• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fraud

Share Market
ଲୋଭ ହେଲା କାଳ ! ସେୟାର ମାର୍କେଟ୍‌ରେ ଟଙ୍କା ଲଗାଇ ଡବଲ ପାଇବାର ମୋହ କରିଦେଲା କାଙ୍ଗାଳ

କାଳ ହେଲା ସେୟାର ମାର୍କେଟ୍‌ରେ ଟଙ୍କା ଦୁଇଗୁଣାର ମୋହ । ୨୦ ଲକ୍ଷ ହରାଇ ଜୀବନ ହାରିଲେ ବଲାଙ୍ଗିରର ବିନୋଦ ଯାଦବ ।

Baba Sarathi
ପୁଣି ଚର୍ଚ୍ଚାରେ ସାରଥୀଙ୍କ ଆଶ୍ରମ, ଭାଇରାଲ୍ ହେଉଛି ଅନୁଗାମୀଙ୍କ ପୂଜାର୍ଚ୍ଚନା ଭିଡିଓ

ଆଶ୍ରମ ଇଡି ହେପାଜତ୍‌ରେ ଥାଇ ବି କେମିତି ହେଉଛି କାର୍ଯ୍ୟକ୍ରମ ? ପୂର୍ବ ମୁଦ୍ରାକୁ ଫେରିବାକୁ ଅନୁଗାମୀଙ୍କ ଜରିଆରେ ଚାଲ୍ ଚର୍ଚ୍ଚା ।

OLA
OLAକୁ ଝଟ୍‌କା ! ଅଧିକ ଟଙ୍କା ଚାର୍ଜ କରୁଥିଲା, ଏବେ ଫସିଲା..

ଜାବେଜ ସାମୁଏଲ ନାମକ ଏହି ଅଭିଯୋଗକାରୀ କରିଛନ୍ତି ଯେ, ସେ ତାଙ୍କ ପତ୍ନୀ ଏବଂ ଜଣେ ସହକାରୀ ଗତ ୧୯ ଅକ୍ଟୋବର ୨୦୨୧ରେ ଚାରି ଘଣ୍ଟା ପାଇଁ ଏକ ଓଲା କ୍ୟାବ ଭଡ଼ାରେ ନେଇଥିଲେ ।

Fake Police Station
ବିହାରରେ ଦୁର୍ବୃତ୍ତଙ୍କ ଭୟଙ୍କର କାରନାମା, ପ୍ରଶାସନର ନାକ ତଳେ ଚାଲିଥିଲା ନକଲି ଥାନା

ବିହାରରେ ଚାଲିଥିଲା ନକଲି ପୋଲିସ ଷ୍ଟେସନ । ତାହା ପୁଣି ଦିନେ କି ଦୁଇ ଦିନ ନୁହେଁ, ପ୍ରଶାସନର ନାକ ତଳେ ଦୀର୍ଘ ୮ ମାସ ଧରି ଚାଲିଥିଲା ନକଲି ଥାନା । ଆଉ ଲୋକଙ୍କୁ ବି ଲୁଟୁଥିଲେ ଏହି ନକଲି ଥାନାର ନକଲି ଅଧିକାରୀମାନେ ।

3 arrested for duping over Rs 4 crore on pretext of selling Apolo clinic
କ୍ଲିନିକ୍ ବିକ୍ରି ନାଁରେ ୪ କୋଟି ଟଙ୍କା ଠକେଇ

 ବ୍ରହ୍ମପୁର ସହରର ଭାବାନଗରରେ ଥିବା ଆପୋଲୋ କ୍ଲିନିକ୍ ବିକ୍ରି ନାଁରେ ୪ କୋଟି ୬୪ ଲକ୍ଷ ଟଙ୍କା ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।

Crime
ମହିଳା କର୍ମଚାରୀଙ୍କ ନାଁରେ ବଢ଼ୁଛି ଦୁର୍ନୀତି ! ୫ ବର୍ଷରେ ୧୬୮ ଜଣଙ୍କ ଘରେ ରେଡ୍

ରାଜ୍ୟ ସରକାରଙ୍କ ଚାକିରି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥାରେ ମହିଳାଙ୍କ ସଂଖ୍ୟା ଅଧିକ ରହୁଥିବାରୁ ଦୁର୍ନୀତି ତାଲିକାରେ ସେମାନଙ୍କ ନାଁ ବି ଅଧିକ ରହୁଛି ।

Pravat Ranjan Biswal
ଓଡ଼ିଶାରେ ଆକ୍ଟିଭ୍‌ ହେଲା କି ED ? ସି-ସୋର ଲିଙ୍କ୍‌ରେ ପ୍ରଭାତ ବିଶ୍ୱାଳଙ୍କର ସମ୍ପତ୍ତି ଆଟାଚ୍

ଗୁରୁ କନସଲଟାଣ୍ଟସ ସଂସ୍ଥାର ୩ କୋଟି ୯୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ । ପ୍ରଭାତ କହିଲେ ଜମିଜମା ସଂପର୍କିତ ମାମଲା, କୋର୍ଟରେ ପ୍ରମାଣ କରିବି ।

Land Scam
ମୃତ୍ୟୁ ପରେ ଭୂତ ହୋଇ ଜମି ବିକିଦେଲେ ସୁରେନ୍ଦ୍ର, ଏବେ ପୁରା ପରିବାର ଚିନ୍ତାରେ

ଜାଲ ଆଧାର, ଜାଲ ଫଟୋ, ଜାଲ ଦସ୍ତଖତରେ ହେଲା ଜମି କିଣାବିକା ହୋଇଥିବା ଅଭିଯୋଗ ହୋଇଛି ।

Fraud
ଫ୍ରଡ୍ 'ପ୍ରିୟା ଗୁପ୍ତା' ନେଇଗଲା ୨୪ ଲକ୍ଷ ଟଙ୍କା

ଠକଙ୍କ ମାୟା ଜାଲରେ ଫସିଗଲେ ଆଇଟି ପ୍ରଫେସନାଲ୍‌। କାଲିଫର୍ନିଆର ଏମ୍‌ବିବିଏସ୍‌ ଡାକ୍ତର କହି ଲୁଟି ନେଲା ୨୪ ଲକ୍ଷ ଟଙ୍କା। ଏପରି ଅଭିଯୋଗ ଆସିଛି ଭୁବନେଶ୍ୱର ଉପକଣ୍ଠ ଜଟଣୀ ଅଞ୍ଚଳରୁ।

Mid Day Meal Rice Loot
ସ୍କୁଲ ପିଲାଙ୍କ ପେଟକୁ ଲାତ ! ୫୦ କିଲିଆ ବସ୍ତାରୁ ଅଢ଼େଇ କେଜି ଚାଉଳ ଗାଏବ..

ଧରାପଡ଼ିଲା ଚାଉଳ ଓଜନ ପରେ ସତ । ବେଧଡ଼କ୍ ଚାଲିଛି ମଧ୍ୟାହ୍ନ ଭୋଜନ ଚାଉଳ ହରିଲୁଟ୍  । ଉପଜିଲ୍ଲାପାଳ କହିଲେ ଯୋଗାଣ ବିଭାଗକୁ ମାଗିବୁ ରିପୋର୍ଟ ।

Chinese Cyber Criminal
ଚୀନ୍‌ରୁ ଅପରେଟ୍ ହେଉଥିଲା ଲୋନ ଆପ୍‌, ଚାଇନିଜ୍ ନାଗରିକଙ୍କ ବିରୋଧରେ ଲୁକ୍‌ଆଉଟ୍ ସର୍କୁଲାର ଜାରି

ଏହିସବୁ ବେଆଇନ୍ ଲୋନ୍ ଆପ୍‌କୁ ଦେଢ଼ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ୍ କରି ଠକେଇର ଶିକାର ହୋଇଛନ୍ତି ।

420 Tahasildar
ବାଡ଼ ଯଦି ଫସଲ ଖାଏ, ଆଉ ତହସିଲଦାର ଯଦି କରନ୍ତି ଜମି ଚୋରି ! ତେବେ କ’ଣ ହେବ ?

ବଲାଙ୍ଗିର ସହର ଉପକଣ୍ଠ ଧୂମମରା ଗାଁରେ ଥିବା ଆଦର୍ଶ ବିଦ୍ୟାଳୟ ପଛକୁ ଲାଗି ରହିଥିବା ଏକ ମୂଲ୍ୟବାନ ଜମିର ପ୍ରକୃତ ମାଲିକ ହେଉଛନ୍ତି ଧୁମାମରା ଗାଁର ହର୍ଷ ଷାଣ୍ଡ ।

Above 70 Lakhs Fraud
ବ୍ୟାଙ୍କ୍‌ ଖାତା ଅପଡେଟ୍‌ ବେଳେ ଜଣାପଡ଼ିଲା ଚାଞ୍ଚଲ୍ୟକର ତଥ୍ୟ, ଆକାଉଣ୍ଟରୁ ୭୦ ଲକ୍ଷ ଗାଏବ

ମହାବିଦ୍ୟାଳୟ ଜମା ଖାତାରୁ ଗାଏବ ହୋଇଗଲା ୭୦ ଲକ୍ଷରୁ ଅଧିକ ଟଙ୍କା। ବିଭିନ୍ନ ସମୟରେ ମହାବିଦ୍ୟାଳୟକୁ ଆସିଥିବା ସରକାରୀ ଅନୁଦାନ ଟଙ୍କା ବ୍ୟାଙ୍କରେ ଥିବା କଲେଜ ଆକାଉଣ୍ଟରେ ଜମା ହୋଇଥାଏ।

Sim Card
ପ୍ରି-ଆକ୍ଟିଭେଟେଡ୍ ସିମ୍ ମାମଲାରେ ସର୍ଭିସ ପ୍ରୋଭାଇଡର ସଂସ୍ଥା ମୁଖ୍ୟଙ୍କୁ କ୍ରାଇମ୍‌ବ୍ରାଞ୍ଚର ସମନ୍

ପ୍ରିଆକ୍ଟିଭେଟେଡ୍ ସିମ୍ କାରବାର ନେଇ ନଜର ରଖିବାକୁ ସବୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଚଢ଼ାଉ ପାଇଁ ଏସ୍‌ପିମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିର୍ଦ୍ଦେଶ ରହିଛି ।

 Fake doctor Ramesh Swaini
ଯେତେ ଖୋଳିଲେ ସେତେ ନୂଆ କାହାଣୀ, ନକଲି ଡାକ୍ତର ରମେଶ ନାଁରେ ପୁଣି ଦୁଇ ମାମଲା

୬୯ ହଜାର ଟଙ୍କା ଠକେଇ ଅଭିଯୋଗରେ ପାହାଳ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ କାର ନମ୍ବର ରେଜିଷ୍ଟ୍ରେସନ୍‌ ପାଇଁ ଜାଲ୍ ଡକ୍ୟୁମେଣ୍ଟ ଦେଇଥିବାରୁ ସହିଦନଗର ଥାନାରେ ରୁଜୁ ହୋଇଛି ମାମଲା ।

Mehul-Mallya-Nirab
୧୮ ହଜାର କୋଟି ଫେରାଇଛନ୍ତି ମେହୁଲ-ମାଲ୍ୟା-ନୀରବ

କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁସାର ମେହଟ୍ଟା ମଙ୍ଗଳବାର ସୁପ୍ରିମକୋର୍ଟରେ ଦର୍ଶାଇଛନ୍ତି ଯେ, ଦେଶରେ ବର୍ତ୍ତମାନ ମୋଟ ୬୭ ହଜାର କୋଟି ଟଙ୍କାର ଅର୍ଥ ତୋଷାରପାତ ମାମଲା ପଡ଼ିରହିଛି ।

Cyber Crime- SIM Portability & Fraud, Know How To Stay Safe From Fraudsters
Airtelରୁ BSNL କରିବାକୁ ଯାଇଥିଲେ, ଏପଟେ ଆକାଉଣ୍ଟରୁ କଟି ଚାଲିଲା ଟଙ୍କା

Airtel ରୁ BSNL କରିବାକୁ ଯାଇଥିଲେ ଦୋକାନ। OTP ଦିଅନ୍ତୁ ବୋଲି କମ୍ପାନୀରୁ ଆସିଲା ଫୋନ କଲ। ନମ୍ବର ପୋର୍ଟାବିଲିଟି ହେବ କ’ଣ? ଆକାଉଣ୍ଟରୁ କଟିଚାଲିଲା ଲକ୍ଷାଧିକ ଟଙ୍କା...

Land Fraud
ସାବଧାନ ! ଆପଣଙ୍କ ଜମି ଆପଣଙ୍କ ନାଁରେ ଅଛି ତ ? ଏବେ ଜାଲ ଆଧାରକାର୍ଡରେ ହେଉଛି ଜମି ବିକ୍ରି..

ବ୍ରହ୍ମପୁରରେ ମାତିଛନ୍ତି ଜମି ଦଲାଲ । ମୃତ ବ୍ୟକ୍ତିଙ୍କ ନାଁରେ ଡୁପ୍ଲିକେଟ୍ ଆଧାର କାର୍ଡ କରି ବିକୁଛନ୍ତି ଜମି । ଯେଉଁଠି ଘର ଛିଡ଼ା ହୋଇଛି ସେହି ଜାଗାକୁ ଜମି ଡିହ ବୋଲି ଦର୍ଶାଇ ବିକ୍ରି କରାଯାଉଛି ।

Gold Loan Fraud
ସୁନା ବନ୍ଧକ ଋଣ ନାଁରେ ସାଧାରଣ ଲୋକଙ୍କ ତଣ୍ଟିଚିପି ଶୋଷଣ !

ସୁନା ବନ୍ଧକ ଋଣ ନାଁରେ ସାଧାରଣ ଲୋକଙ୍କ ତଣ୍ଟିଚିପି ଶୋଷଣ ! ଗରିବ ଓ ନିରକ୍ଷର ଲୋକଙ୍କୁ ଅଧିକ ଟଙ୍କାର ଲୋଭ ଦେଖାଇ ସେମାନଙ୍କ ସହ ଚଞ୍ଚକତା !

Anubhav Mohanty
କଟକର ଏହି ଘରେ ତିଆରି ହେଉଛି ଜାଲ୍ କାଗଜପତ୍ର ! ଚର୍ଚ୍ଚାରେ ଅନୁଭବ

ସାଂସଦ ଅନୁଭବ ମହାନ୍ତି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ତାହା ପୁଣି ଜାଲ୍ କାଗଜପତ୍ରକୁ ନେଇ । ସେ ନିଜେ କେଉଁଠୁ ପାସ୍ କରିଛନ୍ତି, ତାର ସଠିକ୍ ପ୍ରମାଣ ଦେଇପାରୁନାହାନ୍ତି । ତାଙ୍କ ବାପା ବି ସାର୍ଟିଫିକେଟ୍ ଜାଲିଆତି କରିଥିଲେ । ସେଥିପାଇଁ ନିନ୍ଦିତ ହୋଇଛନ୍ତି । ଏବେ ଅନୁଭବ କହିଲେଣି, ତାଙ୍କ ପତ୍ନୀ ବର୍ଷା ବି କାଗଜପତ୍ର ଜାଲିଆତି କରିଛନ୍ତି ।

Gold Loan Fraud
ବ୍ୟାଙ୍କରେ ଜମା ନକଲି ସୁନା ! ଗ୍ରାହକ କହୁଛନ୍ତି ‘ଆମେ କିଛି ବନ୍ଧକ ରଖିନୁ, କି ଋଣ ନେଇନୁ’

ଏହି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ । ବ୍ୟାଙ୍କର ଗୋଲ୍ଡ ଭ୍ୟାଲୁୟର ବିଜୟ କୁମାର ରଣା ସ୍ଥାନୀୟ ଅଂଚଳର କିଛି ଯୁବକଙ୍କୁ ଗୋଲ୍ଡ ଲୋନ୍ କରାଇ ଦେଇଥିଲେ ।

Lootera
ମୁଣ୍ଡରେ ବନ୍ଧୁକ ଲଗାଇ ସାର୍‌ଙ୍କୁ ଅପହରଣ କଲେ, ୨୦ କିଲୋମିଟର ଯାଏଁ ପିଟି ପିଟି ନେଲେ

ରାଜରାସ୍ତାରେ ହାଇେୱେ ଲୁଟେରାଙ୍କ ଆତଙ୍କରାଜ । ପ୍ରାୟ ୨୦ କିଲୋମିଟର ଯାଏଁ ଅପହରଣ, ଲୁଟ୍ ଉଦ୍ୟମ, ରକ୍ତାକ୍ତ ଆକ୍ରମଣ । ମୁଣ୍ଡରେ ଲଗାଇଲେ ପିସ୍ତଲ, ଟଙ୍କା ନଦେଲେ ଗୁଳି କରିଦେବାକୁ ଧମକ ।

Massive Cooperative Loan Fraud At Cuttack\'s Badamba, Official Suspended
ଚାଷୀଙ୍କ ନାଁରେ ଋଣ ଜାଲିଆତି

କଟକ ବଡ଼ମ୍ବାସ୍ଥିତ ଯୋଡ଼ାମୁ ସେବା ସମବାୟ ସମିତି ସମ୍ପାଦକ ଗୋପାଳ ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ସମବାୟ ଋଣ ଜାଲିଆତି ଅଭିଯୋଗରେ ନିଲମ୍ବନ ।

Loot
ମା’ ଡାକ ଦେଇ ବିଶ୍ୱାସ ଜନ୍ମାଇଲା, ପରେ ଘରେ କଳାକନା ବୁଲାଇଲା ଧରମ ଝିଅ

ଗତ ୨୦୧୭ ମସିହାରେ ସ୍ୱାମୀ ମର୍ଡର କେଶରେ ସମ୍ପୃକ୍ତ ଥାଇ ଜେଲ ଯାଇଥିଲେ ଅଭିଯୁକ୍ତାଜଣକ । ଜେଲ୍‌ରୁ ଫେରିଲା ପରେ କେଶ ଲଢ଼ିବା ପାଇଁ ଟଙ୍କାର ଆବଶ୍ୟକ ଥିବାରୁ ବସଷ୍ଟାଣ୍ଡମାନଙ୍କରେ ଲୋକଙ୍କୁ ଟାର୍ଗେଟ କଲେ ।

Fraud
ଜିନିଷ କିଣିବାକୁ ଆସି ମହିଳାଙ୍କ ସହ ଫଟୋ ଉଠାଇଲେ, ଶେଷରେ କଲେ ଏମିତି କାମ...

ଜିନିଷ କିଣିବାକୁ ଆସି ପ୍ରଥମେ ମହିଳାଙ୍କ ସହ ଫଟୋ ଉଠାଇଥିଲେ। ତେବେ ମହିଳା ଜଣକ ଏହାକୁ ବିରୋଧ କରିବାରୁ ଯୁବକମାନେ ତାଙ୍କ ଠାରୁ ମୋବାଇଲ୍‌ ଛଡ଼ାଇ ନେବା ସହ ଅନ୍‌ଲାଇନ୍‌ରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସାଢେ ୩ ଲକ୍ଷ ଟଙ୍କାର ଶପିଂ କରିଥିଲେ।