ଭଗବତ୍ କଥା ଶୁଣିବାକୁ ଯାଇ ଆଉ ଫେରିଲେ ନାହିଁ ଦମ୍ପତି .. .କିଏ ମାରିଦେଲା ନା ଆତ୍ମହତ୍ୟା କଲେ . .?
ଘରେ କେହି ନଥିବାର ସୁଯୋଗ ନେଇ ଯୁବକ ଜଣକ ଘରେ ପଶି ଯୁବତୀଙ୍କ ଉପରେ କିରାସିନ ଢ଼ାଳି ତାଙ୍କୁ ଜାଳି ଦେଇଛନ୍ତି ।
ମାଆ ଅନ୍ତେ ବାପା ଘରର ସବୁକିଛି । ଯଦି ସେହି ବାପା ରାକ୍ଷସ ପାଲଟିବ, ତେବେ କ’ଣ ହେବ ପରିସ୍ଥିତି ? ନିଜ ଜଲନ୍ମକଲା ପୁଅକୁ କଲବଲ କରି ମାରିଦେଲା ବାପା ।
ଅଭିଯୁକ୍ତ ସ୍ୱାମୀ ନିରଞ୍ଜନ ଦାସକୁ ପୋଲିସ ଅଚକ ରଖିଛି । ଗତକାଲି ଘରେ କେହି ନଥିବା ବେଳେ ନିରଞ୍ଜନ ପ୍ରଥମେ ରଙ୍ଗବତୀକୁ ମାଡ଼ ମାରିଥିଲେ । ପରେ ତାଙ୍କ ଦେହରେ କିରାସିନି ଢାଳି ଝିଅନ୍ତା ଜାଳି ଦେଇଥିବା କଙ୍କଡାହାଡ଼ ଥାନାରେ ଅଭିଯୋଗ ହୋଇଛି ।
୨୬ ବର୍ଷିୟ ଜଣେ ଯୁବକ ତାଙ୍କ ବନ୍ଧୁମାନଙ୍କ ସହ ମଦ୍ୟପାନ କରିବା ପରେ ଏହି କାଣ୍ଡ ଭିଆଇଛି ଅଭିଯୁକ୍ତ । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ରାଉତହାଟ ଜିଲ୍ଲାର ଗୁଜରା ମୁନିସିପାଲିଟିରେ ଏହି କାଣ୍ଡ ଘଟିଥିବାବେଳେ ଗୁରୁତର ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଭାଲେଣ୍ଟାଇନ ୱିକରେ ଭିଲେନ୍ ସାଜିଲା ପ୍ରେମିକ । ଦିଲ୍ଲୀରେ ଚର୍ଚ୍ଚିତ ଶ୍ରଦ୍ଧା ୱାକର୍ ହତ୍ୟା ମାମଲାର ହେଲା ପୁନରାବୃତ୍ତି । ସେଠି ଶ୍ରଦ୍ଧାଙ୍କୁ ୩୫ ଖଣ୍ଡ କରି ଫ୍ରିଜରେ ରଖିଥିଲା ଅଭିଯୁକ୍ତ ଅଫତାବ ପୁନାୱାଲା । ଆଉ ଏବେ ସାମ୍ନାକୁ ଆସିଥିବା ନିକ୍କି ଯାଦବ ହତ୍ୟାକାଣ୍ଡରେ ପ୍ରେମିକା ଅର୍ଥାତ୍ ନିକ୍କିକୁ ମାରି ଫ୍ରିଜରେ ଭର୍ତ୍ତି କରିଛି ସୈତାନ ପ୍ରେମିକ ସାହିଲ ଗେହଲ
ମହାରାଷ୍ଟ୍ରରେ ବି ପ୍ରେମିକାକୁ ମାରି ବେଡ୍ ବକ୍ସରେ ଲୁଚାଇଥିଲା ପ୍ରେମିକ
ଦିଲ୍ଲୀ ପୋଲିସ୍ ସୋମବାର ଜଣେ ୨୨ ବର୍ଷର ଯୁବକଙ୍କୁ ଗିରଫ କରିଛି, ଯିଏ ତାଙ୍କ ବାପାଙ୍କ ଗୁଳି ଭର୍ତ୍ତି ବନ୍ଧୁକକୁ ନେଇ ଏକ ପାର୍ଟିକୁ ଯାଇଥିଲେ। ଆଉ ତା ପରେ...
ସମ୍ପତ୍ତି ପାଇଁ ଶ୍ୱଶୁରଙ୍କୁ ନିର୍ଘାତ ମାଡ଼ ! ରାସ୍ତାକୁ ଘୋଷାଡ଼ି ଆଣିବା ପରେ ଛାତି ଉପରେ ବସି ପଡ଼ିଲା ନୃଶଂସ ବୋହୂ
ଆପଣ ଅନେକ ପ୍ରକାର ଚୋରି ବିଷୟରେ ଜାଣିଥିବେ। ବ୍ରିଜ୍ ଚୋରି, ରାସ୍ତାକଡ ବିଦ୍ୟୁତ ଖୁଣ୍ଟ ଚୋରି, ଗଛ ଚୋରି, ଏଟିଏମ୍ ଚୋରି ଆଦି ଘଟଣା ଶୁଣିଥିବେ। କେବେ ଶୁଣିଛନ୍ତି କି ରାସ୍ତା ଚୋରି ହେବା କଥା। ଦେଖନ୍ତୁ କେଉଁଠି ଓ କେମିତି ହୋଇଛି…
ମୋଡ ନେଲା ଇଂଜିନିୟରିଂ ଛାତ୍ର ନିଖୋଜ ମାମଲା। କୁଖାତ ଜାମତାରା ଗ୍ୟାଙ୍ଗ୍ ସହ ରାଜଧାନୀର ଇଂଜିନିୟରିଂ ଛାତ୍ରଙ୍କ ଲିଙ୍କ୍। ପୋଲିସ୍ ଉଠେଇ ନେଇଥିବା ୪ ଛାତ୍ରଙ୍କ ମଧ୍ୟରୁ ୨ ଜଣ କୁଖ୍ୟାତ ଜାମତାରା ଗ୍ୟାଙ୍ଗ୍ ଲିଙ୍କ୍ରେ ଥିବା ଜାଣିବାକୁ ପାଇଛି ସମ୍ବଲପୁର ପୋଲିସ୍।
ପୁଅର ପ୍ରେମ ପାଇଁ ଦଣ୍ଡ ପାଇଲା ମା’ । ତାମିଲନାଡୁର ବିରୁଦ୍ଧୁନଗର ଜିଲ୍ଲା ଅନ୍ତର୍ଗତ ବାଗାଇକୁଲମ ଗାଁରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା । ପୁଅ ଗାଁରେ ରହୁଥିବା ଅନ୍ୟ ଜାତିର ଝିଅକୁ ନେଇ ଫେରାର ହୋଇ ଯିବାରୁ କିଛି ଲୋକ ତା ମାଆ କୁ ଖୁଣ୍ଟରେ ବାନ୍ଧି ପ୍ରବଳ ମାଡ଼ ମାରିଛନ୍ତି।
ଆଗରୁ କେବଳ ଗୁଇନ୍ଦାଗିରିରେ ସୀମିତ ଥିଲା ହନି ଟ୍ରାପ୍। ଏବେ ଚୋରି, ଠକେଇ ଏବଂ ଅନ୍ୟ ଅପରାଧ ପାଇଁ ବ୍ୟବହାର ହେଲାଣି ଏହି ଟ୍ରିକ୍। ଘରେ ବସି ସୁନ୍ଦରୀ ଯୁବତୀଙ୍କ ସହାୟତାରେ କୋଟି କୋଟି ଟଙ୍କା ଚୂନ ଲଗାଇବାରେ ହନି ଟ୍ରାପକୁ ବହୁଳ ବ୍ୟବହାର ସାମ୍ନାକୁ ଆସୁଛି। ଯାହା ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ପୋଲିସ ପାଇଁ ସାଜିବାକୁ ଯାଉଛି ବଡ଼ ଚ୍ୟାଲେଞ୍ଜ୍।
ଦୁର୍ଗନ୍ଧକୁ ଖୋଜି ଖୋଜି ଏକ ମୃତଦେହ ପାଖରେ ପହଞ୍ଚିଛି ପୋଲିସ। ଫ୍ରିଜ ଭିତରୁ ଜବତ କରିଛି ଏହି ମୃତ ଦେହ । ପୋଲିସ ଯାଞ୍ଚରୁ ଜଣାପଡ଼ିଛି, ନାତି ନିଜ ଜେଜେବାପାଙ୍କ ମୃତ ଦେହକୁ ଫ୍ରିଜ ଭିତରେ ରଖିଥିଲା।
ଭୋପାଳ: ବିବାହ ପାଇଁ ବିୟୁଟି ପାର୍ଲରରେ ମେକ୍ଅପ୍ ନେଉଥିବା ବେଳେ ଜଣେ ଯୁବତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବତୀଙ୍କ ବୟସ ୨୫ ବର୍ଷ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ରବିବାର ରତଲାମ ଜିଲ୍ଲାର ରାଜାପୁର ଗାଁର ଜଣେ ଯୁବତୀଙ୍କ ବିବାହ ନାଗଦାର ଜଣେ ଯୁବକଙ୍କ ସହ ହେବାର ଥିଲା। ବିବାହ ସନ୍ଧ୍ୟାରେ ଥିବାବେଳେ ସକାଳେ ସମ୍ପୃକ୍ତ ଯୁବତୀ ଜଣକ ଭଉଣୀଙ୍କ ସହ ମେକଅପ୍ […]