ବିମାନ କମ୍ପାନୀ GoFirst ତାର ୧୭ ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି ଅବସରରେ GoFirst ସେମାନଙ୍କ ଯାତ୍ରୀଙ୍କ ପାଇଁ ଦୁଇଟି ବିଶେଷ ଅଫର ଆଣିଛି । ଯାହାଦ୍ୱାରା ଯାତ୍ରୀମାନେ ଅନ୍ୟକିଛି ସୁବିଧା ପାଇବା ସହ ବିମାନ ଯାତ୍ରାର ମଧ୍ୟ ଲାଭ ପାଇପାରିବେ ।
ବେଙ୍ଗାଲୁରୁରେ ପହଞ୍ଚିବା ପରେ ମହିଳାଙ୍କୁ ଗିରଫ କରାଯାଇଛି । ଗିରଫ କରାଯିବା ପରେ ୩୩୬ ଦଫାରେ ମାମଲା ରୁଜୁ କରାଯାଇଛି ।
ମଝି ଆକାଶରେ ପୁଣି ଜଣେ ଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ । ବିମାନ କର୍ମଚାରୀଙ୍କୁ ଆକ୍ରମଣ କଲେ . . .
ମହିଳା ଜଣକ କକ୍ପିଟ୍ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ଯାତ୍ରୀଙ୍କୁ କହୁଥିଲେ, ତୁମେ ସବୁ ମରିବାକୁ ଯାଉଛ ।
ରୁଷିଆ ପ୍ୟାସିଫିକ୍ କୋଷ୍ଟର ମାଗଦନରେ ଅବତରଣ କରିଥାନ୍ତା । କିନ୍ତୁ ହଠାତ୍ ମଝି ଆକାଶରେ ପଛ ଡୋର୍ ଖୋଲିଗଲା ।
ବିଜ୍ଞାପନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବାରୁ ବର୍ଷିଲା ବିଜେପି
ଆପଣମାନେ ଦେଖିଥିବେ ବସ୍ ଓ ଟ୍ରେନ୍ରେ ସିଟ୍ ପାଇଁ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥାଏ। ହେଲେ ଏବେ ଏହି ଝଗଡ଼ା ବିମାନ ଭିତରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।
ସୁଡାନ୍ରୁ ଇଥୋପିଆ ଯାଉଥିବା ଇଥୋପିଆନ୍ ଏୟାରଲାଇନ୍ସର ଫ୍ଲାଇଟ୍ ET-343 ବୋଇଂ 737ରେ ଏହି ଅଘଟଣ ଘଟିଥିଲା ।
ୟୁକ୍ରେନରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଣିବା ପ୍ରୟାସ ଜାରି ରହିଛି। ବିମାନ ଭଡା ଦେଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଆଣୁଛନ୍ତି ଭାରତ ସରକାର। ଏବେ ଜାଣନ୍ତୁ, ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଥରକରେ ସରକାର କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି?
ଗୋଟିଏ ଉଡ଼ାଜାହାଜର ୨ ପାଇଲଟ୍ଙ୍କୁ କାହିଁକି ଦିଆଯାଇଥାଏ ଅଲଗା ଅଲଗା ଖାଇବା? ଏକା ଖାଦ୍ୟ ଖାଇଲେ କଣ ହେବ ଅସୁବିଧା? ଜାଣନ୍ତୁ, ଏହା ପଛର ପ୍ରକୃତ ସତ...
ଅନ୍ତର୍ଜାତୀୟ ବିମାନ ସେବା ଭଳି ଘରୋଇ ବିମାନ ସେବା ଉପରେ ମଧ୍ୟ କଟକଣା ଲାଗିଥିଲା। ସଂକ୍ରମଣ କମିବା ପରେ କିଛି ନିର୍ଦ୍ଦିଷ୍ଟ ରୁଟରେ ବିମାନ ସେବା ଆରମ୍ଭ ହୋଇଥିଲା।
ନୂଆଦିଲ୍ଲୀ : ବିମାନରେ ଯାତ୍ରୀଙ୍କୁ ମିଳିବ ଫୋନରେ କଥାହେବା ସହ ଇଣ୍ଟରନେଟ ବ୍ୟବହାର କରିବା ପାଇଁ ସୁଯୋଗ। ବିମାନରେ ଯାତ୍ରୀଙ୍କୁ ଫୋନ ସେବା ନେଇ ଟେଲିକମ ବିଭାଗ ପକ୍ଷରୁ ମିଳିଛି ଗ୍ରୀନ ସିଗ୍ନାଲ ନିଷ୍ପତ୍ତି। ଫଳରେ ଘରୋଇ କିମ୍ବା ବିଦେଶୀ ବିମାନରେ ଯାତ୍ରା ସମୟରେ ଯାତ୍ରୀଙ୍କୁ ଏହି ସୁବିଧା ମିଳିବ। ଯାତ୍ରୀମାନେ ମୋବାଇଲ ଫୋନରେ କଥା ହୋଇପାରିବା ସହ ଇଣ୍ଟନରେଟ ବ୍ୟବହାର କରିପାରିବେ। ବିମାନ ୩ ହଜାର ମିଟର ଉପରେ ଉଡାଣ ଆରମ୍ଭ କଲେ ଯାତ୍ରୀଙ୍କୁ ଏହି […]