• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ed

Archana Nag
ଡ୍ରାଇଭର୍‌ ଚନ୍ଦନ ଓଗାଳିବ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର

ଆଜି ଇଡିରେ ହାଜର ହୋଇଛନ୍ତି ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ।

Archana Nag
ଅର୍ଚ୍ଚନା ମାମଲା: EDର ତନାଘନା

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଲିଙ୍କ୍‌ରେ ED ଜାଲରେ ଆଉ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ । ହନିଟ୍ରାପ୍ କୁଇନଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଟ୍ରାଂଜାକ୍ସନ ଅଭିଯୋଗରେ ହରଡ଼ ଘଣାରେ ବିଜେଡି ବିଧାୟକଙ୍କ ଭାଇ ।

Archana Nag
ଅର୍ଚ୍ଚନା ନାଗଫାଶ ମାମଲା: ED ଜାଲରେ କଲବଲ ପ୍ରଭାବଶାଳୀ, BJD ବିଧାୟକଙ୍କ ଭାଇଙ୍କୁ ଜେରା

ବିଜେଡି ବିଧାୟକ ସୁଧୀର ସାମଲଙ୍କ ବ୍ୟବସାୟୀ ଭାଇ ଗଙ୍ଗାଧର ସାମଲଙ୍କୁ ଜେରା । ୩୦ ଲକ୍ଷ ଟ୍ରାଞ୍ଜାକ୍ସନ୍ ସତ ଜାଣିବାକୁ ଘାଣ୍ଟୁଛି ଇଡି ।

ed
ଇଡିରେ ହାଜର ହେଲେ ବିଜେଡି ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର

ହନିଟ୍ରାପ୍‌ର ଗୁପ୍ତ ସୁଡ଼ଙ୍ଗରେ ଆଉ ଜଣେ ବ୍ୟବସାୟୀ ।

Assembly Session
ଏଥର ଜମିବ ଅଧିବେଶନ ! ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପାଖରେ ଅର୍ଚ୍ଚନା ଅସ୍ତ୍ର

ଚାଷୀ ବହୁଳ ପଦ୍ମପୁରରେ ଉପନିର୍ବାଚନ ଥିବାରୁ ବୀମା, ଇନ୍‌ପୁଟ୍ ସବସିଡିକୁ ବି ମୁଖ୍ୟ ଅସ୍ତ୍ର କରିବ ବିଜେପି । କଂଗ୍ରେସ, ଚାଷୀ ଓ ନାଗଫାସ ସମେତ ଆଇନ୍ ଶୃଙ୍ଖଳା ଓ ଦରଦାମ ବୃଦ୍ଧି ପ୍ରସଙ୍ଗ ବି ଗୃହରେ ଉଠାଇବ ।

Archana Nag
ନାଗଲୋକର ରହସ୍ୟ ଭେଦିବାକୁ ଆକ୍ସନ ମୋଡ୍‌ରେ ED ! ଖୋଳୁଛି ହନିଟ୍ରାପ୍‌ର ଗୁପ୍ତ ସୁଡ଼ଙ୍ଗ

କଳାଧନ ଅର୍ଜନର କଳଙ୍କିତ ଅଧ୍ୟାୟର ଫିଟାଉଛି ଗୁମର । ଅର୍ଚ୍ଚନା ସିଣ୍ଡିକେଟ୍‌ର ସୂତ୍ରଧର ଶ୍ରଦ୍ଧାଞ୍ଜଳିଙ୍କୁ ଇଡିର ଜେରା ।

Archana Nag
ଜୋରଦାର ତଦନ୍ତ ! ଏବେ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବ ED

ଅର୍ଚ୍ଚନାଙ୍କୁ ଆଣି ଶ୍ରଦ୍ଧାଞ୍ଜଳି, ଅକ୍ଷୟ ପରିଜାଙ୍କ ସହ ମିଳିତ ଜେରା ପାଇଁ ଯୋଜନା କରୁଛି ଇଡି ।

Lady Blackmailer
ପ୍ରଭାବଶାଳୀଙ୍କ ଛାତି ଧଡ଼ଧଡ଼: ଅର୍ଚ୍ଚନା ମାମଲାରେ ସମନ ପାଇଥିବା ବଡ଼ବଡ଼ିଆଙ୍କ ହାଜିରା ପ୍ରକ୍ରିୟା ଆରମ୍ଭ

ବ୍ୟବସାୟୀ ଅମିୟକାନ୍ତଙ୍କୁ ୧୦ ଲକ୍ଷର ତଥ୍ୟ ମାଗିଲା ଇଡି । ପ୍ରହ୍ୟୁସର ଅକ୍ଷୟ ପରିଜା ବି ହାଜର । ତେଣେ ଇଡ଼ିକୁ ଓଡ଼ିଶା ପୋଲିସର ଅସହଯୋଗକୁ ନେଇ ଉଠିଲା ପ୍ରଶ୍ନ ।

Akhaya Parija
ଇଡିରେ ହାଜର ହେଲେ ଅକ୍ଷୟ ପରିଜା

ବ୍ଲାକମେଲିଂ, ହନିଟ୍ରାପ୍ ଓ ଅର୍ଥ କାରବାର ମାମଲାରେ ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ।

Archana Nag
କୁଆଡ଼େ ଗଲା କଷ୍ଟଲି ଏଣ୍ଡଭର ? ଅର୍ଚ୍ଚନାର ଦାମୀ କାର ଯିଏ ଲୁଚାଇବ ସେ ବି ଫସିବ...

କାରକୁ ଜାଣିଶୁଣି କେହି ଲୁଚାଇବାରେ ସହଯୋଗ କରୁଥିଲେ ତାଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟଙ୍କ ଜରିଆରେ ପ୍ରକ୍ରିୟା ଆରମ୍ଭ କରିଛି ଇଡି ।

Pradeep Panigrahi
ପ୍ରଦୀପଙ୍କ ସାଂଘାତିକ ଅଭିଯୋଗ, ‘ମୋ ପରିବାରର କିଛି ହେଲେ ମୁଖ୍ୟମନ୍ତ୍ରୀ ଦାୟୀ’

ମରିବାର ଯଦି ଅଛି ମରିବି କିନ୍ତୁ ଡରିବି ନାହିଁ ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ ।

Lady blackmailer case
ଅର୍ଚ୍ଚନା ସମ୍ପତ୍ତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲା ଇଡି

ହନିଟ୍ରାପ୍ କୁଇନର କ୍ୟାପିଟାଲ୍ ଲିଙ୍କ୍ ଏବଂ ବ୍ଲାକମେଲିଂ କରି ବ୍ଲାକମନି ଅର୍ଜନ ପ୍ରସଙ୍ଗରେ ବିଜନେସ୍ ପାର୍ଟନର ଖଗେଶ୍ୱର ପାତ୍ରକୁ ସରୁନି ଜେରା।

Archana Case In ED
ଅର୍ଚ୍ଚନା ମାମଲାରେ ଇଡି ଆରମ୍ଭ କରିବ କି ତଦନ୍ତ ? ୨ଟି ଯାକ FIR ନେଇ କରୁଛି ତର୍ଜମା...

ଇଡିକୁ ଏଫ୍‌ଆଇଆର କପି ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନେଇ ବାଟ ଫିଟିଛି ।

Archana Nag
ହନିଟ୍ରାପ୍‌ ଦମ୍ପତିଙ୍କ ଆକାଉଣ୍ଟକୁ ଖୋଳତାଡ଼ କରିବ ED

ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ ନେତା, ମନ୍ତ୍ରୀ ଏବଂ ବଡବଡିଆଙ୍କଠାରୁ ଆସିଛି କି ଟଙ୍କା ? ତେଣୁ କିଏ କାହିଁକି ଟଙ୍କା ଦେଇଛି, ସେନେଇ ତଦନ୍ତ କରିପାରେ ଇଡି । 

Pradeep panigrahi
ଏଯାଏଁ ଛିଣ୍ଡିନି ଅଡ଼ୁଆ ! EDରେ ହାଜର ହେଲେ ପ୍ରଦୀପଙ୍କ ପତ୍ନୀ

ପୂର୍ବତନ IFS ଅଭୟ ପାଠକଙ୍କ ଅର୍ଥ କାରବାର ମାମଲାରେ ତାଙ୍କୁ ଇଡିରେ ହାଜର ହେବାକୁ ନୋଟିସ ଦିଆଯାଇଥିଲା ।

Sanjay Raut
ଅଗଷ୍ଟ ୪ ଯାଏଁ ED ହେପାଜତରେ ରହିବେ ସଞ୍ଜୟ

ସଞ୍ଜୟଙ୍କୁ ମୁମ୍ବାଇ PMLA କୋର୍ଟ ଅଗଷ୍ଟ ୪ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଛନ୍ତି ଇଡି ....

ED Raid
ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ସ୍କାମ୍, ଓଡ଼ିଶାରେ ଚିଟ୍‌ଫଣ୍ଡ ଦୁର୍ନୀତି

ବହୁଚର୍ଚ୍ଚିତ ପାତ୍ରା ଚଲ୍ ଦୁର୍ନୀତି ଓ ଅର୍ଥ ହେରଫେର ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅଟକ ରଖିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ED Raid
ଆକ୍ସନ୍ ମୋଡ୍‌ରେ ED ! ମହାରାଷ୍ଟ୍ର-ପଶ୍ଚିମବଙ୍ଗ-ଓଡ଼ିଶାରେ ଘାଣ୍ଟୁଛି

ମହାରାଷ୍ଟ୍ରରେ ପାତ୍ରା ଚଲ୍ ସ୍କାମ୍‌ରେ ଶିବସେନା ସାଂସଦ ସଞ୍ଜୟ ରାଉତ ଅଟକ । ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବି ଘାଣ୍ଟୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବିରୋଧୀ ଶିବିରରେ ଛନକା, ଆଣିଲେ ଆକ୍ରୋଶ ଅଭିଯୋଗ ।

ED
ଇଡି ରାଜନୀତି ! କେନ୍ଦ୍ର ସରକାରଙ୍କୁ ଟାଗେର୍ଟ କଲେ ବିଜେଡି-କଂଗ୍ରେସ 

କ୍ଷମତା ଲୋଭୀ ହୋଇ ଏପରି କରାଯାଉଛି । ଇଡିକୁ ବ୍ୟବହାର କରି ଆକ୍ରୋଶମୂଳକ ରାଜନୀତି ହେଉଛି କହିଲା କଂଗ୍ରେସ ।

15cr Cash
ଯେତେ ଖୋଳିଲେ ସେତେ ବାହାରୁଛି; ଅର୍ପିତାଙ୍କ ଘରୁ ଆଉ ୨୦ କୋଟି..

ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପୁଣି ୧୫ କୋଟି ଟଙ୍କା ଜବତ ହୋଇଛି। ଆଜି ଇଡିର ଅଧିକାରୀମାନେ ବେଲଘରିଆ ଟାଉନ କ୍ଲବରେ ଥିବା ଅର୍ପିତାଙ୍କ ଘରେ ରେଡ୍‌ କରି ଏତେ ପରିମାଣର ନଗଦ ଟଙ୍କା ଜବତ କରିଛନ୍ତି। ଏଥିସହ ତାଙ୍କ ଘରୁ ୩ କେଜି ଓଜନର ସୁନା ଅଳଙ୍କାର ମିଳିଛି।

Supreme Court
ଇଡି କ୍ଷମତା ଅକ୍ଷୁର୍ଣ୍ଣ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟଧାରା ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ

ଇଡିର ତଦନ୍ତ, ଗିରଫ କରିବା ଓ ଅନ୍ୟାନ୍ୟ କ୍ଷମତା ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି ।

Sanjay Raut
ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ସମନ କଲା ଇଡି

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଝଟକା ।

After 40 hours of questioning, Rahul Gandhi to be quizzed by ED again today
ବହୁଚର୍ଚ୍ଚିତ ନ୍ୟାସ୍‌ନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲା: ରାହୁଲ ଗାନ୍ଧିଙ୍କୁ ୫ମ ଥର ଜେରା କରିବ ED

ନ୍ୟାସନାଲ ହେରାଲ୍ଡ଼ ଅର୍ଥ ହେରଫେର ମାମଲାରେ ଆଜି ପଞ୍ଚମ ଥର ଲାଗି ଇଡିରେ ହାଜର ହେବେ କଂଗ୍ରେସ ନେତା ରାହୁଲ ଗାନ୍ଧି ।

RAHUL GANDHI
ଲଗାତାର ଦ୍ୱିତୀୟ ଦିନରେ ED କାର୍ଯ୍ୟାଳୟରେ ରାହୁଲ ଗାନ୍ଧି

ଆଜି ହାଜର ପାଇଁ ED ପକ୍ଷରୁ ଗତକାଲି ସମନ୍ ହୋଇଥିଲା