ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ବେଳେ ସତର୍କ ରୁହ। ମାସ୍କ ପିନ୍ଧ, ସାମାଜିକ ଦୂରତା ରଖ।
କେତେକ ଦେଶରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି । ଚୀନ୍ ଓ ଜାପାନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି ।
ବଢିଲା ଚିନ୍ତା। ଓଡିଶାକୁ ଆସିଲା କରୋନାର ନୂଆ ଭାରିଏଣ୍ଟ...ବଡ ଖତରନାକ୍ ଏହି ଭାରିଏଣ୍ଟ
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି ।
ମହାମାରୀ ବିଶେଷଜ୍ଞଙ୍କ ଚେତାବନୀ । ପୁଣି ଲକ୍ଷ ଲକ୍ଷ ଲୋକ କରୋନାରେ ଜୀବନ ହରାଇ ପାରନ୍ତି ।
ଚୀନରେ ପୁଣି ହାହାକାର । ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ ।
କଟକଣା କୋହଳ ପରେ ସଂକ୍ରମଣ ବଢୁଛି
ପୂର୍ବରୁ ବିଭିନ୍ନ ଦେଶ ଓ ଭିନ୍ନ ଭିନ୍ନ ବୈଜ୍ଞାନିକ ବହୁବାର ଏଭଳି ଦାବି କରି ଆସୁଥିବା ବେଳେ ଏ ସନ୍ଦେହକୁ ଏବେ ସତ ବୋଲି କହିଛନ୍ତି ଉହାନ ଗବେଷଣା କେନ୍ଦ୍ରରେ ଗବେଷଣା କରୁଥିବା ଆମେରିକୀୟ ବୈଜ୍ଞାନିକ ଆଣ୍ଡ୍ର୍ୟୁ ହଫ୍ସ ।
ହଫ୍ଙ୍କ ଦ୍ୱାରା ଲିଖିତ ପୁସ୍ତକ ଦ ଟ୍ରୁଥ୍ ଏବାଉଟ୍ ଉହାନ ପୁସ୍ତକରେ ଏନେଇ ଉଲ୍ଲେଖ କରିଛନ୍ତି।
କୋଭିଡ୍ ମୃତ୍ୟୁ ତଥ୍ୟ; ସରକାର କୌଣସି ତଥ୍ୟ ଲୁଚାଇ ନାହାନ୍ତି ବୋଲି କହିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ
ରାଜ୍ୟ ସରକାରଙ୍କ ତଥ୍ୟକୁ ମାନିବାକୁ ବିରୋଧୀ ନାରାଜ । ଶ୍ୱେତପତ୍ର ଆଣିବାକୁ ବିଜେପିର ଦାବି । ରାଜ୍ୟ ସରକାରଙ୍କୁ କଂଗ୍ରେସ ବି କଲା ଟାର୍ଗେଟ୍ ।
୨୦୨୦ରୁ ଏଯାବତ୍ କୋଭିଡ୍ ନେଇଛି ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ। ତେବେ ଆଜି ପର୍ଯ୍ୟନ୍ତ ସରକାର କାହିଁକି ତଥ୍ୟ ଲୁଚାଇଥିଲେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।
ମସ୍ତିଷ୍କର ଫ୍ରୋଣ୍ଟାଲ ଲୋବ୍ ଓ ବ୍ରେନ୍ ଷ୍ଟେମ୍ ଅଧିକ ପ୍ରଭାବିତ ହେବା ଆଶଙ୍କା
କିଛି ଦିନର ବ୍ୟବଧାନ ପରେ ଚୀନକୁ ପୁଣି ଫେରିଛି କରୋନା। ଫଳରେ ଚୀନର ସବୁଠୁ ବଡ଼ ଜିଲ୍ଲା ବାଇୟୁନ୍ରେ ଲକ୍ଡାଉନ୍ କଟକଣା ଲାଗିଛି।
ଭାରତ ବାୟୋଟେକ୍ର ଟିକାକୁ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଅନୁମତି । ଏମରଜେନ୍ସି ବ୍ୟବହାର ପାଇଁ ଗ୍ରୀନ୍ ସିଗନାଲ ।
ବଲିଉଡର ମହାନାୟକ ତଥା ବିଗ ବି ଅମିତାଭ ବଚ୍ଚନ ପୁଣି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ମଙ୍ଗଳବାର ରାତିରେ ପଜିଟିଭ ଆସିଥିବା ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।
ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିବା ବେଳେ ପାରାସିଟାମଲ ଭଳି ଏକ କମ୍ ଦାମ୍ର ଔଷଧ ବିକ୍ରିରେ ଏତେବଡ଼ ଲାଞ୍ଚ କାରବାର ହେବା ସମ୍ଭବ ନୁହେଁ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ ।
କରୋନା କାଳରେ ଜ୍ୱର ଉପଶମ ପାଇଁ ବ୍ୟବହୃତ ପାରାସିଟାମଲ ଟାବଲେଟ୍ ଡୋଲୋ- ୬୫୦ ବିକ୍ରି ପଛରେ ବଡ଼ ଧରଣର ଲାଞ୍ଚ କାରବାର । ଶହେ କି ଦୁଇ ଶହ ନୁହେଁ, ହଜାରେ କୋଟି ଟଙ୍କାର ଲାଞ୍ଚ ନେଣଦେଣ ଅଭିଯୋଗ ହୋଇଛି ।
ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୮ ହଜାର ୮୭୫କୁ ବୃଦ୍ଧି । ଆକ୍ଟିଭ୍ କେସ୍- ୫୮୫୧, ସୁସ୍ଥ ହେଲେଣି ୧୩ ଲକ୍ଷ ୩ ହଜାର ୮୨୩ ଜଣ ।
ଏବେ ସୁଦ୍ଧା କରୋନାରୁ ସୁସ୍ଥ ହେଲେଣି ୪ କୋଟି ୩୪ ଲକ୍ଷ ୮୪ ହଜାର ୧୧୦ ଜଣ ।
ଆପଣ ବି କରୁଛନ୍ତି କି ଅଧିକ ଧୂମ୍ରପାନ। ତେବେ ହୋଇଯାଆନ୍ତୁ ସଚେତନ। ଏକ ଅନୁସନ୍ଧାନ ଦେଇଛି ବିପଦ୍ଜନକ ସୂଚନା। ପଢନ୍ତୁ…
ରାଜ୍ୟରୁ ଦୁଇ ତିନି ଦିନ ଭିତରେ ସରିଯିବ କୋଭିସିଲ୍ଡ ଟିକା...