• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Earthquake

Earthquake death toll tops 33,000, Turkey
ପ୍ରଳୟଙ୍କାରୀ ଭୂକମ୍ପରେ ତୁର୍କୀ ଛାରଖାର, ଧ୍ୱଂସାବଶେଷ ତଳେ ଏବେ ବି ରାହା ଖୋଜୁଛି ଜୀବନ

ପ୍ରଳୟଙ୍କାରୀ ଭୂକମ୍ପରେ ଛାରଖାର ହୋଇଯାଇଛି ତୁର୍କୀ ଓ ସିରିୟା। କେବଳ ତୁର୍କୀରେ ୩୦ ହଜାର ଉପରେ ମୃତ୍ୟୁ ସଂଖ୍ୟା।

Turkey
ପ୍ରଳୟ ପଞ୍ଝାରେ ଛାରଖାର ତୁର୍କୀ-ସିରିୟା ! ମୃତ୍ୟୁ ସଂଖ୍ୟା ୫୦ ହଜାର ପାର୍...

ଅସହ୍ୟ ଥଣ୍ଡାରେ କଲବଲ ବିପନ୍ନ । ଭଗ୍ନାବଶେଷ ତଳୁ ୫ଦିନ ପରେ ଜୀବନ୍ତ ଉଦ୍ଧାର ହେଲା ନବଜାତ ଶିଶୁ ।

Talcher
ଖଣିରେ ବାଲି ଭର୍ତ୍ତି ହେଉନି, କେବଳ ଚିଠିରେ ଚାଲିଛି ଖେଳ...ବିପଦରେ ତାଳଚେର

ତାଳଚେର ଅନୁଗୁଳ-ମେରାମଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ (ତାମଡ଼ା) ଓ ଏମ୍ସିଏଲ୍ ମଧ୍ୟରେ ଭୁଗର୍ଭ କୋଇଲା ଖଣିରେ ବାଲି ଭର୍ତ୍ତି କରିବାକୁ ନେଇ ଚିଠିରେ ଖେଳ ଚାଲିଛି । ଆଉ ସହରବାସୀଙ୍କ ଉପରେ ଘନେଇବାରେ ଲାଗିଛି ବିପଦ।

Earthquake
ତୁର୍କୀ-ସିରିଆ ଭଳି ଭୂ-କମ୍ପ ଜୋନ୍‌ରେ ଭାରତର ଏହି ୧୧ ସହର...

ଭାରତରେ ଏମିତି କିଛି ସ୍ଥାନ ରହିଛି ଯେଉଁଠି ଅଧିକ ଭୂ-କମ୍ପ ଅନୂଭୂତ ହୋଇଥାଏ ।

Turkey Earthquake
ତୁର୍କୀରେ ପ୍ରକୃତିର ତାଣ୍ଡବ ! ମାଟିରେ ମିଶିଯାଇଛି କୋଠାବାଡ଼ି, ଚାପି ହୋଇ ରହିଛି ଶହ ଶହ ଜୀବନ

ଏନଡିଆରଏଫ୍ ଓ ମେଡିକାଲ ଟିମ୍ ପଠାଇଲା ଭାରତ । ତୁର୍କୀରେ ପହଞ୍ଚିଲା ବାୟୁସେନାର ସ୍ୱତନ୍ତ୍ର ବିମାନ ।

Turkey-Syria quake toll crosses 5,000
ମୃତ୍ୟୁର ଆଁରୁ ବର୍ତ୍ତିଆସିଥିବା କୁନି ଝିଅ ପଚାରୁଛି- 'ମୋ ମାଆ କାହିଁ?'

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆକଳନ କରିଛି ଯେ, ତୁର୍କୀ ଓ ସିରିଆରେ ମୃତ୍ୟୁ ସଂଖ୍ୟା ୮ ଗୁଣ ବୃଦ୍ଧି ପାଇପାରେ।

Earthquake Kills Over 4 thousands In Turkey
ତୁର୍କୀ ଉପରେ ପ୍ରକୃତିର କୋପ: ୨୪ ଘଣ୍ଟାରେ ଭୂକମ୍ପର ୪ ଝଟ୍‌କା, ଗଲାଣି ୪ ହଜାରରୁ ଅଧିକ ଜୀବନ

ତୁର୍କୀରେ ୨୪ ଘଣ୍ଟା ମଧ୍ୟରେ ୪ ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ସୋମବାର ଦିନ ଭୂକମ୍ପର ୩ ଝଟ୍‌କା ଅନୁଭୂତ ହୋଇଥିବା ବେଳେ ଆଜି ପୁଣି ଥରେ ଭୂକମ୍ପ ହୋଇଛି।

Turkey Earthquake
ଭୟଙ୍କର ଭୂ-କମ୍ପ ! ନିମିଷେକେ ଭୁଶୁଡ଼ିଗଲା ଶହ ଶହ କୋଠା, NDRF-ମେଡିକାଲ ଟିମ୍ ପଠାଇବ ଭାରତ 

ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ତୁର୍କୀ ସହ ସିରିୟାରେ ବି ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଛି । ସେଠାରେ ବି ଶତାଧିକ ଲୋକଙ୍କ ଜୀବନ ଯାଇଛି।

Turkey
ଦିନ ସାରା ଥରୁଛି ତୁର୍କୀ, ଗୋଟିଏ ପରେ ଗୋଟିଏ ଭୂ-କମ୍ପ ଝଟ୍‌କା !

ତୁର୍କୀର ପ୍ରମୁଖ ଶିଳ୍ପ ଓ ଉତ୍ପାଦନ ହବ୍ ମଧ୍ୟରୁ ଗାଜିଆଣ୍ଟେପ୍‌ ହେଉଛି ଅନ୍ୟତମ ।

Strong Earthquake Hits In Turkey
ସକାଳୁ ସକାଳୁ ଭୟଙ୍କର ଭୂକମ୍ପ: ୧୦୦ରୁ ଅଧିକ ମୃତ, ଭୁଶୁଡ଼ିଲା ଘର

ଆଜି ସକାଳୁ ସକାଳୁ ଦକ୍ଷିଣ-ପୂର୍ବ ତୁର୍କୀରେ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଫଳରେ ଓସ୍‌ମାନିଆ ପ୍ରଦେଶର ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୪ ବିଲ୍ଡିଂ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି। 

7 killed as earthquake rocks northwest Iran
ରାତିରେ ଭୂକମ୍ପରେ ଥରିଲା ସହର, ଭୟଭୀତ ହୋଇ ଘର ବାହାରକୁ ଚାଲି ଆସିଲେ ଲୋକ...୭ ମୃତ

ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୯ ରେକର୍ଡ କରାଯାଇଥିବା ବେଳେ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ୪୪୦ ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି।

earthquake in delhi NCR
ଦିଲ୍ଲୀ ଏନ୍‌ସିଆର ସମେତ ଉତ୍ତର ଭାରତରେ ଭୂକମ୍ପ

ରିକ୍ଟର ସ୍କେଲରେ ଭୂକଂପର ମାତ୍ରା ୫.୮ ବୋଲି ଜଣାପଡ଼ିଛି। 

Earthquake Hits Off The Coast Of Indonesia
ଇଣ୍ଡୋନେସିଆର ସୁମାତ୍ରାରେ ଭୂମିକମ୍ପ, ପଦାକୁ ଦୌଡ଼ିଲେ ଲୋକେ

ଭୂକମ୍ପର କେନ୍ଦ୍ରସ୍ଥଳ ଆଚେ ପ୍ରଦେଶର ସିଙ୍ଗକିଲ ସହରଠାରୁ ୪୮ କିମି ଦୂର।

are there chances of joshi math like incident happen in odisha
ଯୋଶୀ ମଠ ଭଳି ଓଡ଼ିଶାରେ ବିପଦ ଦେଖାଦେବ କି ?

ଉତ୍ତରାଖଣ୍ଡର ଯୋଶୀମଠରେ ଭୂସ୍ଖଳନ ସହ ମାଟି ଦବିବା ପରେ ଏବେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟ ଓ ଆଶଙ୍କା ଦେଖାଦେଇଛି।

An earthquake in Delhi with a magnitude of 5.9 on the Richter Scale
ଥରିଲା ରାଜଧାନୀ ଦିଲ୍ଲୀ, ଭୟରେ ପଦାକୁ ଚାଲିଆସିଲେ ଲୋକେ

ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୯ ଥିବା ଜଣାପଡ଼ିଛି।

Earthquake In Gajapati District Of Odisha
ଓଡ଼ିଶାରେ ଭୂକମ୍ପ, ୬ ସେକେଣ୍ଡ ପାଇଁ ଥରିଲା ଏହି ଜିଲ୍ଲା

ଓଡ଼ିଶାରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଆଜି ସକାଳ ପ୍ରାୟ ୯ଟା ୪୭ ମିନିଟ୍‌ରେ ପ୍ରାୟ ୫/୬ ସେକେଣ୍ଡ ପାଇଁ ଗଜପତି ଜିଲ୍ଲା  ମୋହନା ଓ ଆର. ଉଦୟଗିରି ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।

Earthquake In Bay of Bengal
ସମୁଦ୍ର ଭିତରେ ହେଲା ଭୂକମ୍ପ

ବଙ୍ଗୋପସାଗରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ୫.୧ ତୀବ୍ରତାର ଭୂକମ୍ପ ଝଟ୍‌କା ନେଇ NCS ସୂଚନା ଦେଇଛି।

Indonesia
ଶକ୍ତିଶାଳୀ ଭୂମିକମ୍ପରେ ଦୋହଲିଲା ଇଣ୍ତୋନେସିଆ; ୪୪ ମୃତ, ୩୦୦ ଆହତ

ଭୂକମ୍ପରେ ଅତି କମରେ ୪୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

Earthquake
ଭୂକମ୍ପ ପୂର୍ବରୁ ଏମାନଙ୍କୁ ଆଗୁଆ ମିଳେ ଆଭାସ, ହେଲେ କାହିଁକି ?

ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୫୭ ମିନିଟ୍‌ରେ ୩ ଦେଶରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା।

6 Killed As Earthquake Hits Nepal
ଭୂକମ୍ପରେ ଥରିଲା ୩ ଦେଶ: ୬ ମୃତ, ଭୟଭୀତ ହୋଇ ଘର ବାହାରକୁ ଚାଲି ଆସିଲେ ଲୋକେ

ଭାରତ, ଚୀନ ଓ ନେପାଳରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୫୭ ମିନିଟ୍‌ରେ ଏହି ୩ ଦେଶରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା।

Mexico Earthquake
ମେକ୍ସିକୋ ପାଇଁ ଅଭିଶପ୍ତ ସେପ୍ଟେମ୍ବର ୧୯

୧୯୮୫ ଓ ୨୦୧୭ ପରେ ଚଳିତ ସେପ୍ଟେମ୍ବର ୧୯ରେ ପୁଣି ଥରିଲା ମେକ୍ସିକୋ

Earthquake
କାହିଁକି ତାଇଓ୍ୱାନ୍ ଏତେ ଭୂକମ୍ପ ପ୍ରବଣ ?

ବିଶେଷଜ୍ଞଙ୍କ ମତରେ ତାଇଓ୍ୱାନ୍ ପ୍ରଶାନ୍ତ ମହାସାଗରୀୟ ଅଗ୍ନିବଳୟ ଉପରେ ରହିଛି ।

Earthquake
ଥରିଲା ତାଇୱାନ୍‌; ଭୁଶୁଡି ପଡ଼ିଲା ବଡ଼ ବଡ଼ ଅଟ୍ଟାଳିକା

ତାଇୱାନ୍‌ର କିଛି ଅଞ୍ଚଳରେ କେତେକ ଘର ଭୁଶୁଡି ପଡିଥିବା ବେଳେ ଆଉ କିଛି ସ୍ଥାନରେ କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳିଛି ।