପ୍ରମାଣ ଦିଅନ୍ତୁ’

ଭୁବନେଶ୍ୱରର ଉନ୍ନତି ପାଇଁ କେବେ ବି କୌଣସି ବିଜେଡି ନେତା ପ୍ରସ୍ତାବ ଦେଇନାହାନ୍ତି ବୋଲି ସାଂସଦ ପ୍ରଶ୍ନ କରିବା ସହ ପୂର୍ବରୁ ଥରେ ଭୁବନେଶ୍ୱର ବିମାନ ବନ୍ଦରରେ ନିଜେ ମୁଖ୍ୟମନ୍ତ୍ରୀ, ତାଙ୍କୁ ଭୁବନେଶ୍ୱର ପାଇଁ ଭଲ କାମ କହି ପ୍ରଶଂସା କରିଥିଲେ ।