Electricity
ବିରି ଆଲୁଅରେ ଭବିଷ୍ୟତ ଗଢ଼ୁଛନ୍ତି ଆଦିବାସୀ ପିଲା । ଦିନକ ପରେ ମାଟ୍ରିକ୍ ପରୀକ୍ଷା । ଦଶମ ଛାତ୍ରଛାତ୍ରୀ ଦିନରାତି ଏକ୍ କରି ପରୀକ୍ଷା ପ୍ରସ୍ତୁତିରେ ବ୍ୟସ୍ତ । ହେଲେ ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକର ଏକ ବସ୍ତିରେ ୩ ମାସ ହେଲା ବିଜୁଳି ନଥିବାରୁ, ପରୀକ୍ଷା ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ସମୟକୁ ଅନ୍ଧାରରେ କଟାଇବାକୁ ବାଧ୍ୟ ହେଉଛନ୍ତି ସେଠାକାର ବୋର୍ଡ ପରୀକ୍ଷାର୍ଥୀ ।
Advertisment
ଚାରିଆଡ଼େ କିଟି କିଟି ଅନ୍ଧାର... ଦୀପ ଜାଳି ମିଞ୍ଜି ମିଞ୍ଜି ଆଲୁଅରେ ଅକ୍ଷର ଚିହ୍ନୁଛନ୍ତି କୁନିକୁନି ପିଲା । ବହିରେ ସିନା 'ଅ'ରେ ଅରଟ, 'ଆ'ରେ ଆତ... ହେଲେ ୩ ମାସ ହେଲା ବିନା ବିଜୁଳିରେ ଚଳୁଥିବା ବସ୍ତିର ପିଲାଙ୍କ ପାଇଁ 'ଅ'ରେ ଅନ୍ଧାର... 'ଆ'ରେ ଆଉଟୁପାଉଟୁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)