Odishas Education Sector Witnesses Positive Transformation
ରାଜ୍ୟରେ ସରକାରୀ ସ୍କୁଲ୍ ପ୍ରତି ବଦଳୁଛି ଧାରଣା, ଫେରୁଛନ୍ତି ପିଲା, କମୁଛି ଡ୍ରପ୍ ଆଉଟ ହାର। ପ୍ରାଥମିକ ସ୍କୁଲରେ ଡ୍ରପ ଆଉଟ୍ ହାର ୧୦ ପ୍ରତିଶତ ତଳକୁ ଖସି ୯.୧୧ରେ ରହିଥିବା ଦର୍ଶାଇଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ୟୁ-ଡାଇଜ୍ ପ୍ଲସ୍ ରିପୋର୍ଟ। ଖାଲି ସେତିକି ନୁହେଁ ୨୦୨୩-୨୪ ଶିକ୍ଷା ବର୍ଷରେ ଲକ୍ଷେରୁ ଅଧିକ ନୂଆ ପିଲା ନାଁ ବି ଲେଖାଇଛନ୍ତି। ଯାହାକୁ ବିଜେଡି, ନିଜ ସରକାର ବେଳର ସଫଳତା କହିଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି- ପୂର୍ବ ସରକାର କେବଳ ସ୍କୁଲ ଘରେ ରଙ୍ଗ ମାରିବା ଛଡ଼ା ଅଧିକ କିଛି ଜାଣିନଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)