ମାଗଣା ପ୍ରିକସନ୍ ଡୋଜ୍ ଘୋଷଣା ପରେ ଟିକାକରଣ କେନ୍ଦ୍ରରେ ନାହିଁ ନଥିବା ଭିଡ଼....
ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ ନେଇ କାଉଡିଆମାନଙ୍କୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ....
ଅଫଲାଇନ୍ରେ ଟିକା ମିଳୁନଥିବା ଅଭିଯୋଗ । ମେଡିକାଲ୍ କର୍ମଚାରୀଙ୍କୁ ଅଟକ ରଖିଲେ ଲୋକେ ।
ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା....
ରାଜ୍ୟରେ କାୟା ମେଲାଉଛି କରୋନା.. ଦିନକରେ ୧୦୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ...
ରାଜ୍ୟରେ ଆଜିଠୁ ୧୮ ପ୍ଲସଙ୍କୁ ମାଗଣାରେ ମିଳିବ କରୋନାର ପ୍ରିକସନ୍ ଡୋଜ୍....
ରାଜ୍ୟରେ ଘାଏଁ ଘାଏଁ ବଢ଼ୁଛି କରୋନା ମିଟର । ରାଜ୍ୟରେ ଆଜି ୮ଶହ ପାର କଲା ଦୈନିକ କୋଭିଡ୍ ପଜିଟିଭ୍ ସଂଖ୍ୟା....
ଗତ କିଛି ଦିନ ହେଲା ସଂକ୍ରମଣର ୫ଶହ ଟ୍ରେଣ୍ଡ ଜାରି ରହିଥିବାବେଳେ ଆଜି ହଠାତ୍ ଲମ୍ବା ଡିଆଁ ମାରି ପହଞ୍ଚିଛି ୭୪୩ରେ ।
ଜୁଲାଇ ୧୫ ତାରିଖରୁ ୭୫ଦିନ ଚାଲିବ ବୁଷ୍ଟର ଡୋଜ୍ ଅଭିଯାନ । ରଥଯାତ୍ରା ପରେ ସାଢ଼େ ୭ଶହ ମୁହାଁ ଦୈନିକ ସଂକ୍ରମଣ ।
ଠେଲା ଜଳଖିଆ, ଚା, ଲସି, ଗୁପଚୁପ୍ ଦୋକାନୀଙ୍କୁ ଭିଡ଼ କରିବା ମନା
କୋଭିଡ୍ ସଂକ୍ରମଣରେ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନକୁ ଫେରିବା ପରେ ଏବେ ଚିନ୍ତାରେ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ।
ଗୋଟଟିଏ କଲେଜ୍ରୁ ୨୭ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ହୋଇଥିବା ସୂଚନା...
ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା ଆକ୍ରାନ୍ତ ସଂଖ୍ୟା...
ଓମିକ୍ରନ୍ର ନୂଆ ସବ୍ ଭାରିଆଣ୍ଟ ଠାବ । ଭାରତ ସହ ୧୦ଟି ଦେଶରେ ନୂଆ ଭାରିଆଣ୍ଟ ଠାବ ।
ଜନଗହଳି ପୂର୍ଣ୍ଣ ସ୍ଥାନରେ ଯଦି କେହି ମାସ୍କ ପିନ୍ଧି ନଥିବେ ତେବେ ତାଙ୍କ ବିରୋଧରେ ଗ୍ରହଣ କରାଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ସେମାନଙ୍କଠାରୁ ଆଦାୟ ହେବ ୫୦୦ ଟଙ୍କା ଜରିମାନା ।
ରାଜ୍ୟରେ ପୁଣି ୩୦୦ ପାର କଲା ପଜିଟିଭ୍ । ୨୪ ଘଣ୍ଟାରେ ୩୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ୨୪ ଘଣ୍ଟାରେ ୩୪୬ ନୂଆ ଆକ୍ରାନ୍ତ ଚିହ୍ନଟ । କେବଳ ଖୋର୍ଦ୍ଧା ଓ କଟକରୁ ଦୈନିକ ସଂକ୍ରମଣର ୭୦% ଚିହ୍ନଟ ।
ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ...୨୪ ଘଣ୍ଟାରେ ଆଉ ୩୪୬ ଆକ୍ରାନ୍ତ ଚିହ୍ନଟ...
ରାଜ୍ୟରେ କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା । ରଥଯାତ୍ରା ଯୋଗୁଁ କୋଭିଡ ବଢିଛି କି ନାହିଁ ୧୦/୧୫ ଦିନରେ ଜଣାପଡ଼ିବ ।
୧୮ ଓ ତଦୁର୍ଦ୍ଧ ପ୍ରାପ୍ତ ବୟସ୍କଙ୍କ ପାଇଁ ଅନୁମତି । ୨ରୁ ୮ ଡିଗ୍ରୀ ସେଲସିୟସରେ ରହୁଥିବା ପ୍ରଥମ କୋଭିଡ୍ ଭ୍ୟାକ୍ସିନ୍ ।