ଶୁକ୍ରବାର ରାତି ପ୍ରାୟ ୧୧ଟା ୩୨ । ସମସ୍ତେ ଖାଇ ପିଇ ନିଶ୍ଚିନ୍ତରେ ଶୋଇଥିବା ବେଳେ ହଠାତ୍ ଯେମିତି ଚେଇଁ ଉଠିଥିଲା ପ୍ରକୃତି । ଥରି ଉଠିଥିଲା ପାହାଡି ଦେଶ ନେପାଳ । ମଧ୍ୟରାତ୍ରରେ ପ୍ରକୃତିର ତାଣ୍ଡବ । ପୁଣି ଭୂକମ୍ପର ଭୟଙ୍କର ଝଟକା । ଏଥର ତୀବ୍ରତା ଥିଲା ୬.୪। ଶକ୍ତିଶାଳୀ, ଧ୍ୱଂସକାରୀ । ସ୍ଥଳଭାଗରୁ ପ୍ରାୟ ୧୦ କିଲୋମିଟର ତଳେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ ।
ଗତକାଲି ରାତି ପ୍ରାୟ ୧୧ଟା ୩୨ରେ ଭୂକଂପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୪ ।
ଗତକାଲି ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା। ଆମେରିକୀୟ ଭୂଗର୍ଭୀୟ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନର ହେରାତ ସହରଠୁ ୪୦ କିଲୋମିଟର ଉତ୍ତର-ପଶ୍ଚିମରେ ଏହି ଶକ୍ତିଶାଳୀ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା।
ହେରାତ ସହର ଠାରୁ ୪୦ କିଲୋମିଟର ଦୂର ଉତ୍ତର-ପଶ୍ଚିମ ଦିଗରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଚିହ୍ନଟ ହୋଇଛି
ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬ ଦଶମିକ ୨ ରହିଥିବା ସୂଚନା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଅନୁସାରେ ଆଜି ୨ଟା ୫୧ ମିନିଟରେ ୪୦ ସେକେଣ୍ଡରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି ।
ଗୁଗୁଲ ଦୁଇ ପ୍ରକାର ଆଲର୍ଟ କରିଥାଏ । ଗୋଟିଏ ହେଲା, ସାବାଧାନ ରୁହ ଓ ଅନ୍ୟଟି ଆକ୍ସନ ନିଅ ।
ଧ୍ୱଂସାବଶେଷ ତଳେ ଏବେ ବି ଅନେକ ଦବି ରହିଥିବା ଆଶଙ୍କା କରାଯାଉଛି ।
ଧ୍ୱଂସାବଶେଷ ତଳେ ଫସିଛନ୍ତି ହଜାର ହଜାର ଲୋକ, ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ପାଇଁ ଉଦ୍ୟମ
ସମୁଦ୍ର ଭିତରେ ଶକ୍ତିଶାଳୀ ଭୂକମ୍ପ। ଆଜି ଭୋର ୪ଟା ସମୟରେ ଭୂକମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୭.୦ ଥିଲା। ଇଣ୍ଡୋନେସିଆର ବାଲି ଏବଂ ଲମ୍ବୋକ୍ ଦ୍ୱୀପପୁଞ୍ଜର ଉତ୍ତରରେ ଥିବା ସମୁଦ୍ରରେ ଶକ୍ତିଶାଳୀ ଭୂକମ୍ପ ହୋଇଥିବା ସୂଚନା ମିଳିଛି।
ଗୋଟିଏ ପରେ ଗୋଟିଏ ଲଗାତାର ୩ଥର ଭୂକମ୍ପରେ ଥରିଲା ଜୟପୁର। ଭୋର୍ ୪ଟା ୯ରୁ ସାଢ଼େ ୪ଟା ମଧ୍ୟରେ ୩ଥର ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା।
ଆଜି ଅପରାହ୍ଣରେ ଦିଲ୍ଲୀ ଏବଂ ଉତ୍ତର ଭାରତର କିଛି ଅଞ୍ଚଳରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୫.୭ ରେକର୍ଡ କରାଯାଇଛି।
ଦେଢ଼ ଘଣ୍ଟା ଭିତରେ ୨ ଥର ଭୂକମ୍ପରେ ଥରିଲା ନେପାଳ। ଗତକାଲି ବିଳମ୍ବିତ ରାତିରେ ନେପାଳରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି।
ତୁର୍କୀ ଏବଂ ସିରିୟା ପରେ ଏବେ ଏସିଆରେ ସେହିଭଳି ଏକ ବଡ଼ ଧରଣର ଭୁ-କମ୍ପ ହେବ ବୋଲି ଆଶଙ୍କା କରାଯାଇଛି ।
ପାକିସ୍ତାନର ମଶ୍ରିକ୍ ଟିଭିରେ ଭୂକମ୍ପ ସମ୍ପର୍କିତ ବ୍ରେକିଂ ନ୍ୟୁଜ୍ କ୍ୟାମେରା ସାମ୍ନାରେ ପଢ଼ୁଥିବା ବେଳେ ଜଣେ ଆଙ୍କର ଭୂକମ୍ପ ଯୋଗୁ ଥରୁଥିବା ଦେଖିବାକୁ ମିଳିଛି। ହେଲେ ଏଥିରେ ଭୟଭୀତ ନହୋଇ ଆଙ୍କର ଜଣକ ସେମିତି ନ୍ୟୁଜ୍ ପଢ଼ିବା ଜାରି ରଖିଥିଲେ।
ଭୁ-କମ୍ପର ରିକ୍ଟର ସ୍କେଲ୍ରେ ତୀବ୍ରତା ୫.୫ ରହିଥିଲା । ସେପଟେ ଜମ୍ମୁକାଶ୍ମୀରରେ ମଧ୍ୟ ଭୂକମ୍ପର ଝଟକା । ଆଫଗାନିସ୍ତାନ ଥିଲା ଭୂକମ୍ପର କେନ୍ଦ୍ର ।
ପ୍ରଳୟଙ୍କାରୀ ଭୂମିକମ୍ପରେ ଥରିଲା ଇକ୍ୱାଡର୍ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରେକର୍ଡ କରାଯାଇଛି ।
ସମୁଦ୍ର ଭିତରେ ଭୂକମ୍ପ ହୋଇଥବାରୁ ଏବେ ଏହାକୁ ନେଇ ସୁନାମୀ ଆଲର୍ଟ ଜାରି ହୋଇଛି ।
ଆଜି ସକାଳୁ ସକାଳୁ କୋରାପୁଟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୮ ରେକର୍ଡ କରାଯାଇଛି।
ତୁର୍କୀ ପରେ ଚୀନରେ ବଡ଼ ଧରଣର ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ସୀମାନ୍ତ ଜିନଜିଆଙ୍ଗ ଓ ତାଜିକିସ୍ତାନରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା।
ଲଗାତାର ଭାବେ ଦୁଇଟି ଝଟ୍କା ଅନୁଭୂତ । ୬.୪ ଓ ୫.୮ ତୀବ୍ରତାର ଦୁଇଟି ଭୂକଂପ ଝଟ୍କା।
ଜାତୀୟ ଓ ଅନ୍ତର୍ଜାତୀୟ ଗଣମାମଧ୍ୟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ନିକଟରେ ଭୂକମ୍ପ କ୍ଷତିଗ୍ରସ୍ତ ତୁର୍କୀକୁ ରିଲିଫ୍ ସାମଗ୍ରୀ ପଠାଇଥିଲା ପାକିସ୍ତାନ ।
ତୁର୍କୀ-ସିରିଆରେ ହୋଇଥିବା ଭୂକମ୍ପର କରୁଣ ପରିସ୍ଥିତି। କେଉଁଠି ପୂରା ପରିବାର ମାଟିରେ ମିଶିଯାଇଛି ତ ପୁଣି କିଏ ବାପା-ମା ଛେଉଣ୍ଡ ହୋଇଯାଇଛି। ସେହିପରି କିଏ ବିଧବା ହୋଇଯାଇଛି ତ ପୁଣି କିଏ ନିଃସନ୍ତାନ ହୋଇ ଆଖିରୁ ଲୁହ ଗଡଉଛି। ଏବେ ଏକ କୁନି ପୁଅର କଥା ସମସ୍ତଙ୍କ ଆଖିକୁ କରୁଛି ଛଳଛଳ।
ଏତେ ଦିନ ପରେ ଜୀବନକୁ ନେଇ ଆଶ୍ଚର୍ଯ୍ୟ ଚକିତ ଉଦ୍ଧାରକାରୀ ଦଳ ।
ତୁର୍କୀରେ ବଡ଼ଧରଣର ଭୂକମ୍ପ ଆସିବାର ୩ ଦିନ ପୂର୍ବରୁ ନେଦରଲ୍ୟାଣ୍ଡର ଜଣେ ଗବେଷକ ଏହାର ଭବିଷ୍ୟବାଣୀ କରିଥିଲେ। ଯାହାକି ପରେ ସତ ସାବ୍ୟସ୍ତ ହୋଇଥିଲା। ଏବେ ସେ ଆଉ ଏକ ଭବିଷ୍ୟବାଣୀ କରିଛନ୍ତି।