• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Earthquake

Turkey-Syria quake toll crosses 5,000
ମୃତ୍ୟୁର ଆଁରୁ ବର୍ତ୍ତିଆସିଥିବା କୁନି ଝିଅ ପଚାରୁଛି- 'ମୋ ମାଆ କାହିଁ?'

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ, ତୁର୍କୀ ଓ ସିରିଆରେ ମୃତ୍ୟୁ ସଂଖ୍ୟା ୮ ଗୁଣ ବୃଦ୍ଧି ପାଇପାରେ।

Earthquake Kills Over 4 thousands In Turkey
ତୁର୍କୀ ଉପରେ ପ୍ରକୃତିର କୋପ: ୨୪ ଘଣ୍ଟାରେ ଭୂକମ୍ପର ୪ ଝଟ୍‌କା, ଗଲାଣି ୪ ହଜାରରୁ ଅଧିକ ଜୀବନ

ତୁର୍କୀରେ ୨୪ ଘଣ୍ଟା ମଧ୍ୟରେ ୪ ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ସୋମବାର ଦିନ ଭୂକମ୍ପର ୩ ଝଟ୍‌କା ଅନୁଭୂତ ହୋଇଥିବା ବେଳେ ଆଜି ପୁଣି ଥରେ ଭୂକମ୍ପ ହୋଇଛି।

Turkey Earthquake
ଭୟଙ୍କର ଭୂ-କମ୍ପ ! ନିମିଷେକେ ଭୁଶୁଡ଼ିଗଲା ଶହ ଶହ କୋଠା, NDRF-ମେଡିକାଲ ଟିମ୍ ପଠାଇବ ଭାରତ 

ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ତୁର୍କୀ ସହ ସିରିୟାରେ ବି ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଛି । ସେଠାରେ ବି ଶତାଧିକ ଲୋକଙ୍କ ଜୀବନ ଯାଇଛି।

Turkey
ଦିନ ସାରା ଥରୁଛି ତୁର୍କୀ, ଗୋଟିଏ ପରେ ଗୋଟିଏ ଭୂ-କମ୍ପ ଝଟ୍‌କା !

ତୁର୍କୀର ପ୍ରମୁଖ ଶିଳ୍ପ ଓ ଉତ୍ପାଦନ ହବ୍ ମଧ୍ୟରୁ ଗାଜିଆଣ୍ଟେପ୍‌ ହେଉଛି ଅନ୍ୟତମ ।

Strong Earthquake Hits In Turkey
ସକାଳୁ ସକାଳୁ ଭୟଙ୍କର ଭୂକମ୍ପ: ୧୦୦ରୁ ଅଧିକ ମୃତ, ଭୁଶୁଡ଼ିଲା ଘର

ଆଜି ସକାଳୁ ସକାଳୁ ଦକ୍ଷିଣ-ପୂର୍ବ ତୁର୍କୀରେ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଫଳରେ ଓସ୍‌ମାନିଆ ପ୍ରଦେଶର ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ ବିଲ୍ଡିଂ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। 

7 killed as earthquake rocks northwest Iran
ରାତିରେ ଭୂକମ୍ପରେ ଥରିଲା ସହର, ଭୟଭୀତ ହୋଇ ଘର ବାହାରକୁ ଚାଲି ଆସିଲେ ଲୋକ...୭ ମୃତ

ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୯ ରେକର୍ଡ କରାଯାଇଥିବା ବେଳେ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ୪୪୦ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି।

earthquake in delhi NCR
ଦିଲ୍ଲୀ ଏନ୍‌ସିଆର ସମେତ ଉତ୍ତର ଭାରତରେ ଭୂକମ୍ପ

ରିକ୍ଟର ସ୍କେଲରେ ଭୂକଂପର ମାତ୍ରା ୫.୮ ବୋଲି ଜଣାପଡ଼ିଛି। 

Earthquake Hits Off The Coast Of Indonesia
ଇଣ୍ଡୋନେସିଆର ସୁମାତ୍ରାରେ ଭୂମିକମ୍ପ, ପଦାକୁ ଦୌଡ଼ିଲେ ଲୋକେ

ଭୂକମ୍ପର କେନ୍ଦ୍ରସ୍ଥଳ ଆଚେ ପ୍ରଦେଶର ସିଙ୍ଗକିଲ ସହରଠାରୁ ୪୮ କିମି ଦୂର।

are there chances of joshi math like incident happen in odisha
ଯୋଶୀ ମଠ ଭଳି ଓଡ଼ିଶାରେ ବିପଦ ଦେଖାଦେବ କି ?

ଉତ୍ତରାଖଣ୍ଡର ଯୋଶୀମଠରେ ଭୂସ୍ଖଳନ ସହ ମାଟି ଦବିବା ପରେ ଏବେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ଓ ଆଶଙ୍କା ଦେଖାଦେଇଛି।

An earthquake in Delhi with a magnitude of 5.9 on the Richter Scale
ଥରିଲା ରାଜଧାନୀ ଦିଲ୍ଲୀ, ଭୟରେ ପଦାକୁ ଚାଲିଆସିଲେ ଲୋକେ

ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୯ ଥିବା ଜଣାପଡ଼ିଛି।

Earthquake In Gajapati District Of Odisha
ଓଡ଼ିଶାରେ ଭୂକମ୍ପ, ୬ ସେକେଣ୍ଡ ପାଇଁ ଥରିଲା ଏହି ଜିଲ୍ଲା

ଓଡ଼ିଶାରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଆଜି ସକାଳ ପ୍ରାୟ ୯ଟା ୪୭ ମିନିଟ୍‌ରେ ପ୍ରାୟ ୫/୬ ସେକେଣ୍ଡ ପାଇଁ ଗଜପତି ଜିଲ୍ଲା  ମୋହନା ଓ ଆର. ଉଦୟଗିରି ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।

Earthquake In Bay of Bengal
ସମୁଦ୍ର ଭିତରେ ହେଲା ଭୂକମ୍ପ

ବଙ୍ଗୋପସାଗରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ୫.୧ ତୀବ୍ରତାର ଭୂକମ୍ପ ଝଟ୍‌କା ନେଇ NCS ସୂଚନା ଦେଇଛି।

Indonesia
ଶକ୍ତିଶାଳୀ ଭୂମିକମ୍ପରେ ଦୋହଲିଲା ଇଣ୍ତୋନେସିଆ; ୪୪ ମୃତ, ୩୦୦ ଆହତ

ଭୂକମ୍ପରେ ଅତି କମରେ ୪୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

Earthquake
ଭୂକମ୍ପ ପୂର୍ବରୁ ଏମାନଙ୍କୁ ଆଗୁଆ ମିଳେ ଆଭାସ, ହେଲେ କାହିଁକି ?

ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୫୭ ମିନିଟ୍‌ରେ ୩ ଦେଶରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା।

6 Killed As Earthquake Hits Nepal
ଭୂକମ୍ପରେ ଥରିଲା ୩ ଦେଶ: ୬ ମୃତ, ଭୟଭୀତ ହୋଇ ଘର ବାହାରକୁ ଚାଲି ଆସିଲେ ଲୋକେ

ଭାରତ, ଚୀନ ଓ ନେପାଳରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୫୭ ମିନିଟ୍‌ରେ ଏହି ୩ ଦେଶରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା।

Mexico Earthquake
ମେକ୍ସିକୋ ପାଇଁ ଅଭିଶପ୍ତ ସେପ୍ଟେମ୍ବର ୧୯

୧୯୮୫ ଓ ୨୦୧୭ ପରେ ଚଳିତ ସେପ୍ଟେମ୍ବର ୧୯ରେ ପୁଣି ଥରିଲା ମେକ୍ସିକୋ

Earthquake
କାହିଁକି ତାଇଓ୍ୱାନ୍ ଏତେ ଭୂକମ୍ପ ପ୍ରବଣ ?

ବିଶେଷଜ୍ଞଙ୍କ ମତରେ ତାଇଓ୍ୱାନ୍ ପ୍ରଶାନ୍ତ ମହାସାଗରୀୟ ଅଗ୍ନିବଳୟ ଉପରେ ରହିଛି ।

Earthquake
ଥରିଲା ତାଇୱାନ୍‌; ଭୁଶୁଡି ପଡ଼ିଲା ବଡ଼ ବଡ଼ ଅଟ୍ଟାଳିକା

ତାଇୱାନ୍‌ର କିଛି ଅଞ୍ଚଳରେ କେତେକ ଘର ଭୁଶୁଡି ପଡିଥିବା ବେଳେ ଆଉ କିଛି ସ୍ଥାନରେ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳିଛି ।

7.0 Magnitude Earthquake Hits Northern Philippines
ସକାଳୁ ସକାଳୁ ଭୟଙ୍କର ଭୂକମ୍ପ: ଭୁଶୁଡ଼ିଲା ଘର, ଭୟରେ ଘର ବାହାରକୁ ଚାଲି ଆସିଲେ ଲୋକେ

ଆଜି ସକାଳୁ ସକାଳୁ ଫିଲିପାଇନ୍ସ(Philippines)ରେ ଭୂକମ୍ପ(Earthquake)ର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରେକର୍ଡ କରାଯାଇଛି।

Earthquake In Afghanistan
ଭୟଙ୍କର ଭୂକମ୍ପ: ଭୟରେ ଘର ବାହାରକୁ ଚାଲି ଆସିଲେ ଲୋକେ, ୨୫୦ରୁ ଅଧିକ ମୃତ

ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଏଥିରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି।

Tsunami warning in Indian Ocean
ଭୟଙ୍କର ଭୂକମ୍ପ ଝଟ୍‌କା, ଆସିପାରେ ସୁନାମୀ

ପୂର୍ବ ତିମୋର ଉପକୂଳରେ ଏକ ଭୟଙ୍କର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଏହି ବଡ଼ ଧରଣର ଭୂକମ୍ପ ଯୋଗୁ ଭାରତ ମହାସାଗରରେ ସୁନାମୀ ଆସିପାରେ। 

Earthquake In Indonesia
ସକାଳୁ ସକାଳୁ ଥରାଇ ଦେଲା ଭୂକମ୍ପ, ଭୟଭୀତ ଲୋକେ

ଥରିଲା ଇଣ୍ଡୋନେସିଆ। ମଙ୍ଗଳବାର ସକାଳୁ ସକାଳୁ ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପର ଝଟ୍‌କା ଏତେ ଜୋର ଥିଲା ଯେ ଭୟଭୀତ ହୋଇ ଲୋକମାନେ ଘର ବାହାରକୁ ଚାଲି ଆସିଥିଲେ।

Earthquake In Odisha
ଥରିଲା ଓଡ଼ିଶା, ୪ ଜିଲ୍ଲାରେ ଭୂକମ୍ପ

ରାଜ୍ୟର ୪ ଜିଲ୍ଲାରେ ଆଜି ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଆଜି ସକାଳ ୧୧ଟା ୧୯ରେ  ଗଞ୍ଜାମ, ନୟାଗଡ଼, ଫୁଲବାଣୀ ଓ ବୌଦ୍ଧ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଛି।

Earthquake In Japan
ଆସିଲା, ଥରିଲା; ନେଲା ଜୀବନ...ଅନ୍ଧାରରେ ୨ କୋଟି ଘର

ବଡ଼ଧରଣର ଭୂକମ୍ପ ଝଟ୍‌କାରେ ଥରିଲା ଜାପାନ। ଟୋକିଓ ଠାରୁ ୨୯୭ କି.ମି. ଦୂର ଉତ୍ତରପୂର୍ବ ଦିଗରେ ଏହା କେନ୍ଦ୍ରୀଭୂତ ହୋଇଥିବା ଜଣାପଡ଼ିଛି। ଏହି ଶକ୍ତିଶାଳୀ ଭୂକମ୍ପରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।