• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ganesh Puja

Ganesh Puja
ଚଳଚଞ୍ଚଳ ଭଦ୍ରକ ସହର; ମାସେ ପର୍ଯ୍ୟନ୍ତ ପୂଜା ପାଇବେ ବୁଢ଼ା ଗଣେଶ

ରାତି ପାହିଲେ ଗଣେଷ ପୂଜା। କିନ୍ତୁ ଏଠିକାର ପରମ୍ପରା ବହୁ ପୁରୁଣା...ସେଇଥି ପାଇଁ ତ ଦିନେ ନୁହେଁ କି ଦୁଇ ନୁହେଁ ବରଂ ପୂରା ମାସେ କାଳ ପୂଜା ପାଇବା ପରେ ବିସର୍ଜନ ହୁଅନ୍ତି ଶ୍ରୀଗଣେଷ। ମାନସିକ କଲେ ପୂର୍ଣ୍ଣ ହୁଏ ମନସ୍କାମନା..

Ganesh Puja
ଏଥର ଜମିବ ପୂଜା; ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ରଙ୍ଗ ବେରଙ୍ଗର ତୋରଣ

କଟକଣା ହଟିଥିବାରୁ ଏଥର ଦୁଇ ଗୁଣା ଉତ୍ସାହ । ଚାରିଆଡେ ଅଗ୍ରପୂଜ୍ୟଙ୍କ ଆବାହନ ଧରାପୃଷ୍ଠରେ ପୂଜା ପାଇବେ ବିଘ୍ନ ବିନାଶକ, ଲମ୍ବୋଦର, ଗଜାନନ । ଦୁଇ ବର୍ଷ ପରେ ଗଣେଶ ପୂଜା ପାଇଁ ଚଳଚଂଚଳ ଗାଁରୁ ସହର । କେଉଁଠି ବିରାଟ ପେଣ୍ଡାଲ ତ ଆଉ କେଉଁଠି ଗଜାନନଙ୍କ ବିଶାଳ ମୂର୍ତ୍ତି ।

Ganesh Puja
ବିକୃତ ଗଣେଶ ମୂର୍ତ୍ତିକୁ ନେଇ ଡିସିପିଙ୍କ ଚରମବାଣୀ, ହସ୍ତକ୍ଷେପ କଲେନି ହାଇକୋର୍ଟ

କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲା । ମୂର୍ତ୍ତି କାରିଗର ଏବଂ କ୍ଲବ୍‌ଗୁଡ଼ିକୁ କଟକ ଡିସିପିଙ୍କ ତାଗିଦ ।

 Mutton Shop
ଗଣେଶ ପୂଜାରେ ଖୋଲିପାରିବନି ମାଂସ ଦୋକାନ, ପ୍ରଶାସନ ଦେଲା ନିର୍ଦେଶ

ଏକ ନୋଟିସ ଜାରି କରି ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଗଣେଶ ପୂଜା ଅର୍ଥାତ ଅଗଷ୍ଟ ୩୧ ତାରିଖ ଦିନ କୌଣସି ବି ମାଂସ ଦୋକାନ ଖୋଲିବ ନାହିଁ ।

Ganesh Puja In Bhubaneswar: BMC Prepares 2 Temporary Ponds For Idol Immersion
ଏଥର ଭୁବନେଶ୍ୱରରେ କଟକଣା ମୁକ୍ତ ଗଣେଶ ପୂଜା, ମୂର୍ତ୍ତି ବିସର୍ଜନ ପାଇଁ ୨ଟି ଅସ୍ଥାୟୀ ପୋଖରୀ

ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀର କୁଆଖାଇ ଓ ଦୟାନଦୀ କୂଳରେ ୨ଟି ଅସ୍ଥାୟୀ ପୋଖରୀ କରାଯାଇଛି। ସେଥିରେ ଭୁବନେଶ୍ୱରର ସମସ୍ତ ମୂର୍ତ୍ତି ବିସର୍ଜନ କରିବାକୁ BMC କମିଶନର ଅପିଲ୍‌ କରିଛନ୍ତି।

ଏଇ ପାଣିରେ ଗାଧୁଆପାଧୁଆ ସବୁ ଚାଲିଚି...କିଛି ନମିଳିଲେ ମୁନ୍ଦେ ମୁନ୍ଦେ ପିଇ ବି ଦଉଚୁ, କିନ୍ତୁ ଖାଇବୁ କ’ଣ ?
କେଉଁଠି ବନ୍ୟାର କରୁଣ ଚିତ୍ର ତ ଆଉ କେଉଁଠି ଗଜାନନଙ୍କ ପୂଜା ପାଇଁ ପ୍ରସ୍ତୁତି...

କଥାରେ ଅଛି ବାଘ କାମୁଡ଼ାଠୁ ବାଘର ଘୋଷରା ବେଶୀ ବାଧେ। ବନ୍ୟା ପରର ସ୍ଥିତି ଠିକ୍ ସେମିତି। ପାଣି ସିନା କମିଗଲାଣି, ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ପାଣି ଜମି ରହିବାରୁ ଏବେ ବି ଲୋକେ ଘରୁ ବାହାରି ପାରୁନାହାଁନ୍ତି। ସେଇ ପାଣିରେ ଚାଲିଛି ଲୋକଙ୍କ ନିତ୍ୟକର୍ମ...। ଦେଖିବା କିଛି ଝଳକ୍...।

Waterfall
ଗଣେଶଙ୍କୁ ବିସର୍ଜନ ବେଳେ ଭାସିଗଲେ ମଦ ଦୋକାନ କର୍ମଚାରୀ

ଜଳପ୍ରପାତରେ ୫୦ ଫୁଟ୍‌ ଉପରୁ ପାଣି ପଡ଼ି ନଦୀକୁ ପ୍ରଖର ବେଗରେ ଚାଲି ଯାଉଥିବାରୁ ସେମାନଙ୍କୁ ଉଦ୍ଧାର କରିବା ସ୍ଥାନୀୟ ଲୋକଙ୍କ ପକ୍ଷେ ସମ୍ଭବପର ହୋଇନଥିଲା। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିନାହିଁ।

Ganesh Puja | Sudarsan Pattnaik Creates Sand Art Using Sea Shells On Puri Beach
ବାଲି ଓ ଶାମୁକାରେ ତିଆରି ହୋଇଛି ସୁନ୍ଦର ଗଣେଶ ପ୍ରତିମୂର୍ତ୍ତି

ଗଣେଶ ପୂଜା ଅବସରରେ ବିଶ୍ୱ ଶାନ୍ତି ପାଇଁ ପୁରୀ ବେଳାଭୂମୀରେ ବାଲୁକା କଳାକୃତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

Lord Ganesh
ଗଣେଶ ଚତୁର୍ଥୀରେ କରନ୍ତୁ ନାହିଁ ଏହିସବୁ କାମ

ଶୁଭ ଓ ମଙ୍ଗଳର ଦେବତା ହେଲେ ଶ୍ରୀଗଣେଶ। ସେ ଆଦିପୂଜ୍ୟ। ସେ ବିଘ୍ନ ନାଶକ। ଚଳିତ ବର୍ଷ ସେପ୍ଟେମ୍ବର ୧୦ରେ ଗଣେଶ ଚତୁର୍ଥୀ ପଡ଼ୁଛି।ଦେଶର ବିଭିନ୍ନ ରାଜ୍ୟରେ ଗଣେଶ ପୂଜାକୁ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ୧୦/୧୧ ଦିନ ଧରି ଉତ୍ସବମୁଖର ହୋଇଥାଏ ବିଭିନ୍ନ ସହର।

Ganesh Puja 2021
ଶୁଭ ଓ ମଙ୍ଗଳର ଦେବତା ଶ୍ରୀଗଣେଶ

ଶୁଭ ଓ ମଙ୍ଗଳର ଦେବତା ହେଲେ ଶ୍ରୀଗଣେଶ। ସେ ଆଦିପୂଜ୍ୟ। ସେ ବିଘ୍ନ ନାଶକ। ସାରା ଭାରତରେ ଗଣେଶ ପୂଜାକୁ ଖୁବ ଧୂମଧାମରେ ପାଳନ କରାଯାଏ। ୧୦/୧୧ ଦିନ ଧରି ସହର ଉତ୍ସବମୁଖର ହୋଇ ରହେ। ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟୀ ସଂଘ ଗଣେଶ ପୂଜା ପାଳନ କରିଥାନ୍ତି। ତେବେ ଗଣେଶଙ୍କୁ ନେଇ ଶାସ୍ତ୍ର କ’ଣ କୁହେ ସେ ବିଷୟରେ ନଜର ପକେଇ ନେବା।

Ganesh Puja
ଗଣେଷଙ୍କ ୧୨ ନାମ, ହେଲେ ସେହି ନାଁରେ କଣ ରହିଛି ଯଥାର୍ଥତା ? ପଢ଼ନ୍ତୁ..

ଏଥର ସେପ୍ଟେମ୍ବର ୧୦ରେ ଗଣେଷ ପୂଜା । ହେଲେ କରୋନା ପାଇଁ ଏଥର ବି ଖାଁ ଖାଁ ରହିବ ପୂଜା ମଣ୍ଡପ । ବାଜିବନି ବାଜା, ଶୁଭିବନି ମାଇକ୍‌ । ଯଥା ସମ୍ଭବ କମ୍‌ ଲୋକରେ ହେବ ପୂଜା ବିଧି ।

No Festival Celebration
କୋଭିଡ୍ କଟକଣା ଓ ବିନା ଭକ୍ତରେ ହେବ ପାର୍ବଣ

ଏଥର ବି ଫିକା ପଡ଼ିବ ପାର୍ବଣ ମଉଜ। ଗତବର୍ଷ ଭଳି ଏଥର ବି ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଓ ବିନା ଭକ୍ତରେ ହେବ ପାର୍ବଣ। ଗଣେଶ ପୂଜା ହେଉ କି ଦୁର୍ଗାପୂଜା ଗତବର୍ଷ ଭଳି ଏଥର ବି ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଓ ବିନା ଭକ୍ତରେ ହେବ ପାର୍ବଣ।

Ganesh Puja In Bhubaneswar BMC Releases Latest Guidelines, Check Here
BMCର ଗଣେଶ ପୂଜା ଗାଇଡଲାଇନ୍

ଗଣେଶ ପୂଜା ନେଇ BMC ପକ୍ଷରୁ ନୂଆ ଗାଇଡଲାଇନ। ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା ଅନୁମତି। ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ନେବାକୁ ପଡ଼ିବ।

Ganesh Puja guidelines for Bhubaneswar
ଗଶେଶ ପୂଜା ପାଇଁ BMCର ଗାଇଡ୍‌ଲାଇନ୍‌: ମଣ୍ଡପ/ପେଣ୍ଡାଲର ୪ ପଟ ବନ୍ଦ ରହିବ, କେବଳ ପୂଜକଙ୍କୁ ଅନୁମତି

କଟକ ମ୍ୟୁନିସିପାଲ୍‌ କର୍ପୋରେସନ(CMC) ପରେ ଏବେ ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ(BMC) ଗଶେଶ ପୂଜା ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି। ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା ପାଇଁ ଅନୁମତି ମିଳିଛି।

cmc
ଗଣେଶ ପୂଜା ପାଇଁ CMCର କଡ଼ା ଗାଇଡ୍‌ଲାଇନ୍‌, ବାଜା ବାଜିବନି କି ଲାଇଟ୍‌ ଲାଗିବନି !

ସେପ୍ଟେମ୍ବର ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି ହେବା ପରେ କଟକ ମ୍ୟୁନିସିପାଲିଟି ପକ୍ଷରୁ ଜାରି ହେଲା ଗଣେଷ ପୂଜା ଗାଇଡ୍‌ ଲାଇନ୍‌ । ପୁରା କଟକ ସହର ପାଇଁ କଡ଼ା ଗଣେଶ ପୂଜା ଗାଇଡଲାଇନ ଜାରି କରିଛି CMC ।