ରାଉରକେଲାର ୟେ ହେଉଛନ୍ତି ଜଣେ ସଫଳ ମହିଳା ଚାଷୀ। ତାଙ୍କ ସ୍ୱାମୀ ଗତବର୍ଷ କରୋନାରେ ଆରପାରିକୁ ଚାଲିଯାଇଛନ୍ତି। ସ୍ୱାମୀଙ୍କର ସ୍ୱପ୍ନ ଥିଲା ଯେ, ସେ ଏକ ସୁନ୍ଦର ଫାର୍ମ ହାଉସ୍ ତିଆରି କରିବେ। ସ୍ୱାମୀଙ୍କ ସ୍ୱପ୍ନକୁ ନିଜେ ପରିଶ୍ରମ କରି ପୂରଣ କଲେ।
Published: Otv Khabar Bureau
Last updated: 05 October 2021, 11:03 AM IST
ସମ୍ବଲପୁର ଜିଲ୍ଲା ମହାନଦୀ କୂଳ ଦଲେଇପଡ଼ା ଘାଟରେ ଚାଲିଛି ଖୋଜାଖୋଜି