• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Excise Minister

ପିଇଦେଲେ ୧୫ କୋଟି ଲିଟର ବିୟର
ଏ ବର୍ଷ ପିଇଦେଲେ ୧୫ କୋଟିରୁ ଅଧିକ ବଲକ ଲିଟର ବିୟର

ବିଦେଶୀ ହେଉ କି ଦେଶୀ । ରାଜ୍ୟରେ ପ୍ରତିବର୍ଷ ଢକ ଢକ କରି ପିଇ ଯାଉଛନ୍ତି ଲକ୍ଷ ଲକ୍ଷ ଲିଟର ମଦ । ଏଇ ବର୍ଷ ଲୋକେ ପିଇଛନ୍ତି ୧୫ କୋଟି ୩୫ଲକ୍ଷ ୭୨ ବଲକ୍ ଲିଟର ବିୟର ।

ପିଇଦେଲେ ୧୫ କୋଟି ଲିଟର ବିୟର
Alcohol Consumption In Odisha: ରାଜ୍ୟରେ ବଢ଼ିଛି ମଦ ବିକ୍ରି, ଏ ବର୍ଷ ପିଇଦେଲେ ୧୫ କୋଟିରୁ ଅଧିକ ବଲକ ଲିଟର ବିୟର

ବିଦେଶୀ ହେଉ କି ଦେଶୀ । ରାଜ୍ୟରେ ପ୍ରତିବର୍ଷ ଢକ ଢକ କରି ପିଇ ଯାଉଛନ୍ତି ଲକ୍ଷ ଲକ୍ଷ ଲିଟର ମଦ । ଏଇ ବର୍ଷ ଲୋକେ ପିଇଛନ୍ତି ୧୫ କୋଟି ୩୫ଲକ୍ଷ ୭୨ ବଲକ୍ ଲିଟର ବିୟର ।

Liquor
ବିଧାୟକ ସନାତନଙ୍କ ପ୍ରଶ୍ନ: ମଦ୍ୟପମାନଙ୍କୁ ପଞ୍ଜୀକରଣ କରି ବୀମାଭୁକ୍ତ କରାଯାଉ...

 ବିଧାୟକ ସନାତନ ମହାକୁଡ଼ଙ୍କ ଲିଖିତ ପ୍ରଶ୍ନ ଉତ୍ତରରେ ସମ୍ପୂର୍ଣ୍ଣ ନିଶା ନିବାରଣ ନେଇ କୌଣସି ଯୋଜନା ନଥିବା କହିଛନ୍ତି ମନ୍ତ୍ରୀ । ମଦ୍ୟପମାନଙ୍କୁ ପଞ୍ଜୀକରଣ କରି ବୀମାଭୁକ୍ତ କରିବା ବ୍ୟବସ୍ଥା ବି ନାହିଁ’। 

Dance Bar
‘ବର୍ଷକ ଭିତରେ ଚୋରା ମଦ କାରବାର ବନ୍ଦ’

ମଦ ଚୋରା କାରବାର ରୋକିବାକୁ ଚାଲେଞ୍ଜ ଭାବେ ନେଲେ ନୂଆ ସରକାର । ବିଧାନସଭାରେ ଅବକାରୀ ମନ୍ତ୍ରୀଙ୍କ ବଡ଼ ଘୋଷଣା ।

Odisha hooch tragedy:
ଅବକାରୀ ମନ୍ତ୍ରୀଙ୍କ ବଡ଼ ବୟାନ, ଚୋରା ମଦ ଭାଟିରେ ବୁଲିବ ବୁଲ୍‌ଡୋଜର

ବେଆଇନ ମଦ କାରବାର ରୋକିବା ପାଇଁ ସାରା ରାଜ୍ୟରେ ରେଡ୍‌ ଚାଲିଛି। ୨୧୭ଟି ବେଆଇନ ମଦ ଭାଟି ଚିହ୍ନଟ ହୋଇଛି ।

Liquor Shop
ଅବକାରୀ ମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ

ଆସନ୍ତା ବର୍ଷ ଯେଉଁ ମଦନୀତି ହେବ, ସେଥିରେ ଓଡ଼ିଶାରେ ଚୋରାମଦ ବିକ୍ରି ବନ୍ଦ କରିବାକୁ ବାଟ ବାହାର କରାଯିବ ।