• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Earthquake

Earthquake in Morocco
ମରୋକ୍କୋରେ ଭୂକଂପର ତାଣ୍ଡବଲୀଳା; ମୃତ୍ୟୁସଂଖ୍ୟା ୨ ହଜାର ପାର୍

ଧ୍ୱଂସାବଶେଷ ତଳେ ଏବେ ବି ଅନେକ ଦବି ରହିଥିବା ଆଶଙ୍କା କରାଯାଉଛି ।

earthquake
ଭୟଙ୍କର ଭୂମିକମ୍ପରେ ୮୨୦ ଜଣଙ୍କ ଜୀବନ ଗଲାଣି, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା

ଧ୍ୱଂସାବଶେଷ ତଳେ ଫସିଛନ୍ତି ହଜାର ହଜାର ଲୋକ, ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ପାଇଁ ଉଦ୍ୟମ

Earthquake strikes in Bali Sea Indonesia
ସକାଳୁ ସକାଳୁ ସମୁଦ୍ର ଭିତରେ ଶକ୍ତିଶାଳୀ ଭୂକମ୍ପ

ସମୁଦ୍ର ଭିତରେ ଶକ୍ତିଶାଳୀ ଭୂକମ୍ପ। ଆଜି ଭୋର ୪ଟା ସମୟରେ ଭୂକମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୦ ଥିଲା। ଇଣ୍ଡୋନେସିଆର ବାଲି ଏବଂ ଲମ୍ବୋକ୍ ଦ୍ୱୀପପୁଞ୍ଜର ଉତ୍ତରରେ ଥିବା ସମୁଦ୍ରରେ ଶକ୍ତିଶାଳୀ ଭୂକମ୍ପ ହୋଇଥିବା ସୂଚନା ମିଳିଛି।

Back To Back 3 Earthquakes Hit Jaipur
ଅଧ ଘଣ୍ଟାରେ ୩ ଥର ଭୂକମ୍ପ ଝଟ୍‌କା, ଭୟଭୀତ ଲୋକେ...

ଗୋଟିଏ ପରେ ଗୋଟିଏ ଲଗାତାର ୩ଥର ଭୂକମ୍ପରେ ଥରିଲା ଜୟପୁର। ଭୋର୍ ୪ଟା ୯ରୁ ସାଢ଼େ ୪ଟା ମଧ୍ୟରେ ୩ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। 

Earthquake
ଆମେରିକା ଆଲାସ୍କାରେ ଶକ୍ତିଶାଳୀ ଭୂକଂପ ଝଟକା

ଆମେରିକାରେ ଅନୁଭୂତ ହୋଇଛି ଶକ୍ତିଶାଳୀ ଭୂକମ୍ପ।

Earthquake tremors felt in Delhi and parts of north India
ଭୂକମ୍ପରେ ଥରିଲା ଦିଲ୍ଲୀ, ଭୟରେ ଘର ବାହାରକୁ ଚାଲି ଆସିଲେ ଲୋକେ

ଆଜି ଅପରାହ୍ଣରେ ଦିଲ୍ଲୀ ଏବଂ ଉତ୍ତର ଭାରତର କିଛି ଅଞ୍ଚଳରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୫.୭ ରେକର୍ଡ କରାଯାଇଛି।

2 Earthquakes Hit Nepal
ଦେଢ଼ ଘଣ୍ଟାରେ ୨ ଥର ଭୂକମ୍ପରେ ଥରିଲା, ଭୟରେ ଘର ବାହାରକୁ ଚାଲି ଆସିଲେ ଲୋକେ

ଦେଢ଼ ଘଣ୍ଟା ଭିତରେ ୨ ଥର ଭୂକମ୍ପରେ ଥରିଲା ନେପାଳ। ଗତକାଲି ବିଳମ୍ବିତ ରାତିରେ ନେପାଳରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି।

Baba Bhenga
ଆସୁଛି ବଡ଼ ବିପଦ ! ଭାରତକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ

ତୁର୍କୀ ଏବଂ ସିରିୟା ପରେ ଏବେ ଏସିଆରେ ସେହିଭଳି ଏକ ବଡ଼ ଧରଣର ଭୁ-କମ୍ପ ହେବ ବୋଲି ଆଶଙ୍କା କରାଯାଇଛି ।

TV Anchor
Video: ଭୂକମ୍ପରେ ଥରୁଥିଲେ, ତଥାପି ଭୟ କରି ନଥିଲେ..ନ୍ୟୁଜ୍‌ ପଢ଼ିବା ଜାରି ରଖିଥିଲେ

ପାକିସ୍ତାନର ମଶ୍ରିକ୍‌ ଟିଭିରେ ଭୂକମ୍ପ ସମ୍ପର୍କିତ ବ୍ରେକିଂ ନ୍ୟୁଜ୍‌ କ୍ୟାମେରା ସାମ୍ନାରେ ପଢ଼ୁଥିବା ବେଳେ ଜଣେ ଆଙ୍କର ଭୂକମ୍ପ ଯୋଗୁ ଥରୁଥିବା ଦେଖିବାକୁ ମିଳିଛି। ହେଲେ ଏଥିରେ ଭୟଭୀତ ନହୋଇ ଆଙ୍କର ଜଣକ ସେମିତି ନ୍ୟୁଜ୍‌ ପଢ଼ିବା ଜାରି ରଖିଥିଲେ।

Delhi Earthquake
ଦିଲ୍ଲୀରେ ପୁଣି ଭୁ଼କମ୍ପ ଝଟ୍‌କା, ଘରୁ ବାହାରି ଆସିଲେ ଲୋକେ

ଭୁ-କମ୍ପର ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୫ ରହିଥିଲା । ସେପଟେ ଜମ୍ମୁକାଶ୍ମୀରରେ ମଧ୍ୟ ଭୂକମ୍ପର ଝଟକା । ଆଫଗାନିସ୍ତାନ ଥିଲା ଭୂକମ୍ପର କେନ୍ଦ୍ର ।

Ecuador Earthquake
ଭୂମିକମ୍ପରେ ଥରିଲା ଇକ୍ୱାଡର୍ : ୧୫ ମୃତ

ପ୍ରଳୟଙ୍କାରୀ ଭୂମିକମ୍ପରେ ଥରିଲା ଇକ୍ୱାଡର୍ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରେକର୍ଡ କରାଯାଇଛି ।

Earthquake
ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂକମ୍ପ; ଜାରି ହେଲା ସୁନାମୀ ଆଲର୍ଟ

ସମୁଦ୍ର ଭିତରେ ଭୂକମ୍ପ ହୋଇଥବାରୁ ଏବେ ଏହାକୁ ନେଇ ସୁନାମୀ ଆଲର୍ଟ ଜାରି ହୋଇଛି ।

Earthquake Hits In Koraput
ସକାଳୁ ସକାଳୁ ଥରିଲା କୋରାପୁଟ

ଆଜି ସକାଳୁ ସକାଳୁ କୋରାପୁଟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୮ ରେକର୍ଡ କରାଯାଇଛି।

Earthquake Hits In China
ତୁର୍କୀ ପରେ ଚୀନରେ ଆସିଲା ବଡ଼ ଧରଣର ଭୂକମ୍ପ

ତୁର୍କୀ ପରେ ଚୀନରେ ବଡ଼ ଧରଣର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ସୀମାନ୍ତ ଜିନଜିଆଙ୍ଗ ଓ ତାଜିକିସ୍ତାନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା।

Turkey Earthquake
ତୁର୍କୀରେ ପୁଣି ଭୂକମ୍ପ ! ଦୁଇ ଦୁଇ ଥର ଥରିଲା...

ଲଗାତାର ଭାବେ ଦୁଇଟି ଝଟ୍‌କା ଅନୁଭୂତ । ୬.୪ ଓ ୫.୮ ତୀବ୍ରତାର ଦୁଇଟି ଭୂକଂପ ଝଟ୍‌କା।

Pakistan- Turkey
କି ଅବସ୍ଥା ! ବର୍ଷେ ତଳର ତୁର୍କୀର ରିଲିଫ୍‌କୁ ନୂଆ ପ୍ୟାକେଟ୍‌ରେ ତାକୁ ହିଁ ରିଲିଫ୍ ଦେଲା ପାକିସ୍ତାନ

ଜାତୀୟ ଓ ଅନ୍ତର୍ଜାତୀୟ ଗଣମାମଧ୍ୟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ନିକଟରେ ଭୂକମ୍ପ କ୍ଷତିଗ୍ରସ୍ତ ତୁର୍କୀକୁ ରିଲିଫ୍ ସାମଗ୍ରୀ ପଠାଇଥିଲା ପାକିସ୍ତାନ ।

A heart-wrenching sight from Turkey
ତୁର୍କୀରୁ ଆସିଲା ହୃଦୟ ଥରା ଦୃଶ୍ୟ; କନ୍ଦେଇଲା କୁନି ପୁଅର କଥା

ତୁର୍କୀ-ସିରିଆରେ ହୋଇଥିବା ଭୂକମ୍ପର କରୁଣ ପରିସ୍ଥିତି। କେଉଁଠି ପୂରା ପରିବାର ମାଟିରେ ମିଶିଯାଇଛି ତ ପୁଣି କିଏ ବାପା-ମା ଛେଉଣ୍ଡ ହୋଇଯାଇଛି। ସେହିପରି କିଏ ବିଧବା ହୋଇଯାଇଛି ତ ପୁଣି କିଏ ନିଃସନ୍ତାନ ହୋଇ ଆଖିରୁ ଲୁହ ଗଡଉଛି। ଏବେ ଏକ କୁନି ପୁଅର କଥା ସମସ୍ତଙ୍କ ଆଖିକୁ କରୁଛି ଛଳଛଳ।

Turkey Earthquake
୩୬ ହଜାର ପାର୍‌ ମୃତ୍ୟୁସଂଖ୍ୟା ! ସପ୍ତାହକ ପରେ ବି ମୃତ୍ୟୁ ଉପତ୍ୟକାରେ ମିଳୁଛି ଜୀବନ

ଏତେ ଦିନ ପରେ ଜୀବନକୁ ନେଇ ଆଶ୍ଚର୍ଯ୍ୟ ଚକିତ ଉଦ୍ଧାରକାରୀ ଦଳ ।

Earthquake Will Occur In India Afghanistan And Pakistan Predicts Dutch Researcher
ଭବିଷ୍ୟବାଣୀ- ଭାରତ ସମେତ ୩ ଦେଶକୁ ଆସିପାରେ ଏହି ବଡ଼ ବିପଦ !

ତୁର୍କୀରେ ବଡ଼ଧରଣର ଭୂକମ୍ପ ଆସିବାର ୩ ଦିନ ପୂର୍ବରୁ ନେଦରଲ୍ୟାଣ୍ଡର ଜଣେ ଗବେଷକ ଏହାର ଭବିଷ୍ୟବାଣୀ କରିଥିଲେ। ଯାହାକି ପରେ ସତ ସାବ୍ୟସ୍ତ ହୋଇଥିଲା। ଏବେ ସେ ଆଉ ଏକ ଭବିଷ୍ୟବାଣୀ କରିଛନ୍ତି।

Earthquake death toll tops 33,000, Turkey
ପ୍ରଳୟଙ୍କାରୀ ଭୂକମ୍ପରେ ତୁର୍କୀ ଛାରଖାର, ଧ୍ୱଂସାବଶେଷ ତଳେ ଏବେ ବି ରାହା ଖୋଜୁଛି ଜୀବନ

ପ୍ରଳୟଙ୍କାରୀ ଭୂକମ୍ପରେ ଛାରଖାର ହୋଇଯାଇଛି ତୁର୍କୀ ଓ ସିରିୟା। କେବଳ ତୁର୍କୀରେ ୩୦ ହଜାର ଉପରେ ମୃତ୍ୟୁ ସଂଖ୍ୟା।

Turkey
ପ୍ରଳୟ ପଞ୍ଝାରେ ଛାରଖାର ତୁର୍କୀ-ସିରିୟା ! ମୃତ୍ୟୁ ସଂଖ୍ୟା ୫୦ ହଜାର ପାର୍...

ଅସହ୍ୟ ଥଣ୍ଡାରେ କଲବଲ ବିପନ୍ନ । ଭଗ୍ନାବଶେଷ ତଳୁ ୫ଦିନ ପରେ ଜୀବନ୍ତ ଉଦ୍ଧାର ହେଲା ନବଜାତ ଶିଶୁ ।

Talcher
ଖଣିରେ ବାଲି ଭର୍ତ୍ତି ହେଉନି, କେବଳ ଚିଠିରେ ଚାଲିଛି ଖେଳ...ବିପଦରେ ତାଳଚେର

ତାଳଚେର ଅନୁଗୁଳ-ମେରାମଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ (ତାମଡ଼ା) ଓ ଏମ୍ସିଏଲ୍ ମଧ୍ୟରେ ଭୁଗର୍ଭ କୋଇଲା ଖଣିରେ ବାଲି ଭର୍ତ୍ତି କରିବାକୁ ନେଇ ଚିଠିରେ ଖେଳ ଚାଲିଛି । ଆଉ ସହରବାସୀଙ୍କ ଉପରେ ଘନେଇବାରେ ଲାଗିଛି ବିପଦ।

Earthquake
ତୁର୍କୀ-ସିରିଆ ଭଳି ଭୂ-କମ୍ପ ଜୋନ୍‌ରେ ଭାରତର ଏହି ୧୧ ସହର...

ଭାରତରେ ଏମିତି କିଛି ସ୍ଥାନ ରହିଛି ଯେଉଁଠି ଅଧିକ ଭୂ-କମ୍ପ ଅନୂଭୂତ ହୋଇଥାଏ ।

Turkey Earthquake
ତୁର୍କୀରେ ପ୍ରକୃତିର ତାଣ୍ଡବ ! ମାଟିରେ ମିଶିଯାଇଛି କୋଠାବାଡ଼ି, ଚାପି ହୋଇ ରହିଛି ଶହ ଶହ ଜୀବନ

ଏନଡିଆରଏଫ୍ ଓ ମେଡିକାଲ ଟିମ୍ ପଠାଇଲା ଭାରତ । ତୁର୍କୀରେ ପହଞ୍ଚିଲା ବାୟୁସେନାର ସ୍ୱତନ୍ତ୍ର ବିମାନ ।