Doctor Sleeping In Meerut
ଏର୍ମଜେନ୍ସୀ ୱାର୍ଡରେ ଛଟପଟ ହେଉଥିଲେ ରୋଗୀ । କିନ୍ତୁ ଏସି ସାମ୍ନାରେ ଟେବୁଲ ଉପରେ ଗୋଡ଼ ରଖି ଶୋଇଥିଲେ ଡାକ୍ତର ବାବୁ । ଚିକିତ୍ସା ପାଇଁ ବାରମ୍ବାର ଗୁହାରୀ କରୁଥିଲେ ପରିବାର ଲୋକ । ହେଲେ କୁମ୍ଭକର୍ଣ୍ଣ ନିଦରେ ଶୋଇଥିବା ଡାକ୍ତରଙ୍କୁ ପଡ଼ିଲାନି କିଛି ଫରକ । ଶେଷରେ ଅଧିକ ରକ୍ତଶ୍ରାବ ଯୋଗୁଁ ଆହତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)