ରାଜ୍ୟରେ ମଦ ବିକ୍ରି ବଢିଛି, ଅବକାରୀ ରାଜସ୍ବ ଆୟ ବି ବଢ଼ି ଚାଲିଛି । ଦେଶୀ ହେଉ କି ବିଦେଶୀ, ବର୍ଷକୁ ବର୍ଷ ମଦ ବିକ୍ରି ବଢି ଚାଲିଥିବା ନେଇ ଗୃହରେ ଅବକାରୀ ମନ୍ତ୍ରୀ ତଥ୍ୟ ରଖି କହିଛନ୍ତି ସରକାର ପ୍ରାୟ ୭ ହଜାର ୨୧୭ କୋଟିର ଅବକାରୀ ରାଜସ୍ବ ଆୟ ପାଇଛନ୍ତି । ଏଇ ବର୍ଷ ୧୫ କୋଟିରୁ ଅଧିକ ବଲକ ଲିଟର ବିୟର ଲୋକେ ପିଇଛନ୍ତି । ତେଣେ ଓଡ଼ିଶା ଭଳି ଏକ ଗରିବ ରାଜ୍ୟରେ ୩୨ ପ୍ରତିଶତ ଲୋକ ମଦ୍ୟପାନ କରୁଥିବାକୁ ନେଇ ବଢ଼ିଛି ଚିନ୍ତା ।
Published By: Santosh Kumar Sahoo
Last updated: 07 December 2024, 10:59 PM IST
ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରିଥିଲେ ।