• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ganesh Puja

Ganesh Puja
ଅଗ୍ରପୂଜ୍ୟଙ୍କ ଆଗମନରେ ଉତ୍ସବମୁଖର ପୁରପଲ୍ଲୀ

ଅଗ୍ର ପୂଜ୍ୟ, ବିଘ୍ନ ବିନାଶକ, ଗଜାନନ ଗଣେଶ ପୂଜାଠୁ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଦେଶ ତଥା ରାଜ୍ୟର କୋଣ ଅନୁକୋଣରେ ବେଶ୍ ଜାକଜମକ ଓ ଭକ୍ତିଭାବରେ ପାଳନ ହେଉଛି ଗଣେଶ ଚତୁର୍ଥୀ । କରୋନା କଟକଣା ହଟିଛି, ଦୁଇ ବର୍ଷ ପରେ ପୁଣି ଫେରିଛି ଆନନ୍ଦ, ଉତ୍ସାହ । ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ରଂଗୀନ ଆଲୋକ ମାଳାରେ ଝଲସୁଛି ତାଳଚେର ସହର ।

Ganesh Puja
ଟ୍ୱିନ୍‌ ସିଟିରେ ୫୦ ଫୁଟ୍‌ର ଗଜାନନ, ମୁଖ୍ୟ ଆକର୍ଷଣ ମୁମ୍ବାଇର ଲାଲ୍‌ବାଗରାଜା ଗଣେଶ

ଟ୍ୱିନ୍ ସିଟି ସାଙ୍ଗକୁ ଜଟଣୀ ଓ ତାଳଚେରରେ ବ୍ୟାପକ ଆୟୋଜନ । ଅଗ୍ରପୂଜ୍ୟଙ୍କ ଆଗମନରେ ଉତ୍ସବମୁଖର ପୁରପଲ୍ଲୀ । ୧୨ ଦିନିଆ ମହୋତ୍ସବକୁ ନେଇ ଉଠୁଛୁ ପଡ଼ୁଛି ମୁମ୍ବାଇ ।

Song on lord Ganesh
ଗଣେଶ ପୂଜାକୁ ଆହୁରି ଜମେଇ ଦେବ ବଲିଉଡ୍‌ର ଏହି ଗୀତ

ଗଣେଶ ପୂଜାରେ ଆଜି ଉତ୍ସବମୁଖର ହୋଇପଡିଛି ସାରା ଭାରତ। ସମସ୍ତଙ୍କ ମନରେ ଖୁସିର ମାହୋଲ୍। ବଲିଉଡ୍‌ରେ ଏମିତି କିଛି ଗୀତ ଅଛି ଯାହା ଏହି ମାହୋଲ୍‌କୁ ଆହୁରି ଦ୍ୱିଗୁଣିତ କରିଦେବେ। ଜାଣନ୍ତୁ ସେହି ଗୀତଗୁଡିକ କ’ଣ।

Deaf Making Ganesh Idol
ଠାରରେ ଠାରରେ ତିଆରି କରିଦେଲେ ଗଣେଶ ମୂର୍ତ୍ତି

ବାକ୍‌ଶକ୍ତି ଦୁର୍ବଳ ଥିବା ଯୁବକ ଜଣକ କଣ ସବୁ କହିଯାଉଛନ୍ତି, ବୋଧ ହୁଏ ସମସ୍ତେ ବୁଝି ପାରିବେନି । କିନ୍ତୁ ତାଙ୍କର ହାତର ଯାଦୁଗରୀର କମାଲ ଦେଖିଲେ ଆପଣ ବି ଘଂଟାଏ ଚାହିଁରହିବେ ।

Ganesh Puja
ଗଣେଶ ପୂଜା ପାଇଁ ଚଳଚଞ୍ଚଳ କଟକ; ୧୨୦୦ ମୂର୍ତ୍ତି ସାଙ୍ଗକୁ ଭଳିକି ଭଳି ପେଣ୍ତାଲ

ଆଜି ଗଣେଶ ଚତୁର୍ଥୀ, ଅଗ୍ରଗଣ୍ୟ ଗଜାନନଙ୍କ ପୂଜା ଆରାଧନାର ଦିନ । ଗଣେଶ ପୂଜା ଅବସରରେ ସବୁଠି ରହିଛି ଉତ୍ସବମୁଖର ପରିବେଶ । ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ଏଣୁ ଜାକଜମକରେ ଅଗ୍ରପୂଜ୍ୟଙ୍କ ଆରାଧନା ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ ।

Special story
ଆଜି ଗଣେଶ ଚତୁର୍ଥୀ, ଅଗ୍ରପୂଜ୍ୟଙ୍କ ଆରାଧନାର ଦିନ

ଶିକ୍ଷାନୁଷ୍ଠାନରୁ ପୂଜା ମଣ୍ଡପ, ସବୁଠି ଝଟକୁଛନ୍ତି ବିଘ୍ନ ବିନାଶକ

Lord ganesha wrote Mahabharata in cave of uttarakhand
ଭାରତର ଏହି ଜାଗାରେ ଗଣେଶ ମହାଭାରତ ଲେଖିଥିଲେ

ମହର୍ଷି ବ୍ୟାସଙ୍କ ମୁଖନିସୃତ ମହାଭାରତର କାହାଣୀକୁ ଲେଖିଥିଲେ ଶ୍ରୀଗଣେଶ। ଭାରତର କେଉଁ ଜାଗାରେ ଏହି ମହାଭାରତ ରଚନା ହୋଇଥିଲା ଆପଣ ଜାଣିଛନ୍ତି କି? ଜାଣିବା ପାଇଁ ପଢନ୍ତୁ…

Ganesh Chaturthi
ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପୂଜା ପାଇବେ ବିଘ୍ନ ବିନାଶକ

ବଡ଼ଗଡ଼ ବ୍ରାଇଟ୍ ଷ୍ଟାର୍ କ୍ଲବ ଚଳିତ ବର୍ଷ ସର୍ବାଧିକ ୫୧ ଫୁଟର ଗଣେଶ ମୂର୍ତ୍ତି ତିଆରି କରିଥିବା ବେଳେ ନୟାପଲ୍ଲୀ ନୂଆସାହିରେ ଆଖଣ୍ଡଳମଣି କ୍ଲବ୍ ପକ୍ଷରୁ ତିଆରି ହୋଇଛି ୫୦ ଫୁଟ୍‌ର ମୂର୍ତ୍ତି ।

Ganesh Chaturthi
ଚିନ୍ତାରେ ପୂଜା କମିଟି ! ତିଆରି ସରିଛି ୫୦ ଫୁଟ୍‌ ଲେଖାଏଁ ଗଣେଶ ମୂର୍ତ୍ତି, ହେଲେ ନିୟମ କହୁଛି ଅନୁମତି ନାହିଁ

ଏଥର ବିନା କୋଭିଡ୍ କଟକଣାରେ ଗଣେଶ ପୂଜା ଅଗ୍ରପୂଜ୍ୟଙ୍କ ଆରାଧନା । ଲାଗି ଚଳଚଞ୍ଚଳ ପୂଜା ମଣ୍ଡପ ବିଘ୍ନ ବିନାଶକଙ୍କ ପୂଜାକୁ ନେଇ ସରୁନି ବିବାଦ ।

Last touch by artisans
କାଲି ଗଣେଶ ପୂଜା, ଶେଷ ସ୍ପର୍ଶରେ ବ୍ୟସ୍ତ କାରିଗର

ଆସନ୍ତା କାଲି ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବ୍ୟବସାୟ ଅନୁଷ୍ଠାନ ପର୍ଯ୍ୟନ୍ତ ସମସ୍ତେ କରିବେ ଗଜାନନଙ୍କ ପୂଜା। ଏନେଇ ସହର ଠାରୁ ବଜାର ଆଜିଠାରୁ ହୋଇପଡିଲାଣି ଚଳଚଞ୍ଚଳ। କାରିଗରମାନେ ମଧ୍ୟ ଗଣେଶ ମୂର୍ତ୍ତିର ଶେଷ ସ୍ପର୍ଶରେ ବ୍ୟକ୍ତ।

Ganesh Puja
ଚଳଚଞ୍ଚଳ ଭଦ୍ରକ ସହର; ମାସେ ପର୍ଯ୍ୟନ୍ତ ପୂଜା ପାଇବେ ବୁଢ଼ା ଗଣେଶ

ରାତି ପାହିଲେ ଗଣେଷ ପୂଜା। କିନ୍ତୁ ଏଠିକାର ପରମ୍ପରା ବହୁ ପୁରୁଣା...ସେଇଥି ପାଇଁ ତ ଦିନେ ନୁହେଁ କି ଦୁଇ ନୁହେଁ ବରଂ ପୂରା ମାସେ କାଳ ପୂଜା ପାଇବା ପରେ ବିସର୍ଜନ ହୁଅନ୍ତି ଶ୍ରୀଗଣେଷ। ମାନସିକ କଲେ ପୂର୍ଣ୍ଣ ହୁଏ ମନସ୍କାମନା..

Ganesh Puja
ଏଥର ଜମିବ ପୂଜା; ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ରଙ୍ଗ ବେରଙ୍ଗର ତୋରଣ

କଟକଣା ହଟିଥିବାରୁ ଏଥର ଦୁଇ ଗୁଣା ଉତ୍ସାହ । ଚାରିଆଡେ ଅଗ୍ରପୂଜ୍ୟଙ୍କ ଆବାହନ ଧରାପୃଷ୍ଠରେ ପୂଜା ପାଇବେ ବିଘ୍ନ ବିନାଶକ, ଲମ୍ବୋଦର, ଗଜାନନ । ଦୁଇ ବର୍ଷ ପରେ ଗଣେଶ ପୂଜା ପାଇଁ ଚଳଚଂଚଳ ଗାଁରୁ ସହର । କେଉଁଠି ବିରାଟ ପେଣ୍ଡାଲ ତ ଆଉ କେଉଁଠି ଗଜାନନଙ୍କ ବିଶାଳ ମୂର୍ତ୍ତି ।

Ganesh Puja
ବିକୃତ ଗଣେଶ ମୂର୍ତ୍ତିକୁ ନେଇ ଡିସିପିଙ୍କ ଚରମବାଣୀ, ହସ୍ତକ୍ଷେପ କଲେନି ହାଇକୋର୍ଟ

କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲା । ମୂର୍ତ୍ତି କାରିଗର ଏବଂ କ୍ଲବ୍‌ଗୁଡ଼ିକୁ କଟକ ଡିସିପିଙ୍କ ତାଗିଦ ।

 Mutton Shop
ଗଣେଶ ପୂଜାରେ ଖୋଲିପାରିବନି ମାଂସ ଦୋକାନ, ପ୍ରଶାସନ ଦେଲା ନିର୍ଦେଶ

ଏକ ନୋଟିସ ଜାରି କରି ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଗଣେଶ ପୂଜା ଅର୍ଥାତ ଅଗଷ୍ଟ ୩୧ ତାରିଖ ଦିନ କୌଣସି ବି ମାଂସ ଦୋକାନ ଖୋଲିବ ନାହିଁ ।

Ganesh Puja In Bhubaneswar: BMC Prepares 2 Temporary Ponds For Idol Immersion
ଏଥର ଭୁବନେଶ୍ୱରରେ କଟକଣା ମୁକ୍ତ ଗଣେଶ ପୂଜା, ମୂର୍ତ୍ତି ବିସର୍ଜନ ପାଇଁ ୨ଟି ଅସ୍ଥାୟୀ ପୋଖରୀ

ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀର କୁଆଖାଇ ଓ ଦୟାନଦୀ କୂଳରେ ୨ଟି ଅସ୍ଥାୟୀ ପୋଖରୀ କରାଯାଇଛି। ସେଥିରେ ଭୁବନେଶ୍ୱରର ସମସ୍ତ ମୂର୍ତ୍ତି ବିସର୍ଜନ କରିବାକୁ BMC କମିଶନର ଅପିଲ୍‌ କରିଛନ୍ତି।

ଏଇ ପାଣିରେ ଗାଧୁଆପାଧୁଆ ସବୁ ଚାଲିଚି...କିଛି ନମିଳିଲେ ମୁନ୍ଦେ ମୁନ୍ଦେ ପିଇ ବି ଦଉଚୁ, କିନ୍ତୁ ଖାଇବୁ କ’ଣ ?
କେଉଁଠି ବନ୍ୟାର କରୁଣ ଚିତ୍ର ତ ଆଉ କେଉଁଠି ଗଜାନନଙ୍କ ପୂଜା ପାଇଁ ପ୍ରସ୍ତୁତି...

କଥାରେ ଅଛି ବାଘ କାମୁଡ଼ାଠୁ ବାଘର ଘୋଷରା ବେଶୀ ବାଧେ। ବନ୍ୟା ପରର ସ୍ଥିତି ଠିକ୍ ସେମିତି। ପାଣି ସିନା କମିଗଲାଣି, ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ପାଣି ଜମି ରହିବାରୁ ଏବେ ବି ଲୋକେ ଘରୁ ବାହାରି ପାରୁନାହାଁନ୍ତି। ସେଇ ପାଣିରେ ଚାଲିଛି ଲୋକଙ୍କ ନିତ୍ୟକର୍ମ...। ଦେଖିବା କିଛି ଝଳକ୍...।

Waterfall
ଗଣେଶଙ୍କୁ ବିସର୍ଜନ ବେଳେ ଭାସିଗଲେ ମଦ ଦୋକାନ କର୍ମଚାରୀ

ଜଳପ୍ରପାତରେ ୫୦ ଫୁଟ୍‌ ଉପରୁ ପାଣି ପଡ଼ି ନଦୀକୁ ପ୍ରଖର ବେଗରେ ଚାଲି ଯାଉଥିବାରୁ ସେମାନଙ୍କୁ ଉଦ୍ଧାର କରିବା ସ୍ଥାନୀୟ ଲୋକଙ୍କ ପକ୍ଷେ ସମ୍ଭବପର ହୋଇନଥିଲା। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପତ୍ତା ମିଳିନାହିଁ।

Ganesh Puja | Sudarsan Pattnaik Creates Sand Art Using Sea Shells On Puri Beach
ବାଲି ଓ ଶାମୁକାରେ ତିଆରି ହୋଇଛି ସୁନ୍ଦର ଗଣେଶ ପ୍ରତିମୂର୍ତ୍ତି

ଗଣେଶ ପୂଜା ଅବସରରେ ବିଶ୍ୱ ଶାନ୍ତି ପାଇଁ ପୁରୀ ବେଳାଭୂମୀରେ ବାଲୁକା କଳାକୃତି ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

Lord Ganesh
ଗଣେଶ ଚତୁର୍ଥୀରେ କରନ୍ତୁ ନାହିଁ ଏହିସବୁ କାମ

ଶୁଭ ଓ ମଙ୍ଗଳର ଦେବତା ହେଲେ ଶ୍ରୀଗଣେଶ। ସେ ଆଦିପୂଜ୍ୟ। ସେ ବିଘ୍ନ ନାଶକ। ଚଳିତ ବର୍ଷ ସେପ୍ଟେମ୍ବର ୧୦ରେ ଗଣେଶ ଚତୁର୍ଥୀ ପଡ଼ୁଛି।ଦେଶର ବିଭିନ୍ନ ରାଜ୍ୟରେ ଗଣେଶ ପୂଜାକୁ ବହୁ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ୧୦/୧୧ ଦିନ ଧରି ଉତ୍ସବମୁଖର ହୋଇଥାଏ ବିଭିନ୍ନ ସହର।

Ganesh Puja 2021
ଶୁଭ ଓ ମଙ୍ଗଳର ଦେବତା ଶ୍ରୀଗଣେଶ

ଶୁଭ ଓ ମଙ୍ଗଳର ଦେବତା ହେଲେ ଶ୍ରୀଗଣେଶ। ସେ ଆଦିପୂଜ୍ୟ। ସେ ବିଘ୍ନ ନାଶକ। ସାରା ଭାରତରେ ଗଣେଶ ପୂଜାକୁ ଖୁବ ଧୂମଧାମରେ ପାଳନ କରାଯାଏ। ୧୦/୧୧ ଦିନ ଧରି ସହର ଉତ୍ସବମୁଖର ହୋଇ ରହେ। ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟୀ ସଂଘ ଗଣେଶ ପୂଜା ପାଳନ କରିଥାନ୍ତି। ତେବେ ଗଣେଶଙ୍କୁ ନେଇ ଶାସ୍ତ୍ର କ’ଣ କୁହେ ସେ ବିଷୟରେ ନଜର ପକେଇ ନେବା।

Ganesh Puja
ଗଣେଷଙ୍କ ୧୨ ନାମ, ହେଲେ ସେହି ନାଁରେ କଣ ରହିଛି ଯଥାର୍ଥତା ? ପଢ଼ନ୍ତୁ..

ଏଥର ସେପ୍ଟେମ୍ବର ୧୦ରେ ଗଣେଷ ପୂଜା । ହେଲେ କରୋନା ପାଇଁ ଏଥର ବି ଖାଁ ଖାଁ ରହିବ ପୂଜା ମଣ୍ଡପ । ବାଜିବନି ବାଜା, ଶୁଭିବନି ମାଇକ୍‌ । ଯଥା ସମ୍ଭବ କମ୍‌ ଲୋକରେ ହେବ ପୂଜା ବିଧି ।

No Festival Celebration
କୋଭିଡ୍ କଟକଣା ଓ ବିନା ଭକ୍ତରେ ହେବ ପାର୍ବଣ

ଏଥର ବି ଫିକା ପଡ଼ିବ ପାର୍ବଣ ମଉଜ। ଗତବର୍ଷ ଭଳି ଏଥର ବି ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଓ ବିନା ଭକ୍ତରେ ହେବ ପାର୍ବଣ। ଗଣେଶ ପୂଜା ହେଉ କି ଦୁର୍ଗାପୂଜା ଗତବର୍ଷ ଭଳି ଏଥର ବି ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଓ ବିନା ଭକ୍ତରେ ହେବ ପାର୍ବଣ।

Ganesh Puja In Bhubaneswar BMC Releases Latest Guidelines, Check Here
BMCର ଗଣେଶ ପୂଜା ଗାଇଡଲାଇନ୍

ଗଣେଶ ପୂଜା ନେଇ BMC ପକ୍ଷରୁ ନୂଆ ଗାଇଡଲାଇନ। ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା ଅନୁମତି। ପୂଜା ପାଇଁ କମିଶନରେଟ ପୋଲିସର ଅନୁମତି ନେବାକୁ ପଡ଼ିବ।

Ganesh Puja guidelines for Bhubaneswar
ଗଶେଶ ପୂଜା ପାଇଁ BMCର ଗାଇଡ୍‌ଲାଇନ୍‌: ମଣ୍ଡପ/ପେଣ୍ଡାଲର ୪ ପଟ ବନ୍ଦ ରହିବ, କେବଳ ପୂଜକଙ୍କୁ ଅନୁମତି

କଟକ ମ୍ୟୁନିସିପାଲ୍‌ କର୍ପୋରେସନ(CMC) ପରେ ଏବେ ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ(BMC) ଗଶେଶ ପୂଜା ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି। ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା ପାଇଁ ଅନୁମତି ମିଳିଛି।

cmc
ଗଣେଶ ପୂଜା ପାଇଁ CMCର କଡ଼ା ଗାଇଡ୍‌ଲାଇନ୍‌, ବାଜା ବାଜିବନି କି ଲାଇଟ୍‌ ଲାଗିବନି !

ସେପ୍ଟେମ୍ବର ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି ହେବା ପରେ କଟକ ମ୍ୟୁନିସିପାଲିଟି ପକ୍ଷରୁ ଜାରି ହେଲା ଗଣେଷ ପୂଜା ଗାଇଡ୍‌ ଲାଇନ୍‌ । ପୁରା କଟକ ସହର ପାଇଁ କଡ଼ା ଗଣେଶ ପୂଜା ଗାଇଡଲାଇନ ଜାରି କରିଛି CMC ।