କିମ୍ସ, ହାଇଟେକ୍, ସମ୍ ହସ୍ପିଟାଲରେ EDର ଯାଞ୍ଚ । ରାଉରକେଲା ସହ ଭୁବନେଶ୍ବର ହାଇଟେକ୍ରେ ଯାଞ୍ଚ କରୁଛି ED । NRI କୋଟାରେ ଆଡମିଶନ ନେଇ ଇଡି ପକ୍ଷରୁ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି । କୋଲକାତା EDର ୫ ଜଣିଆ ଟିମ୍ ଏହି ଯାଞ୍ଚରେ ସାମିଲ ହୋଇଥିବା ସୂଚନା ମିଳିଛି । ତେବେ ଇଡି ପକ୍ଷରୁ ହୋଇଥିବା ଯାଞ୍ଚ ନେଇ କିମ୍ସ, ହାଇଟେକ୍ ଓ ସମ୍ ହସ୍ପିଟାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।