ରାଜ୍ୟରେ ସରକାରୀ ସ୍କୁଲ୍ ପ୍ରତି ବଦଳୁଛି ଧାରଣା, ଫେରୁଛନ୍ତି ପିଲା, କମୁଛି ଡ୍ରପ୍ ଆଉଟ ହାର। ପ୍ରାଥମିକ ସ୍କୁଲରେ ଡ୍ରପ ଆଉଟ୍ ହାର ୧୦ ପ୍ରତିଶତ ତଳକୁ ଖସି ୯.୧୧ରେ ରହିଥିବା ଦର୍ଶାଇଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ୟୁ-ଡାଇଜ୍ ପ୍ଲସ୍ ରିପୋର୍ଟ। ଖାଲି ସେତିକି ନୁହେଁ ୨୦୨୩-୨୪ ଶିକ୍ଷା ବର୍ଷରେ ଲକ୍ଷେରୁ ଅଧିକ ନୂଆ ପିଲା ନାଁ ବି ଲେଖାଇଛନ୍ତି। ଯାହାକୁ ବିଜେଡି, ନିଜ ସରକାର ବେଳର ସଫଳତା କହିଥିବା ବେଳେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି- ପୂର୍ବ ସରକାର କେବଳ ସ୍କୁଲ ଘରେ ରଙ୍ଗ ମାରିବା ଛଡ଼ା ଅଧିକ କିଛି ଜାଣିନଥିଲେ।
Published By: Santosh Kumar Sahoo
Last updated: 08 January 2025, 10:52 PM IST
ନାଚୁଛି ଚଇତି ଘୋଡ଼ା... ବାଜୁଛି ବୀରବାଦ୍ୟ ଘୁମୁରା... ପରିବେଶକୁ ଦୁଲୁକାଉଛି ଦୁଲଦୁଲି...। ଓଡ଼ିଶା ମାଟିରେ ପାଦ ଦେଉ ଦେଉ, ନିଜ ପାଦକୁ ରୋକି ପାରୁନାହାନ୍ତି ଅତିଥି ।