ଚା କରୁଥିଲା ସ୍ତ୍ରୀ, ସ୍ବାମୀ ମାରିଦେଲା ଗୁଳି ! ବୁର୍ଖା ନପିନ୍ଧି ସ୍ତ୍ରୀ ବାହାରକୁ ଚାଲିଯିବାରୁ ସହିପାରିଲାନି ସ୍ବାମୀ। ପ୍ରବଳ ଗାଳିକଲା ଶେଷକୁ ଗୁଳିମାରିଦେଲା । ମା’କୁ ଗୁଳିମାରି ଦୁଇ ଝିଅଙ୍କୁ ବି ହତ୍ୟା କରିଦେଲା ନିଷ୍ଠୁର ବାପା । ଖାଲି ମାରିଲାନି, ୯ ଫୁଟ୍ ଗାତ ତଳେ ପୋତିଦେଲା ସ୍ତ୍ରୀ ଆଉ ୨ ଝିଅଙ୍କୁ । ୫ ଛୁଆଙ୍କ ବାପାର ବର୍ବର କାଣ୍ଡ। ବୁର୍ଖା ପାଇଁ ତ୍ରିପଲ ମର୍ଡର ! ଉତ୍ତରପ୍ରଦେଶ ସାମଲୀ ଜିଲ୍ଲାରେ ଭୟଙ୍କର ଘଟଣା। ଏ ହେଉଛି ସେହି ସ୍ବାମୀ ଯିଏ ତା ସ୍ତ୍ରୀର ମୁଣ୍ଡକୁ ଗୁଳି ମାରି ନିର୍ମମ ଭାବେ ହତ୍ୟା କରିଛି। ଖାଲି ସ୍ତ୍ରୀ ନୁହେଁ ଗୁଳି ଶବ୍ଦରେ ନିଦରୁ ଉଠି ମା’ ମା’ ଡାକ ଛାଡୁଥିବା ଦୁଇ ଝିଅଙ୍କୁ ବି ଛାଡ଼ିନି ଏ ବାପା।
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)