Advertisment

ଦ୍ୱିତୀୟ ବିବାହ କରିବାକୁ ଦୁଇ ପୁଅଙ୍କୁ ରାସ୍ତାରୁ ହଟାଇଲା ବାପା

ପୁତ୍ରହନ୍ତା ପିତା କଲା ପୁଅ ହତ୍ୟାର ସିନ୍ ରିକ୍ରିଏସନ । କେବେଠୁ ଦୁଇ ପୁଅଙ୍କ ହତ୍ୟାର ରଚିଥିଲା ଷଡ଼ଯନ୍ତ୍ର, କେମିତି କରିଥିଲା ମର୍ଡର୍ ସବୁର ଟିକିନିଖି ଚିତ୍ର ଦୋହରାଇଛି ପିଶାଚ ବାପା ।

author-image
Namita Biswal
ଅଦ୍ୟତନ ହୋଇଛି

ପୁତ୍ରହନ୍ତା ପିତା କଲା ପୁଅ ହତ୍ୟାର ସିନ୍ ରିକ୍ରିଏସନ । କେବେଠୁ ଦୁଇ ପୁଅଙ୍କ ହତ୍ୟାର ରଚିଥିଲା ଷଡ଼ଯନ୍ତ୍ର, କେମିତି କରିଥିଲା ମର୍ଡର୍ ସବୁର ଟିକିନିଖି ଚିତ୍ର ଦୋହରାଇଛି ପିଶାଚ ବାପା । ଘରର ସେ ଶିଡ଼ି ଘର ତଳକୁ ନେଇ ସତ ବାହାର କରିଛି ପୋଲିସ । କେବଳ ବାପା ନୁହେଁ, ମମତାର ମୁଖା ପିନ୍ଧିଥିବା ଜେଜେମାଆ ବି ନାତି ହତ୍ୟାର ସେ କଳା କାହାଣୀକୁ ବଖାଣିଛି । ଦ୍ୱିତୀୟ ବିବାହର ଇଚ୍ଛା କିପରି ଜଣେ ବାପାକୁ ସୈତାନ ସଜାଇ ପାରେ, ସେ କଳାଫର୍ଦ୍ଦର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ଟିମ୍ । 

Advertisment
Nayagarh Murder Father Kills Son Crime Scene Recreation
Advertisment
Advertisment